ଲୋକାର୍ପିତ ହେଲା ରାଜ୍ୟର ଦ୍ୱିତୀୟ (କଲାମ)ପ୍ଲାନେଟୋରିଅମ ଖୁବଶିଘ୍ର ରାଜ୍ୟରେ ଆଉ ୩ଟି ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କ…

ବୁର୍ଲା/ସମ୍ବଲପୁର,ସମ୍ବଲପୁରର ବୁର୍ଲ୍ଲା ଠାରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକର୍ପିର୍ତ ହୋଇଯାଇଛି  ଏପିଜେ ଅବଦୁଲ କଲାମ ପ୍ଲାନେଟୋରିଅମ ଓ ସାଇନ୍ସ ପାର୍କ ।  ଏହି ପ୍ଲାନେଟୋରିଅମର ଉଦ୍ଘାଟନ ରାଜ୍ୟ ପାଇଁ ଏକ ପ୍ରମୁଖ ଉପଲବ୍ଧି ବୋଲି ମୁଖ୍ୟମନ୍ତ୍ରୀ କହିବା ସହ…

ଧାର୍ଯ୍ୟ ସମୟ ପୂର୍ବରୁ ପ୍ରଭାତଙ୍କୁ କୋର୍ଟରେ ହାଜର କଲା ସିବିଆଇ ବିଶେଷ ଖିଅ ପାଇଲାନି, ସିବିଆଇ ମାଗିଲା ଇଡିର…

ଭୁବନେଶ୍ୱରରୁ ଦୀନବନ୍ଧୁ ନାୟକ : ସିବିଆଇ ରିମାଣ୍ଡର ଅବଧିପୂର୍ବରୁ ସିବିଆଇ ଅଦାଲତରେ ହାଜର କରାଇଦେଇଛି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ   । ଭିତର ଖବର ଅନୁଯାୟୀ ସିବିଆଇ ପ୍ରଭାତଙ୍କୁ ବେଶୀ ସମୟ ଜେରା କରିପାରିନି  । ଯଦିଓ ପ୍ରଭାତ ଅସୁସ୍ଥ ଥିବା ଯୋଗୁ ଜେରା ସମ୍ଭବ ହୋଇପାରିନାହିଁ ବୋଲି…

ରୋମ ଜଳିଲା ବେଳେ ସମ୍ରାଟ ନୀରୋଙ୍କ ବଂଶୀ ବାଦନ, ଏପଟେ ଝାରସୁଗୁଡା ବନହାରପଲ୍ଲୀ ସ୍ଥିତ ଓପିଜିସି ର ଦ୍ଵିତୀୟ ୟୁନିଟ…

ଭୁବନେଶ୍ୱରରୁ ଗିରିଜା ଶଙ୍କର ଦାଶ :କଥାରେ ଅଛି ରୋମ ଜଳିଲା ବେଳେ ସମ୍ରାଟ ନିରୋ ବଂଶୀ ବାଦନ କରୁଥିଲେ .......ଏବେ ସେଭଳି ପରିସ୍ଥିତି ସୃଷ୍ଟି ହୋଇଛି ଓଡିଶା ପାୱାର ଜେନେରେସନ କର୍ପୋରେସନ ରେ । ଏପଟେ ଝାରସୁଗୁଡା  ବନହାରପଲ୍ଲୀ ସ୍ଥିତ ଓପିଜିସି ର ଦ୍ଵିତୀୟ ୟୁନିଟ ଅଚଳ ହୋଇ ଦୈନିକ ୫୦ ଲକ୍ଷ…

ସିବିଆଇ ତଦନ୍ତ ପ୍ରକ୍ରିୟାର ଗତି ଓ ପ୍ରକୃତି ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ : ରାଜନୈତିକ ଫାଇଦା ଉଠାଇବାକୁ ଚେଷ୍ଟା କରୁଛି…

ଭୁବନେଶ୍ୱର : ସିବିଆଇ ଚିଟ୍‍ଫଣ୍ଡ ତଦନ୍ତ ବ୍ୟାପାରରେ ଯେଉଁଭଳି ଭାବରେ ଗତି କରୁଛି, ତାହା ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି । ଚିଟ୍‍ଫଣ୍ଡ ଜମାକାରୀଙ୍କ ସ୍ୱାର୍ଥର ସୁରକ୍ଷା ତଥା ସେମାନେ କିଭଳି କଷ୍ଟ ଉପାର୍ଜିତ ଅର୍ଥ ଫେରିପାଇବେ ସେଥିପାଇଁ ସିବିଆଇର କୌଣସି ନିଘା ନାହିଁ । ଗତ ୩ବର୍ଷ ଧରି…

ସି.ବି.ଆଇ. ଏବେ ମଧ୍ୟ ସରକାରଙ୍କ ପଞ୍ଜୁରୀର ଶୁଆ: ଖାରବେଳ

ଭୁବନେଶ୍ୱର : ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଚିଟଫଣ୍ଡ ଦୁର୍ନୀତିରେ ଗିରଫ କରିବା ସି.ବି.ଆଇର ନିଷ୍ଠାକୁ ପ୍ରମାଣିତ କରୁନାହିଁ ବୋଲି ଉତ୍କଳ ଭାରତର ସଭାପତି ମହାମେଘବାହନ ଐର ଖାରବେଳ ସ୍ୱାଇଁ କହିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ଗତ ୨୦୧୪ରୁ ଶ୍ରୀ ବିଶ୍ୱାଳଙ୍କ ବିରୁଦ୍ଧରେ ତଦନ୍ତ…

ସ୍ୟାଟ ଗୁରୁତ୍ୱପୂର୍ଣ୍ଣ ରାୟ : ମୃତ କର୍ମଚାରୀଙ୍କ ପତି/ପତ୍ନୀ ଜୀବିତ ଥିଲେ ବି ପୁଅ/ଝିଅଙ୍କୁ ନିଯୁକ୍ତି ଦିଆଯାଇପାରିବ

ଭୁବନେଶ୍ୱରରୁ ମାନସୀ ମିଶ୍ର :  ସରକାରୀ କର୍ମଚାରୀ ଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ଜୀବିତ ଥିଲେ ପିଲାମାନଙ୍କୁ ଅନୁକମ୍ପାମୂଳକ ନିଯୁକ୍ତ ନଦେବା ପାଇଁ ସରକାରଙ୍କ ନିଷ୍ପତ୍ତିକୁ ସ୍ୟାଟ୍ ତ୍ରୁଟିପୂର୍ଣ୍ଣ ଓ ବେଆଇନ୍ ଦର୍ଶାଇ ନାକଚ କରିଦେଇଛନ୍ତି । ଅନୁକମ୍ପାମୂଳକ ନିଯୁକ୍ତି ଆଇନର ଲକ୍ଷ୍ୟ ଓ…

ଟ୍ରାଇ କମାଇଲା ଇ ରକନେକ୍ଟ ୟୁଜର ଚାର୍ଜ : କମିବ ମୋବାଇଲ ଶୁଳ୍କ

  ନୂଆଦିଲ୍ଲୀ : ମୋବାଇଲ ବ୍ୟବହାରକାରୀ ଙ୍କ ପାଇଁ ଖୁସି ଖବର କାରଣ ଖୁବଶୀଘ୍ର କଲ ଦର କମିବ। କାରଣ ଦେଶର ଟେଲି ନିୟାମକ  କର୍ତୃପକ୍ଷ ଟ୍ରାଇ ଇ ର କନେକ୍ଟ ୟୁଜର୍ସ ଚାର୍ଜ ବା ଅନ୍ତଃସଂଯୋଗ ଚାର୍ଜ (ଆଇୟୁସି)କୁ ମିନିଟ୍ ପିଛା ୬ ପଇସାକୁ କମାଇ ଦେଇଛନ୍ତି । ଆସନ୍ତା ଅକ୍ଟୋବର ପହିଲାରୁ ଏହା ଲାଗୁ…

ବିଜେଡିର ଦୋମୁହାଁ ଚରିତ୍ର ସ୍ପଷ୍ଟ ହୋଇଛି: ବିଜେପି

ଭୁବନେଶ୍ୱର: ଚିଟ୍ଫଣ୍ଡ୍ ଘୋଟାଲାରେ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ ଗିରଫ ହେଲା ପରେ ରାଜନୈତିକ ବୟାନବାଜି ଜାରି ରହିଛି  । ବିଜେଡି ଏହାକୁ ବିଜେପିର ଚାଲ ଓ ସିବିଆଇ ରାଜନୈତିକ ଉଦ୍ଦେଶ୍ ନେଇ ପ୍ରଭାତଙ୍କୁ ଗିରଫ କରିଛି ବୋଲି କହିଛି ବିଜେଡି  । ଏହାର ଜବାବ ରାଜରାସ୍ତାରେ ଦିଆଯିବ ବୋଲି…

ଲକ୍ଷ୍ମୀ ବିଳାସିନୀଙ୍କ ପ୍ରଶ୍ନ : ଜମି ବାବଦରେ ମୁଁ ପଇସା ନେଇଥିଲି, ମୁଁ ଫେରାଇଥିଲି , ମୋତେ ଗିରଫ ନକରି ମୋ…

ଭୁବନେଶ୍ୱରରୁ ଦୀନବନ୍ଧୁ ନାୟକ : ମୋ ସ୍ୱାମୀ କେଉଁଥିରେ ସମ୍ପୃକ୍ତ ନୁହନ୍ତି । କାରଣ ଯେଉଁ ଜମି କିଣିବା ପାଇଁ ପଇସା ଆସିବା ଅବା ଫେରାଯିବା କଥା କୁହାଯାଇଛି ସେସବୁ ମୁଁ କରିଛି ଓ ମୋ ନାଁରେ ଅଛି । ଯେଉଁଥିରେ କିଛି ଗଲତି ନାହିଁ  । ହେଲେ ଯଦି ସିବିଆଇ ଗିରଫ କରିବା ବା ଜେରା କରିବା କଥା ମତେ…

ତୈଳଦର ବୃଦ୍ଧି ଦିନ ପ୍ରଭାତଙ୍କ ଗିରଫଦାରୀ : କାକତାଳୀୟ ନା କ୍ଷମତା ପଶାପାଲିର ନୂଆ ଚାଲ !

ଭୁବନେଶ୍ୱରରୁ ଚକ୍ରଧର ମାଝି : ପେଟ୍ରୋଲ ଡିଜେଲ ଓ ଗ୍ୟାସର ଅହେତୁକ ଦରବୃଦ୍ଧିକୁ ନେଇ ରାଜ୍ୟବାସୀ ସନ୍ତୁଳି ହେଉଥିବା ବେଳେ ଏହାକୁ ରାଜନୈତିକ ପ୍ରସଙ୍ଗ ଭାବେ ଗ୍ରହଣ କରି ବିଜେଡି ଦେଇଥିଲା ରାଜ୍ୟବ୍ୟାପୀ ବନ୍ଦ ଡାକରା  । କଂଗ୍ରେସ ତରଫରୁ ମଧ୍ୟ ଦୈଳଦର ବୃଦ୍ଧିକୁ ପ୍ରତିବାଦ କରିଆସୁଛି ।…