ଭାରତୀୟ ସିପକ ଟାକ୍ର ଦଳକୁ ପ୍ରଥମ ପଦାର୍ପଣରେ   କାଂସ୍ୟ 

0

ଦୀର୍ଘ ବର୍ଷ ପରେ ଭାରତୀୟ ସିପକ ଟାକ୍ର ପ୍ରଥମ ଥର ପାଇଁ  ଏସିୟ କ୍ରୀଡ଼ାରେ ଭାଗ ନେବାର ସୁଯୋଗ ପାଇଲେ।ଭାରତ ଅଲମ୍ପିକ ଫେଡ୍ରେସନ ଦ୍ୱରା ଅନୁମୋଦିତ ହୋଇ ଏସିୟ କ୍ରୀଡା ରେ ଭାଗ ନେଇ ଟିମ ଇଭେଣ୍ଟ ରେ କାଂସ୍ୟ ପଦକ ପାଇ ଥିବାରୁ ଭାରତୀୟ ଦଳକୁ ରାଜସ୍ଥାନ ସିପକ ଟାକ୍ର ସଂଘ, ଓଡ଼ିଶା ସିପକ ଟାକ୍ର ସଂଘ, ବେଙ୍ଗଲ ସିପକ ଟାକ୍ର ସଂଘ ପ୍ରମୁଖ ସଂଘ ମାନେ ଶୁଭେଚ୍ଛା ଜଣାଇଛନ୍ତି।ସେହିପରି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମଧ୍ୟ ଦଳକୁ ସୁବେଛା ଜଣାଇବା ସହିତ ଭାରତୀୟ ଦଳ ସହିତ ସହିତ ଯାଇଥିବା ଭାରତ ସିପକ ଟାକ୍ର ମହାସଂଘ ର ସମ୍ପାଦକ ଯୋଗେନ୍ଦ୍ର ସିଂ ଦହିୟାଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇ ଛନ୍ତି।

 

Leave A Reply

Your email address will not be published.