ନିଖୋଜ ଛାତ୍ରକୁ ନେଇ ଚାଲିଥିବା ୩ଦିନର ଉତେଜନା ସମାପ୍ତ/ବରଗଡରୁ ମଳିଳା ନିଖୋଜ ଛାତ୍ର
ପଦ୍ମପୁର,(ନୀଳ ଦୀପ) - ପଦ୍ମପୁର ଥାନା ଅନ୍ତର୍ଗତ ପୁରେନା ପଂଚାୟତ ମୁର୍ହାପାଲି ଗ୍ରାମର ଜଣେ ନବମ ଶ୍ରେଣୀର ଛାତ୍ର ନିଖୋଜ ଘଟଣାକୁ ନେଇ ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ କନ୍ଦଳ ଘଟି ଉଭୟ ଗୋଷ୍ଠୀ ପଦ୍ମପୁର ଥାନାର ଦ୍ୱାରସ୍ଥ ହୋଇଥିଲେ । ତିନି ଦିନ ଧରି ବିଭିନ୍ନ କଳ୍ପନା ଜଳ୍ପନାର ଅନ୍ତ ଘଟିଛି…