ଦୁଃଖଦ ଘଟଣା : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୬ ସ୍କୁଲ ଛାତ୍ର ମୃତ

0

 

Bhadrak/ satyabhusan swami : ଭଦ୍ରକ ରାଣିତାଲ ପାଖରେ ସ୍କୁଲ ପିଲାଙ୍କ ଙ୍କ ଉପରେ ମାଡ଼ିଗଲା ଟ୍ରକ , ଘଟଣା ସ୍ଥଳରେ ୫ ଜଣଙ୍କ ମୃତ୍ୟୁ ଘଟିଛି | ଅନ୍ୟ ୫ଜଣ ଗୁରୁତର ହୋଇ ଭଦ୍ରକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲା ଵେଳେ ଏଠି ଜଣକର ମୃତ୍ୟୁ ହୋଇଛି । ଅନ୍ୟମାନେ ସଂକଟାପନ୍ନ ଅବସ୍ଥାରେ କଟକ ସ୍ଥାନାନ୍ତରିତ ହେଉଛନ୍ତି । ଏହି ଘଟଣା ଜିଲ୍ଲାରେ ଶୋକର ଛାୟା ଖେଳେଇ ଦେଇଥିବା ଵେଳେ ଘଟଣାସ୍ଥଳରେ ଉତ୍ଯକ୍ତ ଲୋକେ ଟ୍ରକକୁ ପୋଡ଼ି ଦେଲେ | ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହି ଥିବାରୁ ପୋଲିସ ଫୋର୍ସ ମୁତୟନ |

Leave A Reply

Your email address will not be published.