ଜମୁଛି ବ୍ୟାସସରୋବର ମେଳା
ଯାଜପୁରରୋଡ୍/ବ୍ୟାସନଗରରୁ ଜୟଶଙ୍କର ଦାଶ : ବ୍ୟାସନଗର ଯାହାକି ପ୍ରଥମେ ଡୋଲିପୁର ପରେ ଯାଜପୁରରୋଡ୍ ଓ ବର୍ତ୍ତମାନ ବ୍ୟାସଦେବ ଏବଂ ବ୍ୟାସ ସରୋବର ନାମାନୁସାରେ ବ୍ୟାସନଗର ସହର ରୂପେ ପରିଚିତ । ପୌରାଣିକ ପୀଠ ବ୍ୟାସ ସରୋବର ଆମ ଐତିହ୍ୟ ପରମ୍ପରା ସହିତ ନିବିଡ଼ ସମ୍ପର୍କ ରହିଛି । ଏଠାରେ…