କୁନ୍ଦୁଲି ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ଜନସାଧାରଣ ସ୍ୱର ଉତ୍ତୋଳନ କରନ୍ତୁ : ସଗରିଆ

ଭୁବନେଶ୍ୱର – କୁନ୍ଦୁଲି ପୀଡିତାକୁ ନ୍ୟାୟ ଦେବା ପାଇଁ ଆଜି ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ, ଅଧ୍ୟକ୍ଷ, ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗଙ୍କ ନେତୃତ୍ୱରେ ଭୁବନେଶ୍ୱର ରେଲୱେ ଷ୍ଟେସନ, ରାଜମହଲ ଛକ, ରମାଦେବୀ ମହିଳା ମହାବିଦ୍ୟାଳୟ, ବାଣୀବିହାର ଛକ ଠାରେ ପ୍ରଚାର ପତ୍ର ବଣ୍ଟନ…

କପି ରୋକିବା ପାଇଁ ରହିବ ତ୍ରିସ୍ତରୀୟ ସ୍କ୍ୱାଡ ବ୍ୟବସ୍ଥା

  ନିର୍ଭୟରେ ପରୀକ୍ଷା ପରିଚାଳନା କରିବାକୁ ଏସପିଙ୍କ ପରାମର୍ଶ   ବଲାଙ୍ଗିରରୁ ନୀରୋଜ କୁମାର ମିଶ୍ର  :  ଚଳିତ ମାସ ୨୩ ତାରିଖଠାରୁ ଆରମ୍ଭ ହେବାକୁ ଯାଉଥିବା ମାଟ୍ରିକ ପରୀକ୍ଷା ସୁପରିଚାଳନା ନିମନ୍ତେ ଜିଲ୍ଲା ଶିକ୍ଷା ବିଭାଗ ଓ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ…

ଅପରିପକ୍ୱ ଓ ଉଦ୍ଦେଶ୍ୟପ୍ରଣୋଦିତ ରାଜନୀତି କରୁଛି ବିଜେପି :  ଜମିର 

  ଭୁବନେଶ୍ୱର:  ମୋ ବିରୋଧରେ ବିଜେପି ଆଣିଥିବା ଅଭିଯୋଗ ର କୌଣସି ଆଧାର ନାହିଁ | କ୍ୱିଜେପି କେବଳ କପୋଳକଳ୍ପିତ ଅଭିଯୋଗ କରି ରାଜନୈତିକ ଅପରିପକ୍ଵତାରେ ପ୍ରମାଣ ଦେଉଛି ବୋଲି କହିଛନ୍ତି ଧୂରୀଣ ରାଜନୀତିଜ୍ଞ ତଥା ଓଡ଼ିଶାର  ରାଜ୍ୟପାଳ ଡ଼. ଏସ୍‌. ସି ଜମିର | ନାଗାଲାଣ୍ଡରେ କଂଗ୍ରେସ ଓ…

ବିଜେଡି ଅଭିଯୋଗ ସତ ହେଲା, ଧରାପଡିଥିବା ଟଙ୍କା ବିଜେପିର 

ଜବତ ଟଙ୍କା ଉପରେ ଏସପି ଦେଲେ ସିଇଓଙ୍କୁ ଉତ୍ତର   ବିଜେପି ପାଇଁ ଯାଉଥିଲା ଜବତ ୪୦ଲକ୍ଷ ଟଙ୍କା,ରାୟପୁରରୁ ଆଣିଥିଲେ ଆକାଶ  ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସ୍ଵୀକାର କରିଛନ୍ତି ଆକାଶ ଅଗ୍ରୱାଲ  ଭୁବନେଶ୍ୱର : ପଦ୍ମପୁରରେ ପୁଲିସ ଜବତ କରିଥିବା ୪୦ ଲକ୍ଷ ୫୦ ହଜାର ଟଙ୍କାକୁ ନେଇ  ବିଜେଡି…

ପଦ୍ମପୁରରେ ଜବତ ଟଙ୍କା ବିଜେପିର: ଇଡି ଓ ଆୟକର ଜରିଆରେ ତଦନ୍ତ ହେଉ

  ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କଲା ବିଜେଡି ଭୁବନେଶ୍ୱର : ପଦ୍ମପୁରରେ ଜବତ ହୋଇଥିବା ୪୦ଲକ୍ଷ ୫୦ ହଜାର ଟଙ୍କା ବିଜେପିର ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେଡି ଆଜି ଅଭିଯୋଗ କରିଛି । ତତ୍‍ସହିତ ଇଡି ଓ ଆୟକର ଅଧିକାରୀ ଏ ସଂପର୍କରେ ତଦନ୍ତ କରି ତୁରନ୍ତ…

ଜନମତକୁ ବିଭ୍ରାନ୍ତ କରିବା ପାଇଁ ଶାସକ ବିଜେଡି ବ୍ୟାପକ ମାତ୍ରାରେ କଳା ଟଙ୍କାର ବ୍ୟବହାର କରୁଛି, ପିଲିସ ସାଜିଛି ହାତ…

  ଭୁବନେଶ୍ୱର,: ବିଜେପୁର ଉପନିର୍ବାଚନ ଯେତିକି ପାଖେଇ ଆସୁଛି ବିଶେଷ ଭାବରେ ବିଜେପୁରର ପୋଲିସ ପ୍ରଶାସନ ଶାସକ ଦଳର ଇଙ୍ଗିତରେ ଶାସକ ଦଳର ପ୍ରାର୍ଥିଙ୍କ ପାଇଁ ଖୋଲା ଖୋଲି ଭାବରେ କାମ କରିବା ଦେଖାଯାଉଛି  ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରି ତା ଉପରେ…

ବିଜେପୁର ଲାଗୁଛି ଏବେ ରାମୋଜୀ ଫିଲ୍ମ ସିଟି ଭଳି 

  କେନ୍ଦ୍ରୀୟ ମନ୍ତ୍ରୀଙ୍କ ସହ ଧର୍ମେନ୍ଦ୍ରଙ୍କ  ମାରାଥନ ପ୍ରଚାର , ରାଜନୈତିକ ସୁଆଙ୍ଗରେ ସାମିଲ ସିନେମା ଷ୍ଟାର     ବିଜେଡି ୟଙ୍ଗ ବ୍ରିଗେଡ ଧରିଛନ୍ତି ବାଗଡୋର, ଅପେକ୍ଷା ଅଛି-ପ୍ରଚାର ମୁଣ୍ଡି ମାରିବେ ବିଜୁ କୁମାର    ମା’ଙ୍କ ଚିତାଗ୍ନି ଜଳିବା ପରେ  ପ୍ରସାଦ ଗଲେ ବିଜେପୁର, ଭାରୀ…

ମୁଖ୍ୟମନ୍ତ୍ରୀ କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାର ସତ୍ୟକୁ ଲୁଚାଇବା ଅପଚେଷ୍ଟାରୁ ବିରତ ରୁହନ୍ତୁ: କୃଷ୍ଣଚନ୍ଦ୍ର 

  ଭୁବନେଶ୍ୱର -  ମାନ୍ୟବର ମୁଖ୍ୟମନ୍ତ୍ରୀ ଆଇନ୍କୁ ତା ବାଟରେ ଯିବାକୁ କହି କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ ତଦନ୍ତକୁ ବାଟବଣା କରିବାକୁ ହୀନ ପ୍ରୟାସ କରୁଛନ୍ତି ବୋଲି କୋରାପୁଟ ବିଧାୟକ ତଥା ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗର  ଅଧ୍ୟକ୍ଷ କୃୃଷ୍ଣଚନ୍ଦ୍ର ଶଗରିଆ ଏକ ସାମ୍ବାଦିକ…

ପ୍ରଶାସକଙ୍କ ଅହଂକାର | 

  ଶନିବାର ରାତିରେ ମହାରାଜା ପ୍ରବୀଣଙ୍କ ବାସଭବନରେ ଅତିଥି ହୋଇଥିଲେ ଉପବାଚସ୍ପତି ସାନନ୍ଦ ମାରାଣ୍ଡି  । ସେଠାରେ ଉପସ୍ଥିତ ରହିଥିବା ମୟୁରଭଞ୍ଜ ଜିଲ୍ଲାପାଳଙ୍କ ସମେତ କେତେକ ପ୍ରଶାସନିକ ଅଧିକାରୀମାନଙ୍କ ଦ୍ୱାରା ସାମ୍ବିଧାନିକ ବିଧିବ୍ୟବସ୍ଥାକୁ ଅଣଦେଖା କଲାଭଳି ଲାଗିଲା | ଶନିବାର…

ଠିକା କର୍ମଚାରୀଙ୍କୁ ସ୍ଥାୟୀ କରିବା ଏବଂ ସରକାରୀ କର୍ମଚାରୀଙ୍କ ଭଳି ମହଙ୍ଗା ଭତା  ଦାବି 

ରାଜ୍ୟ ସଡକ ପରିବହନ ନିଗମର ସମସ୍ତ ବସ୍ ଏବଂ କାର୍ଯ୍ୟାଳୟ ୨୬ ରୁ ୨୮ ବନ୍ଦ୍ ଭୁବନେଶ୍ୱର : ଏକ ମହତ୍ ଉଦ୍ଦେଶ୍ୟ  ନେଇ ରାଜ୍ୟର ଜନସାଧାରଣଙ୍କୁ ଉତମ ପରିବହନ ସେବା ଯୋଗାଇଦେବା ଏବଂ ଉକ୍ତ ସଂସ୍ଥାକୁ ଲାଭଜନକ ସଂସ୍ଥାରେ ପରିଣତ କରିବା ଏବଂ ପରିବହନ ସେବାରେ ନିୟୋଜିତ କର୍ମଚାରୀମାନଙ୍କର ବୃହତର…