ବିଜେପି ଓ ବିଜେଡ଼ି ସରକାର ସମୟରେ ଚାଷୀ ସର୍ବାଧିକ କ୍ଷତିଗ୍ରସ୍ତ ଓ ଚାଷ ବିପର୍ଯସ୍ତ, ଚାଷୀଙ୍କୁ ପ୍ରତାରିତ କରିଛନ୍ତି…
ଚାଷୀଙ୍କ ହକ୍ ପାଇଁ ନବନିର୍ମାଣ କୃଷକ ସଂଗଠନ ଦାବୀକୁ
କଂଗ୍ରେସ ଦଳର ଦୃଢ଼ ସମର୍ଥନ
ଭୁବନେଶ୍ୱର/ଚକ୍ରଧର ମାଝି- ଚାଷୀକୁ ସମ୍ମାନ, କୃଷି ଉତ୍ପାଦିତ ଦ୍ରବ୍ୟର ଉଚିତ୍ ମୂଲ୍ୟ, ସାମାଜିକ ସୂରକ୍ଷା ଯଥା ପ୍ରେଷ୍ଟିଜ ପ୍ରାଇସ୍ ପେନସନ୍ ଦାବୀରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଗତକାଲି ଠାରୁ…