ଅପହଂଚ ଅଂଚଳରେ ସ୍ୱାସ୍ଥ୍ୟ ପରୀକ୍ଷା ଓ ବିନା ମୂଲ୍ୟରେ ଔଷଧ ବିତରଣ ପରିବ୍ୟାପ୍ତ କରାଯିବ : ଜିଲ୍ଲାପାଳ
ରେଡକ୍ରସ ଶାଖାପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ
ଯାଜପୁର(ଜୟଶଙ୍କର ଦାଶ: ସ୍ୱାସ୍ଥ୍ୟସେବା ଏକ ମୌଳିକ ଓ ଅତ୍ୟାବଶ୍ୟକ ସେବା । ଏହାକୁ ଦୁର୍ଗମ ଅଂଚଳରେ ପହଂଚାଇ ସେଠାକାର ଲୋକମାନଙ୍କର ସ୍ୱାସ୍ଥ୍ୟ ସୁଧାରିବା ରେଡକ୍ରସର ଏକ ବଡ ଉପଲବ୍ଧି ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ମତ…