ଓଡ଼ିଆ ବିଦ୍ୟାଳୟରେ ତାଲା, ୪୧୪ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଖେଳ

ପିପିଏଲ କର୍ତ୍ତୃପକ୍ଷଙ୍କ ଓଡ଼ିଆ ମାରଣ ନୀତି ପାରାଦୀପରୁ ଉପେନ୍ଦ୍ର ଗୁରୁ : ଓଡ଼ିଶା ରାଜ୍ୟରେ ଓଡ଼ିଆ ପାଠ୍ୟକ୍ରମକୁ ଅଣଦେଖା । ଶହ ଶହ ଓଡ଼ିଆ ଛାତ୍ରଙ୍କ ଭବିଷ୍ୟତକୁ ଜଳାଞ୍ଜଳି ଦେଇ ଏକ ପ୍ରମୁଖ ଓଡ଼ିଆ ବିଦ୍ୟାଳୟରେ ଆଜିଠାରୁ ତାଲା ପକାଇବାକୁ ନିଷ୍ପତି ନିଆଯାଇଛି । ସେହି ବିଦ୍ୟାଳୟ ପରିସରରେ…

ନିଜ ଅର୍ଜିତ କର୍ମ ମାନ, ଆଗହୁଁ ହୁଅ ସାବଧାନ 

   ବିବାଦୀୟ ସ୍ଥାନରେ ୧୪୪ ଧାରା ଜାରି ଛଡା ଉପାୟ ନାହିଁ ବାରିପଦାରୁ ଦିଲ୍ଲୀପ ମହାନ୍ତି - ବାରିପଦା ପୌରପରିଷଦର ଭଞ୍ଜପୁର ଛକରେ ଥିବା ପାର୍କିଂସ୍ଥଳ ଓ ବହୁପୂରାତ୍ତନ  ପୂଜା ମଣ୍ଡପରେ ମୟୂରଭଞ୍ଜ ଜିଲାପ୍ରଶାସନ ପକ୍ଷରୁ ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଉପରେ ଓଡ଼ିଶା ଉଚ୍ଚ…

ନିର୍ବାଚନ କମିଶନରେ ବିଜେପୁର, ବିଜେପି ବିଜେଡି ଝିଙ୍କାଝିଙ୍କି

  ଅଫିସରମାନେ ମତଦାନକୁ ପ୍ରଭାବିତ କରିବାକୁ ଷଡଯନ୍ତ୍ର କରୁଛନ୍ତି : ବିଜେପି  ବିଜେପି ଜାଣିଛି ହାରିବ..ମୁଖଲଜ୍ଜା ଏଡାଇବାକୁ ବାହାନା, କାରଣ ଚୋରମନ ଚୋର ଗଣ୍ଠିରେ : ବିଜେଡି ଭୁବନେଶ୍ୱର/ନୂଆଦିଲ୍ଲୀ  : ଭୋଟ ଘୋଷଣା ହେବା ପରେ...କୋଡ ଅଫ କଣ୍ଡକ୍ଟ ଲାଗୁ ହେବା ପରେ ସର୍ବୋପରି ସରକାରୀ…

ତିନି ବର୍ଷର ନାବାଳିକାକୁ ଡ଼ାକି ନେଇ ଦୁଷ୍କର୍ମ ମାମଲା : ଅଭିଯୁକ୍ତ ନାବାଳକ ସ୍କୁଲରେ ଏକ ବର୍ଷ ଝାଡ଼ୁ ମାରିବାର…

    ବାରିପଦାରୁ ଦିଲ୍ଲୀପ ମହାନ୍ତି -  ଜଣେ  ୩ ବର୍ଷର ନାବାଳିକା ଝିଅକୁ ଡ଼ାକି ନେଇ ଏକ ଭିଏଲଡ଼ବ୍ଲୁ୍ୟଙ୍କ ଘରେ ଦୁଷ୍କର୍ମ ମାମଲାର ବିଚାର କରି ବାରିପଦା ଜୁଭେନାଇଲ ଜଷ୍ଟିସ ବୋଡର୍ ପ୍ରିନ୍ସପାଲ ମାଜିଷ୍ଟ୍ରେଟ  ଅମୀୟ ରଞ୍ଜନ ଜେନା  ଅଭିଯୁକ୍ତ ୧୭ ବର୍ଷୟ ନାବାଳକକୁ ଦୋଷୀ ସାବ୍ୟସ୍ତ କରାଇବା…

ଜନଜାତି ଅଧିକାର ଆନେ୍ଦାଳନ ଫେବୃଆରୀ-୨ରେ

  ବାରିପଦାରୁ ଦିଲ୍ଲୀପ ମହାନ୍ତି - ଜନଜାତି ଅଧିକାରକୁ ନେଇ ଓଡ଼ିଶା ବନବାସୀ କଲ୍ୟାଣ ଆଶ୍ରମ ପକ୍ଷରୁ ଜଳ, ଜମି ଓ ଜଙ୍ଗଲ ଉପରେ ଜନଜାତିର ଅଧିକାର, ପେସା ଆଇନ ଅନ୍ତର୍ଗତ ପଲ୍ଲୀସଭା ଓ ଗ୍ରାମସଭାର ନିଷ୍ପତିକୁ ଗୁରୁତ୍ୱ, ସମସ୍ତ ବୃଦ୍ଧ, ବୃଦ୍ଧା, ବିଧବା ଓ ଅକମଣ୍ୟମାନଙ୍କୁ ଭତ୍ତା, ବନାଧିକାର…

ସର୍ବଶିକ୍ଷା ଅଭିଯାନ ପାଲଟିଛି ସର୍ଵଖିଆ ଅଭିଯାନ।

       କେନ୍ଦ୍ରାପଡା/ପ୍ରଫୁଲ୍ଲ କୁମାର ମଲ୍ଲ : ସରକାରୀ ବିଦ୍ୟାଳୟ ପାଲଟିଛି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଅଖାଡା ସ୍ଥଳୀ।  ଏ ପରି ଅଭାବନିୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲାର ପଲ୍ଲୀ ଶିକ୍ଷାଶ୍ରମ ଢି଼ଅ ମୁଗୁବାଡି ଗ୍ରାମରେ ।   ଦିନ 12, 10ମିନିଟ  ସମୟରେ ଶିକ୍ଷକ ଶିକ୍ଷୟିତ୍ରୀ…

ଅବାଂଛିତ ଛୁଆଙ୍କୁ ଆଉ ଏଣେତେଣେ ନଫିଙ୍ଗି ଝୁଲାରେ ଶୁଆଇ ଯିବା ହେ ମା !!!!!

ଅତି ସୁନ୍ଦର ବ୍ୟବସ୍ଥା ,ଛୁଆଙ୍କ  ପାଇଁ ବ୍ୟବସ୍ଥା ହେଲା ଝୁଲା ଦୋଳି    ଯାଜପୁରରୁ ଜୟଶଙ୍କର :  ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଜନ୍ମିତ ଶିଶୁ ମାନଙ୍କୁ ଅବହେଳା ପୂର୍ବକ ଫିଙ୍ଗା ଯାଉଥିବାରେ ଅନେକ ଦୃଷ୍ଟାନ୍ତ  ମିଳିଛି । ଏହି ଶିଶୁ ମାନେ ହୁଏତ ପିତା ମାତାଙ୍କ ପାଇଁ ଅନାବଶ୍ୟକ,…