ମୟୂରଭଞ୍ଜ ପୁସ୍ତକ ମେଳା କମିଟି ପକ୍ଷରୁ ବିଶ୍ୱ ପୁସ୍ତକ ଦିବସ 

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ମୟୂରଭଞ୍ଜ ପୁସ୍ତକ ମେଳା କମିଟି ପକ୍ଷରୁ ବିଶ୍ୱ ପୁସ୍ତକ ଦିବସ ପାଳନ ଅବସରରେ ବହି ପରି ବନ୍ଧୁ ନାହିଁ ଶୀର୍ଷକ ଏକ ଆଲୋଚନା ଚକ୍ର କମିଟିର ସମ୍ପାଦକ ମନୋଜ ଦଳ ବେହେରାଙ୍କ ଆବାହାକତ୍ୱ ଓ ଉପସଭାପତି ଅଜିତ କୁମାର କବାଟଙ୍କ ପୌରହିତ୍ୟରେ ଫରେଷ୍ଟ…

ବାରିପଦା ସହରକୁ ନିଶାମୁକ୍ତ ସହରରେ ପରିଣତ କରାଇବା ନିମନ୍ତେ ଏସପିଙ୍କ ସହିତ ଆଲୋଚନା

  ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସହରରେ ବ୍ରାଉନସୁଗାର ଭଳି ମାରାତ୍ମକ ନିଶାଦ୍ରବ୍ୟ ବ୍ୟବସାୟ ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି । ଯୁବ ସମାଜ ସହିତ ଛାତ୍ରମାନେ ଏହି ମାରାତ୍ମକ ନିଶା ପ୍ରତି ଆକୃଷ୍ଟ ହେଉଥିବାର ପରିଲକ୍ଷିତ ହୋଇଛି । ଫଳରେ ସମାଜରେ ବିଭିନ୍ନ ପ୍ରକାରର ଅପରାଧ…

ବିଦ୍ୟୁତ  ସମସ୍ୟା ସମାଧାନ ନିମନ୍ତେ ଅଣ୍ଟାଭିଡ଼ି ଆଗେଇ ଆସିଲା ବିଜେଡ଼ି

ବାରିପଦା( ଦିଲ୍ଲୀପ ମହାନ୍ତି )- ଅଘୋଷିତ ବିଦ୍ୟୁତ କାଟ ସହିତ ଆକାଶରେ ଜୁଳୁଜୁଳିଆ ପୋକ ଦେଖିଲେ ବର୍ଷା ନାମରେ ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ, ଟ୍ରିପ କରିଛି, ସଟ ଡ଼ାଉନ ଓ ବ୍ରେକ ଡ଼ାଉନ ହୋଇଥିବା ଆଳରେ ବାରିପଦା ସହରରେ ବାରମ୍ବାର ବିଦ୍ୟୁତ କାଟ ଜାରି, ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ…

 ଜିଲ୍ଲାରେ କଣ ଠିକାଦାର ନାହାନ୍ତି, ଯେ ବାହାରୁ ରାଜ୍ୟରୁ ଆସିବେ ?

           ନାହିଁ ସୂଚନା ଫଳକ, ଚାଲିଛି ନିର୍ମାଣ କାର୍ଯ୍ୟ କାର୍ଯ୍ୟର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ, କମିଶନବେପାର ରେ ପ୍ରଶାସନ ଠିକାଦାର ସାମିଲ  ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲ ପରିସରରେ ଏକ ନିର୍ମାଣ…

ନିରଞ୍ଜନଙ୍କ ମିଶନ ୮୫ ଥୋପ 

ଭୁବନେଶ୍ୱର: ଭୋଟ ଆପାତତଃ ମୁଣ୍ଡ ଉପରେ । ହାତରେ ଆଉ ମାସ କେଇଟା ।  ଦଳ ଅସଜଡ଼ା, ସାସକ ବିଜେଡି ନିର୍ବାଚନୀ ମୁଦ୍ରାରେ | ବିଜେପି ବି କିଛି ପଛରେ ନାହିଁ | ସେମାନେ ବି ସଭାପତି ବଦଳାଇ କୁଆଡେ ପ୍ରତାପ ଷଢଙ୍ଗିଙ୍କୁ ଆଣିବାକୁ ଯୋଜନା କରିଛନ୍ତି | ଓଡିଶା ଉପରେ କେନ୍ଦ୍ର ବିଜେପିର ଟାର୍ଗେଟ…

ରାୟଗଡ଼ ପୌରପାଳିକା କାର୍ଯ୍ୟାଳୟରେ ଲଟକା ଲଗାଇଲା ବିଜେପି

ରାୟଗଡ଼/ Saroj ku Sahu : ରାୟଗଡ଼ ନଗରର ବିଭିନ୍ନ ସମସ୍ୟା ଯଥା ଡ୍ରେନ ତୁରନ୍ତ ଠିକରେ ସଫା କରିବା, ରାସ୍ତାର ମରାମତି, ସାଇପ୍ରିୟା ନଗର ରାସ୍ତାଘାଟ ଡ୍ରେନ ସଫେଇ, ରହିତ କଲନୀର ରାସ୍ତା ଓ ଡ୍ରେନ ଧ୍ୟାନ ଦେବା, ହାତୀପଥର ରୋଡ଼ର ମରାମତି, ସହରର ବିଭିନ୍ନ ସ୍ଥାନରେ ଟୋଇଲେଟ ଓ ପିଇବା ପାଣିର…

ଆନ୍ଧ୍ର ସହ ସୀମା ବିବାଦ : ଓଡ଼ିଶାର ଗୋଟିଏ ମାମଲା ଖାରଜ, ଆଉ ଗୋଟିକରେ ସ୍ଥିତାବସ୍ଥା ବଜାୟ

ଭୁବନେଶ୍ୱର(ମାନସୀ ମିଶ୍ର ): ଓଡ଼ିଶାର ୧୦ଟି ଜିଲ୍ଲାର ୯୬ଟି ଗାଁକୁ ନେଇ ୪ ପଡେ଼ାଶୀ ରାଜ୍ୟ ସହିତ ସୀମା ବିବାଦ ରହିଛି । ଆନ୍ଧ୍ର ସହ ଓଡ଼ିଶାର ସୀମା ବିବାଦ ଘେନି ଓଡ଼ିଶା ସରକାର ରୁଜୁ କରିଥିବା ୨ଟି ମାମଲାରୁ ଗୋଟିଏ ଓଡ଼ିଶା ସରକାର ହାରିଥିବା ବେଳେ ଅନ୍ୟ ଏକ ମାମଲାରେ ସ୍ଥିତାବସ୍ଥା ବଜାୟ…

ଜିଲ୍ଳା ଆଇନ ସେବା ପ୍ରାଧିକରଣ ଅନୁକୁଲ୍ୟରେ ଯାଜପୁର ଜିଲ୍ଳାରେ ରାଷ୍ଟ୍ରୀୟ ଲୋକ ଅଦାଲତ

  ଯାଜପୁରରୁ ଜୟଶଙ୍କର ଦାଶ : ଯାଜପୁର ଜିଲ୍ଳାର ରାଷ୍ଟ୍ରୀୟ ଲୋକ ଅଦାଲତ ଜିଲ୍ଳ ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ୨୨ ତାରିଖରେ ଅନୁଷ୍ଠିତ  ହୋଇ ବିଭିନ୍ଟ ବିଚାରାଳୟ ଗୁଡିକରେ  ମୋଟ ୨୫୫ ଗୋଟି ମକଦ୍ଦମା  ପଂଇସଲା କରାଯାଇଛି । ଏଥିମଧ୍ୟରୁ ୨୫ ଗୋଟି ପାରିବାରିକ ମକଦ୍ଦମା, ୧୩୧ ଗୋଟି…

ଛତିଶଗଡ଼ର ବେଆଇନ୍‍ କାର୍ଯ୍ୟ ବିରୋଧରେ ଲୋକଙ୍କୁ ସଚେତନ କର ଓ ଅଭିଯାନରେ ସାମିଲ କର : ନବୀନ

‘ମହାନଦୀର ଜଳ ସଂକଟ ପାଇଁ ୨ୟ ପର୍ଯ୍ୟାୟ ସଂଗ୍ରାମ’ ଜୋରଦାର କରିବ  ବିଜେଡି   ଚାଷୀ ଟୀକାରାମ ଭୋଇ ବଖାଣିଲେ  ମହାନଦୀର ତଳମୁଣ୍ଡରେ ଥିବାରୁ ଚାଷୀକୂଳଙ୍କ ଦୁର୍ଦ୍ଦଶା   ଭୁବନେଶ୍ୱରରୁ ମାନସୀ ମିଶ୍ର : ମହାନଦୀ ପ୍ରସଙ୍ଗରେ ଛତିଶଗଡ଼ର ବେଆଇନ  କାର୍ଯ୍ୟ ଓ କେନ୍ଦ୍ରସରକାରଙ୍କ ଉଦାସୀନତା…

ବିଜୁ ଯୁବଜନତା ଦଳ ରାଜ୍ୟକାର୍ଯ୍ୟାଳୟ ଉଦ୍ଘାଟିତ

   ମୁଖ୍ୟମନ୍ତ୍ରୀ  ତଥା ବିଜୁଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ବିଜୁ ଯୁବ ଜନତା ଦଳର  ନୁତନ ରାଜ୍ୟ କାର୍ଯ୍ୟାଳୟକୁ ଉଦ୍ଘାଟନ କରିଛନ୍ତି । ଓଡିଶାର  ଯୁବସମାଜକୁ ସଦାସର୍ବଦା ମାନ୍ୟବର ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇ ଆସିଛନ୍ତି  । ବିଜୁ ଯୁବ ନିତୀ ହେଉ କିମ୍ବା ବିଜୁ ଯୁବବାହିନୀ…