ମାତୃହନ୍ତା ପୁଅକୁ ଆଜୀବନ ଜେଲ

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସେସନ ଜଜ୍ ପ୍ରମୋଦ କୁମାର ଜେନା ଆଜି ଏକ ହତ୍ୟା ମାମଲାର ବିଚାର କରି ମା ହତ୍ୟାକାରୀ ପୁଅକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଇଛନ୍ତି । ଏଥି ସହିତ ୧୦ ହଜାର ଟଙ୍କା ଅର୍ଥଦଣ୍ଡ , ଏହା ଅନାଦେୟ ହେଲେ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବାକୁ ହେବ ବୋଲି ରାୟରେ…

ମା’ ତାରିଣୀ ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା କଣ୍ଟେ୍ରାଲ ସାମଗ୍ରୀ ହଡ଼ପ ଅଭିଯୋଗ

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଅଧୀନରେ ଥିବା ନାକିଚୁଆ ଗ୍ରାମପଞ୍ଚାୟତର ଶ୍ୟାମାନନ୍ଦପୁର ଗ୍ରାମର କଣ୍ଟେ୍ରାଲ ସାମଗ୍ରୀ ବଣ୍ଟନ ଦାୟିତ୍ୱ ମା ତାରିଣୀ ଏସଏଚଜି ଗ୍ରୁପ ହାତରେ ରହିଥିଲା । ଉକ୍ତ ଏସଏଚଜି ଗ୍ରୁପର ସଭାପତି କେତେକ ଜାଲ ରେସନ କାଡର଼୍…

“ଭାଷା ଆଇନ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଉନାହିଁ”

ଭାଷା ଆନେ୍ଦାଳନର ବିଜୟ ଦିବସ ପାଳିତ ବ୍ୟାସନଗର/Biswajit Majhi  : ସହିଦ ଭଗତ୍ ସିଂ ଯୁବକ ସଂଘ ଆନୁକୂଲ୍ୟରେ ଦୀର୍ଘ ୩୮୦ ଦିନ ଧରି ଚାଲିଥିବା ଭାଷା ଆନେ୍ଦାଳନର ବିଜୟ ଦିବସ ଅବସରରେ ବ୍ୟାସନଗରର ଗୋପବନ୍ଧୁ ଛକସ୍ଥିତ ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ତଳେ ଏକ ସଭା ଅନୁଷ୍ଠିତ …

କାଳବୈଶାଖୀରେ ଫସଲ କ୍ଷତି: ବିଷ ପିଇଲେ କନବାର ଗ୍ରାମର ଆଉ ଜଣେ ଚାଷୀ ।

  ବରଗଡ଼/ବରପାଲି(ନୀଳ ଦୀପ )-ବରଗଡ଼ ଜିଲାପାଳଙ୍କ ଅଫିସ ଆଗରେ ବରପାଲି ଥାନା କନବାର ଗ୍ରାମର ଚାଷୀ ଅକ୍ରୂର ବିଶି (୫୦) ବିଷ ପିଇବାର ୨୪ଘଣ୍ଟା ନ ପୂରୁଣୁ ଶୁକ୍ରବାର ସେହି ଗ୍ରାମର ଆଉ ଜଣେ ଚାଷୀ କୀଟନାଶକ ପିଇଛନ୍ତି। ସେ ହେଲେ ସ୍ବର୍ଗତ ଶୁକ୍ରୁ ଭୋଇଙ୍କ ପୁଅ ନିରଞ୍ଜନ ଓରଫ ମାଟୁ (୩୬)।…

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଯୁଗ୍ମ ସଚିବଙ୍କ ଯାଜପୁର ଜିଲ୍ଲା  ଗସ୍ତ ଓ ସମୀକ୍ଷା 

ଯାଜପୁର ଜୟଶଙ୍କର ଦାଶ : ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଯୁଗ୍ମ ସଚିବ ସଂଗ୍ରାମ କେଶରୀ ମହାପାତ୍ର ଯାଜପୁର ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଚ୍ଥନ୍ତି ।  ଗୁରୁବାର ପୂର୍ବାହ୍ନରେ ଶ୍ରୀ ମହାପାତ୍ର ଜିଲ୍ଲାରେ ପହଞ୍ଚିବା ପରେ ଜିଲ୍ଲାପାଳଙ୍କ…

୫ ପଞ୍ଚାୟତ କାର୍ଯ୍ୟ ନିର୍ବାହୀଙ୍କୁ ନିଲମ୍ୱନ କଲେ ଜିଲ୍ଲାପାଳ 

ଯାଜପୁର,(ଜୟଶଙ୍କର ଦାଶ):କାର୍ଯ୍ୟରେ ଅବହେଳା, ଅନିୟମିତତା, ଲାଞ୍ଚ ନେଇ ଭିଜିଲାନ୍ସରେ ଧରାପଡିବା କାରଣ ପାଇଁ ୫ ଜଣ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଜିଲ୍ଲାପାଳ  ରଂଜନ କୁମାର ଦାସ କାର୍ଯ୍ୟରୁ ନିଲମ୍ୱନ କରିଚ୍ଥନ୍ତି ।  ଶୁକ୍ରବାର ଜିଲ୍ଲାପାଳ  ଶ୍ରୀ ଦାସ ଗୋଷ୍ଠୀ  ଉନ୍ନୟନ…

ପଦ୍ମପୁର ଥାନାରେ ନୂଆ  ଆଇଆଇସି କେ.ପ୍ରିୟଙ୍କା ରାଉତରାୟ

ପଦ୍ମପୁରରୁ ନୀଳ ଦୀପ : ପଦ୍ମପୁର ଥାନାରେ ଆଇ. ଆଇ.ସି ଭାବେ କେ.ପ୍ରିୟଙ୍କା ରାଉତରାୟଙ୍କ ଯୋଗଦେଇଛନ୍ତି । ସହରରେ ଆଇନ ଶୃଙ୍ଖଳା ରକ୍ଷା କରିବା ସହ ନିଶା କାରବାର ରୋକିବା, ଅସାମାଜିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ,ଦୃତ ଗତିରେ ଗାଡି ଚାଳନା ଉପରେ କଠୋର ପଦକ୍ଷେପ ନେବା ,ଟ୍ରାଫିକ ସଂପର୍କରେ…

 ରିଟର୍ଣ୍ଣ ଫାଇଲିଂରେ ସରଳୀକରଣ ପ୍ରସ୍ତାବ ଜିଏସଟି କାଉନ୍ସିଲରେ ଗୃହୀତ

୨୭ତମ ଜିଏସଟି କାଉନ୍ସିଲ୍ ବୈଠକ ଭୁବନେଶ୍ୱର:  ୨୭ତମ ଜିଏସଟି କାଉନ୍ସିଲ୍ ବୈଠକ ଆଜି କେନ୍ଦ୍ର ଅର୍ଥ ମନ୍ତ୍ରୀ  ଅରୁଣ ଜେଟଲୀଙ୍କ ଅଧ୍ୟକ୍ଷତାରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଛିା ଏହି ବୈଠକରେ ଅର୍ଥମନ୍ତ୍ରୀ  ଶଶିଭୂଷଣ ବେହେରା ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ |…

ସମ୍ମାନ ଯଦି ନଦେବା ନାହିଁ, ହେଲେ ଏମିତି ଦେବାରେ ମାନେ କଣ ?

ପୌରସଂସ୍ଥାର ଏ କି ପ୍ରକାର ମାଙ୍କଡ଼ାମି, ରାଜବଂଶ ପ୍ରତି ଇଏ କି ଅବମାନନା  ଗିରିଜା ଶଙ୍କର ଦାଶ   ଠିକ କଥା....ରାଜା ରାଜୁଡା ଶାସନ ସରିଯାଇଛି | ରାଜାଙ୍କ ପତିଆରା ବି ନାହିଁ | ଆମେ ଗଣତନ୍ତ୍ରରେ ବିଶ୍ୱାସ କରୁ | ରାଜା ଶବ୍ଦ ଏବେ ହୋଇପାରେ କର୍ପୁର ଗନ୍ଧ ଉଡିଯାଇଥିବା କନା ! ହଁ…