ମନ୍ତ୍ରୀମଣ୍ଡଳ ରେ ଛୋଟ ଧରଣର ଅଦଳବଦଳ, ସୁଶାନ୍ତ ଓ ପ୍ରତାପଙ୍କୁ ପୁରସ୍କାର 

    *ମନ୍ତ୍ରୀମଣ୍ଡଳ ରେ ଛୋଟ ଧରଣର ଅଦଳବଦଳ ହୋଇଛି। ଜଳ ସମ୍ପଦ ବିଭାଗ ମୁଖ୍ୟମନ୍ତ୍ରୀ ଛାଡି ଛନ୍ତି*। ନିରଞ୍ଜନ ପୂଜାରୀ- ଜଳ ସମ୍ପଦ ସୁଶାନ୍ତ ସିଂ- ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରତାପ ଜେନା- ସୂଚନା ଓ ଲୋକ ସମ୍ପର୍କ ପ୍ରଫୁଲ୍ଲ ମଲିକ- ପୂର୍ତ୍ତ ବିଭାଗ

ମାର୍ଚ୍ଚମାସ ପାଇଁ ଜିଲ୍ଲାପାଳ  ଏସପିଙ୍କ ଯୁଗ୍ମ ଜନଅଭିଯୋଗ ଶୁଣାଣୀ 

  ଭୁବନେଶ୍ୱର : ମାର୍ଚ୍ଚମାସ ପାଇଁ ବଲାଙ୍ଗୀର  ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି  । ଏହି ଅନୁସାରେ ମାର୍ଚ୍ଚ ୬ ତାରିଖ ମଙ୍ଗଳବାର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ , ୧୨ ତାରିଖ ସୋମବାରଦିନ  ଟିଟିଲାଗଶ…

ପୋଲିସ ଜିମ୍ନାସିଅମ ବିଲଡିଂ ଏବଂ ବ୍ୟାଡମିଣ୍ଟନ ଇଣ୍ଡୋର ହଲ ଉଦ୍ଘାଟିତ 

    ବଲାଙ୍ଗୀର/ନିରୋଜ ମିଶ୍ର : ପୋଲିସ ଜିମ୍ନାସିଅମ ବିଲଡିଂ ଏବଂ ବ୍ୟାଡମିଣ୍ଟନ ଇଣ୍ଡୋର ହଲ ଉଦ୍ଘାଟନ କରିବା ଅବସରରେ ରାଜ୍ୟସଭା ସାଂସଦ  ଅନଙ୍ଗ ଉଦୟ ସିଂହଦେଓ, ମହାରାଣୀ ବିଜୟାଲକ୍ଷ୍ମୀ ଦେବୀ,  ଲୋକସଭା ସାଂସଦ କଳିକେଶ ନାରାୟଣ ସିଂହଦେଓ, ଯୁବନେତା ଅରକେଶ ନାରାୟଣ ସିଂହଦେଓ, ଏସପି ଏମ.…

ଓଲିଉଡ କଳାକାରଙ୍କ ସହ ହୋଲି ଖେଳିଲେ କିସ୍ ଛାତ୍ରଛାତ୍ରୀ

ଭୁବନେଶ୍ୱର : ପ୍ରତିବର୍ଷ ଭଳି ଚଳିତବର୍ଷ ହୋଲି ଅବ୍ୟବହିତ ପୂର୍ବରୁ କିସ୍ ପରିସରରେ ବିଶିଷ୍ଟ ଓଡ଼ିଆ ସିନେ ତାରକା, ସାହିତି୍ୟକ, କଳାକାର, ବ୍ୟଙ୍ଗକାର, ବୁଦ୍ଧିଜୀବୀ, ସମାଲୋଚକ, ଚିତ୍ରାଭିନେତା, ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ଗୁରୁବାର ଅବିର ପର୍ବ ଆୟୋଜିତ ହୋଇଯାଇଛି । ଚଳିତବର୍ଷ କିସ୍‍…

ଇଣ୍ଟର ୟୁନିଭର୍ସିଟି ଫେନସିଙ୍ଗ ମିଟରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ମନୋନୀତ ହୋଇଥିବା ଦଳରେ ସାମିଲ ହୋଇଥିବା…

ପଞ୍ଜାବରେ ଅନୁଷ୍ଠିତ ହେବାକୁ ଥିବା ଇଣ୍ଟର ୟୁନିଭର୍ସିଟି  ଫେନସିଙ୍ଗ ମିଟରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ମନୋନୀତ ହୋଇଥିବା ଦଳରେ ସାମିଲ ହୋଇଥିବା ମହିଳା ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓ ଆଉ ପାଖରେ ଅଛନ୍ତି ରାଜ୍ୟ ଫେନସିଙ୍ଗ ଆସୋସିଏସନର…

ବାରିପଦା ମୁଖ୍ୟ ଡ଼ାକଘର ପରିସରରେ ପାସପୋର୍ଟ ସେବା କେନ୍ଦ୍ର ଉଦଘାଟିତ

  ବାରିପଦା/Dillip Mohanty - ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ମୁଖ୍ୟ ଡାକଘର ପରିସରରେ ଫେବୃଆରୀ ୨୮ ବୁଧବାର ଅପରାହ୍ନରେ ପୋଷ୍ଟ ଅଫିସ ପାସପୋର୍ଟ ସେବା କେନ୍ଦ୍ରକୁ ଓଡ଼ିଶା ବିଧାନସଭାର ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନିକ ଭାବେ ଶୁଭ…

ସକରାତ୍ମକ ମାନସିକତା ହିଁ ସଫଳତାର ଚାବିକାଠି : ସାନନ୍ଦ

ମୟୂରଭଞ୍ଜ କଲେଜ ଅଫ୍ ଏକାଉନଟେନସି ଏଣ୍ଡ ମେନେଜମେଣ୍ଟରେ ବାର୍ଷିକତ୍ସୋବ     ବାରିପଦା/ DILLIP MOHANTY- ମହାରାଜପୁରସ୍ଥିତ ମୟୂରଭଞ୍ଜ କଲେଜ ଅଫ୍ ଏକାଉନଟେନସି ଏଣ୍ଡ ମେନେଜମେଣ୍ଟର ବାର୍ଷିକତ୍ସୋବ ଅନୁଷ୍ଠିତ  ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ…

୫ ହଜାର ଟଙ୍କା ଲାଞ୍ଚ :ଭିଜିଲାନ୍ସ ଟ୍ରାପରେ ଧରାପଡ଼ି ଜେଲ ଗଲେ ଲାଞ୍ଚୁଆ ବାରିପଦା ଟାଉନ ଥାନା ଏସଆଇ

ବାରିପଦାରୁ ଦିଲ୍ଲୀପ ମହାନ୍ତି :  ଅଭିଯୁକ୍ତ ବିଶ୍ୱଜିତ୍ ଶିଖର ବିରୁଦ୍ଧରେ ବାରିପଦା ଟାଉନ ଥାନା ପକ୍ଷରୁ ଲାଗୁ କରାଯାଇଥିବା ଭାରତୀୟ ପିଙ୍ଗଳ କୋଡର଼୍ ଧାରା ୩୦୭କୁ ବାଦ ଦେବା ନିମନ୍ତେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ସେଲ ଟିମ ଦ୍ୱାରା ଟ୍ରାପରେ ଧରାପଡ଼ି ଜେଲ…