ଅନୁଭବରୁ ଅନୁଭୂତି-ସେଦିନରୁ ଆଜିଯାଏଁ “ମାଟି ବଡ଼ ନା ପାର୍ଟି ବଡ଼’ : ଡା. ଦାମୋଦର ରାଉତ
ଦୈନିକ ସମ୍ବାଦପତ୍ର ଅନୁଷ୍ଠାନ ତରଫରୁ ଏହାର ପ୍ରତିଷ୍ଠା ଦିବସ ଉପଲକ୍ଷେ ଏକ ବିତର୍କର ଆୟୋଜନ କରାଯାଇଥିଲାା ଆଲୋଚନାର ବିଷୟବସ୍ତୁ ଥିଲା ମାଟି ବଡ଼ ନା ପାର୍ଟି ବଡ଼ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଅନେକ କଲେଜ ଛାତ୍ରଛାତ୍ରୀଙ୍କୁ ବିତର୍କରେ ଅଂଶଗ୍ରହଣ କରିବା ପାଇଁ ଡକା ଯାଇଥିଲା ବିତର୍କ…