ନାବାଳିକା ଦୁଷ୍କର୍ମ ମାମଲା : ଅଭିଯୁକ୍ତ ଯୁବକକୁ ଜେଲ ଓ ଜୋରିମାନା
ବାରିପଦାରୁ ଦିଲ୍ଲୀପ ମହାନ୍ତି - ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ବାରିପଦା ଅତିରିକ୍ତ ଜିଲା ଓ ଦୌରା ଜଜ୍-୧ ଅଜିତ କୁମାର ସିଂ ଅଭିଯୁକ୍ତ ଯୁବକ ବାରିପଦା ସଦର ଥାନା ଅନ୍ତର୍ଗତ ମାଙ୍କଡ଼ାପାଳ ଗ୍ରାମର ହରି ଓରଫ ଶ୍ରୀହରି ନାୟକ(୨୭)ଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସଂଗେସଂଗେ…