ଶ୍ରୀଶ୍ରୀସାନ ଜଗନ୍ନାଥମହାପ୍ରଭୂଙ୍କର ରଥ ଯାତ୍ରା ଶେଷ

0

 à¬¶à­à¬°à­€à¬¶à­à¬°à­€à¬¸à¬¾à¬¨ ଜଗନ୍ନାଥମହାପ୍ରଭୂଙ୍କର ରଥ ଯାତ୍ରା ଶେଷ

ବାରିପଦା(ଦିଲ୍ଲୀପ ମହାନ୍ତି )- ସହରର ଲାଲବଜାରରେ ରହିଥିବା ସାନ ଜଗନ୍ନାଥ ମହାପ୍ରଭୂଙ୍କର ରଥକୁ ଆଜି ପୂର୍ବାହ୍ନ ୧୦ଟା ସମୟରେ ୧୪ ବର୍ଷରୁ କମ୍ ବାଳକ ବାଳିକାମାନେ ଟାଣିଟାଣି ସାନଜଗନ୍ନାଥ ମନ୍ଦିର ନିକଟରେ ପହଁଚାଇଛନ୍ତି । ମହାପ୍ରଭୂଙ୍କର ଏହି ଘୋଷ ଯାତ୍ରାରେ ବିଧାନସଭାର ଉପବାଚସ୍ପତି ତଥା ବାରିପଦା ବିଧାୟକ ସାନନ୍ଦ ମାର୍ଣ୍ଡି, ବାରିପଦା ପୌରପରିଷଦର ଉପାଧ୍ୟକ୍ଷ ଜିତେନ୍ଦ୍ର ମହାନ୍ତି, ପୂର୍ବତନ ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ବିଶିଷ୍ଟ ଆଇଜୀବୀ ତଥା ମୟୂରଭଞ୍ଜ ବାର ଆସୋସିଏସନର ପୂର୍ତ୍ତନ ସମ୍ପାଦକ ବିଭୂ ପ୍ରସାଦ ଦାସ, ଜ୍ୟୋତି ପ୍ରକାଶ ରଥ, ମୟୂରଭଞ୍ଜ ଗାରମେଣ୍ଟ ଆସୋସିଏସନର ସନ୍ଦିପ ବସା, ଫାରର୍ମାସିଷ୍ଟ ଆସୋସିଏସନର ସରୋଜ ସାହୁ ପ୍ରମୁଖ ସହରର ବହୁ ମାଣ୍ୟଗନ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.