ଜିଲ୍ଲା ପରିଷଦ ଉପନିର୍ବାଚନ,ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ଜୋରଦାର 

  ମାଆ ପେଟର ଶିଶୁଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଗ ପାଇଁ  କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ନବୀନ ବାବୁଙ୍କ ସୁଶାସନର ପ୍ରମାଣ : ରବୀନ୍ଦ୍ର  ବାଲେଶ୍ୱର/ଉଜ୍ଜ୍ୱଳ କର  : ୨୬ ନଂ ଜିଲ୍ଲା ପରିଷଦ ସଦସ୍ୟ ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେଡି…

ଓଡ଼ିଶା ବନ୍ଦ ଡ଼ାକରା ମୟୂରଭଞ୍ଜରେ ପ୍ରଭାବ ହୀନ

ବାରିପଦା/Dillip Mohanty - ପୂର୍ବତନ ସାଂସଦ ସାଲଖାନ ମୁର୍ମୁଙ୍କ ଆହ୍ୱାନ କ୍ରମେ ଝାଡ଼ଖଣ୍ଡ ଦିଶମ ପାର୍ଟି(ଜେଡ଼ିପି) ଓ ଆଦିବାସୀ ସେଙ୍ଗେଲ ଅଭିଯାନ(ଆଶା) ପକ୍ଷରୁ ସମ୍ବିଧାନର ଧାରା ୨୫(ଏ) ଅନୁସାରେ ପ୍ରକୃତି ପୂଜା(ଜାହେର ବଙ୍ଗା)କୁ ସାରନା ଧର୍ମର ମାନ୍ୟତା ସହିତ ଧାରା ୩୪୭ ଅନୁସାରେ…

କେନ୍ଦ୍ରମନ୍ତ୍ରୀ ଶେଖାୱତ୍‍ଙ୍କ ବିବୃତି ଓଡ଼ିଶାର ଚାଷୀକୁଳ ପ୍ରତି ବିଜେପିର ଧୋକ୍କାବାଜି ପ୍ରମାଣିତ କରିଛି : ବିଜେଡି

  ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦାବିକୁ କୃଷକଙ୍କ ସ୍ୱାର୍ଥ ବିରୋଧୀ କେନ୍ଦ୍ରର ପ୍ରତ୍ୟାଖ୍ୟାନ ବିରୁଦ୍ଧରେ ଭବାନୀପାଟଣା ଓ ଖଇରପୁଟ ବ୍ଲକ ବିଜେଡିର ଗଣବିକ୍ଷୋଭ ଓ ଧାରଣା ଭୁବନେଶ୍ୱର/chankradhar majhi :  ୨୯ ଡିସେମ୍ବର ୨୦୧୭ ତାରିଖରେ ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ…

ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣ ରୋକିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ 

  ଯାଜପୁର ତହସିଲଦାର ଧରିଲେ ୧୧ ଗାଡି,  ଆଦାୟ କଲେ ୧ ଲକ୍ଷ ୮୦ ହଜାର ଟଙ୍କା     ଯାଜପୁର/ଜୟଶଙ୍କର ଦାଶ :ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣ ରୋକିବାକୁ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ସମସ୍ତ ତହସିଲଦାର ଓ ରାଜସ୍ୱ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ  ଦେଇଛନ୍ତି । ସେହି ନିର୍ଦ୍ଦେଶ …

ଯୁବ ବାହିନୀକୁ  ସଜାଡୁଛି ବିଜେଡି 

  ଯୁବ ବିଜେଡିର ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା କମିଟି ପୁନର୍ଗଠିତ ଭୁବନେଶ୍ୱର/chakradhar majhi  : ରାଜ୍ୟ ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ବିଜୁ ଯୁବ ଜନତା ଦଳର ସଂଗଠନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା…

ସାଧାରଣ ନିର୍ବାଚନକୁ ଟାର୍ଗେଟରେ କରି ମୟୂରଭଞ୍ଜ ଜିଲା କଂଗ୍ରେସ ପକ୍ଷରୁ ଘର ସଜାଡ଼ିବା କାର୍ଯ୍ୟ ଆରମ୍ଭ

କଂଗ୍ରେସର କର୍ମୀ ସମ୍ମୀଳନୀରେ ନଗର କଂଗ୍ରେସକୁ ସୁଦୃଢ଼ କରାଇବା ଉପରେ ଗୁରୁତ୍ୱାରୋପ ବାରିପଦା/dillip mohanty - ୨୦୧୯ ସାଧାରଣ ନିର୍ବାଚନକୁ ଟାର୍ଗେଟରେ କରି ମୟୂରଭଞ୍ଜ ଜିଲା କଂଗ୍ରେସ ପକ୍ଷରୁ ଘର ସଜାଡ଼ିବା କାର୍ଯ୍ୟ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଜିଲାର ସଦର ମହକୁମା ବାରିପଦା…

ଇଉଫୋରିଆ-୨୦୧୮ ଜାନୁଆରୀ ୧୧ରୁ ଆରମ୍ଭ

  ୨୪ଟି ଇଭେଣ୍ଟ ସହିତ ମିସ୍ ଓ ମିଷ୍ଟର ଇଉଫୋରିଆ-୨୦୧୮ ମୁଖ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ହେବ ବାରିପଦା/dillip mohanty  - ବାରିପଦା ସହିଦ ସ୍ମୃତି ଭବନ ପରିସରରେ ଚଳିତ ଜାନୁଆରୀ ୧୧ରୁ ୧୪ ପର୍ଯ୍ୟନ୍ତ ଆରମ୍ଭ ହେବ ୨୧ତମ ରାଜ୍ୟସ୍ତରୀୟ ଆନ୍ତଃମହାବିଦ୍ୟାଳୟ ସାଂସ୍କୃତିକ ମହୋତ୍ସବ…

ଓଡ଼ିଶାର ଚାଷୀ ଓ ୧୬ଜିଲ୍ଲାର ଅଧିବାସୀଙ୍କ ପ୍ରତି ବିଜେପି କରୁଛି ଉପହାସ

 ଆନ୍ତଃରାଜ୍ୟ ଜଳ ସଂପଦ ବିବାଦରେ କେନ୍ଦ୍ର ନିରବଦ୍ରଷ୍ଟା ସାଜିପାରିବ ନାହିଁ, ହସ୍ତକ୍ଷେପ କରି ସମାଧାନ କରିବା ତା’ର ଦାୟିତ୍ୱ ମହାନଦୀ ପ୍ରସଂଗରେ କେନ୍ଦ୍ର ଜଳସଂପଦ ମନ୍ତ୍ରୀଙ୍କ ମନ୍ତବ୍ୟ ଧର୍ମକୁ ଆଖିଠାର ଆପୋଷ ଆଲୋଚନା ଆଳରେ ଛତିଶଗଡ଼ ପ୍ରତି ପକ୍ଷପାତିତାର ଭାଷା ଭୁବନେଶ୍ୱର/chakradhar…

ଜିଲାସ୍ତରୀୟ ଅନ୍ୱେଷା-୨୦୧୭ ଉଦଯାପିତ

   ଜିଲାର ୨୬ ଗୋଟି ବ୍ଲକରେ ଥିବା କସ୍ତୁରବା ଆବାସିକ ବାଳିକା ବିଦ୍ୟାଳୟ ଓ ଚଳିତ ବର୍ଷ ପ୍ରଥମ ଥର ପ୍ରତିଯୋଗିତାରେ ସାମିଲ              ବାରିପଦାରୁ ଦିଲ୍ଲୀପ ମହାନ୍ତି :   ମୟୂରଭଞ୍ଜର ୪୭ଟି ଆବାସିକ ସ୍ୱତନ୍ତ୍ର ତାଲିମ କେନ୍ଦ୍ର(ଆରଏସଟି)ରେ ଅଧ୍ୟୟନ ରତ ଛାତ୍ରୀଛାତ୍ରମାନଙ୍କ ସହିତ…