ପାରାଦୀପ ବସଷ୍ଟାଣ୍ଡରେ ପାରାଦୀପ ରିଫାଇନରୀର ସ୍ୱଚ୍ଛ ଭାରତ ପଖଓ୍ୱାଡା

0

09-07-18-iocl.jpg - 168.12 kBପାରାଦୀପ, ୦୯.୦୭.୨୦୧୮:ତା. ୭.୭.୨୦୧୮ ରିଖ ରେ  ଜି. ଏସ୍, ସିଂ, କାର୍ଯ୍ୟକାରୀ ନିର୍ଦ୍ଦେଶକ (ପ୍ରଭାରୀ), ପାରାଦୀପ ରିଫାଇନରୀ, ପାରାଦୀପ ବସ୍ ଷ୍ଟାଣ୍ଡ ଠାରେ ହିନ୍ଦୀରେ ଶପଥ ପାଠ କରି ସ୍ୱଚ୍ଛଭାରତ ପଖଓ୍ୱାଡାଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେପାରାଦୀପ ପୌରାଧ୍ୟକ୍ଷ, ଶ୍ରୀ ବସନ୍ତ ବିଶ୍ୱାଳ, ଆଡିସନାଲ୍ ସୁପରିଟେଣ୍ଡ୍ ଅଫ୍ ପୋଲିସ୍, ପାରାଦୀପ, ଶ୍ରୀ ବି ସି ମିଶ୍ର, ପାରାଦୀପ ପୌରନିଗମ ର କାର୍ଯ୍ୟକାରୀ ସଦସ୍ୟ  ଦିଲ୍ଲପ ମହାନ୍ତି, ପାରାଦୀପ ରିଫାଇନରୀ ର କାର୍ଯ୍ୟକାରୀ ନିର୍ଦ୍ଦେଶକ (ଟୋକ୍ନିକାଲ୍), ଶ୍ରୀ ଟି ଡି ଭି ଏସ୍ ଗୋପାଳକ୍ରିଷ୍ଣା, ମୁଖ୍ୟ ମହାପ୍ରବନ୍ଧକ, ପ୍ରକଳ୍ପ(ପ୍ରଭାରୀ), ଶ୍ରୀ ଏନ ଆର ପଟ୍ଟନାୟକ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ ।ପାରାଦୀପ ପୌରାଧ୍ୟକ୍ଷ, ଶ୍ରୀ ବସନ୍ତ ବିଶ୍ୱାଳ, ଓଡିଆରେ ଶପଥ ପାଠ କରିଥିଲେ ।ଏହି ଅବସରରେ ଗଣସଚେତନତାପାଇଁ ସ୍ଥାନୀୟ କାନମାସ ଦ୍ୱାରା ପ୍ପସମାଧନ ଆମ ହାତରେଡ୍ଗ ଶୀର୍ଷକ ଓଡିଆ ପଥପ୍ରାନ୍ତ ନାଟକକରାଯାଇଥିଲା।ବାୟୋ ଡିଗ୍ରେଡେବୁଲ୍ ଏବଂ ନନ୍ ବାୟୋ ଡିଗ୍ରେଡେବୁଲ୍ ଆର୍ବଜନା ପୃଥକ ପୃଥକ ରଖିବା ପାଇଁ ଦୁଇ ପ୍ରକାର ଡଷ୍ଟବିନ୍ ଉପସ୍ଥିତ ବସ୍ ରେ ବଣ୍ଟାଯାଇଥିଲା ।ପାରାଦୀପ ବସ୍ ଷ୍ଟାଣ୍ଡ୍ ରେ ସ୍ୱଚ୍ଛତା ଅଭିଯାନ କାରାଯାଇଥିଲା।

 

Leave A Reply

Your email address will not be published.