ରାୟଗଡା କଂଗ୍ରେସ ଦେଖାଇଲା ସାଙ୍ଗଠନିକ ଦକ୍ଷତା
ବିଜେପି ଛାଡି କଂଗ୍ରେସରେ ମିଶିଲେ ମୁନିଗୁଡା ବ୍ଲକ ଚେୟାରମ୍ୟାନଙ୍କ ସହ ୭ ସମିତି ସଭ୍ୟ ଓ ୮ ସରପଞ୍ଚ
ବିଜେପି ଦଳ ଦେଶ ଓ ଜାତି ପାଇଁ ବିପଜ୍ଜନକ : କରଡା
ଭୁବନେଶ୍ୱର ଦୀନବନ୍ଧୁ ନାୟକ - ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକର ବିଜେପିର ଉପସ୍ଥିତିକୁ ଲାଗିଛି ଝଟକା ! ଚେୟାରମ୍ୟାନ ଶ୍ରୀଧର…