ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ସମସ୍ୟା ନେଇ ଓଡିଆ ଜାଗରଣ ମଞ୍ଚର ଦାବିପତ୍ର 

  ବାରିପଦା(ଦିଲ୍ଲୀପ ମହାନ୍ତି) -ମୟୂରଭଞ୍ଜ ଜିଲ୍ଲାରେ ଓଡିଆ ଭାଷା- ସାହିତ୍ୟ, କଳା –ସଂସ୍କୃତିର ସୁରକ୍ଷା ଓ ସମୃଦ୍ଧି ନିମନ୍ତେ ୨୦୦୫ ମସିହା ଠାରୁ କାର୍ଯ୍ୟକରି ଆସୁଥିବା ଓଡିଆ ଜାଗରଣ ମଞ୍ଚ ପକ୍ଷରୁ ଆଜି ଉତ୍ତର ଓଡିଶା ବିଶ୍ୱ ବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସ ବାରିପଦାଠାରେ ଓଡିଆ ଭାଷା…

ସ୍ୱାସ୍ଥ୍ୟମନ୍ତ୍ରୀ ଟିକେ ଧ୍ୟାନ ଦେବେ କି ???

ପିଆରଏମ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ହସପିଟାଲରେ ରୋଗୀ ସେବାରେ ଅବହେଳା  ବାରିପଦା(ଦିଲ୍ଲୀପ ମହାନ୍ତି )- ଗୋଟାଏ ପକ୍ଷରେ ଓଡ଼ିଶା ସ୍ୱାସ୍ଥ୍ୟମନ୍ତ୍ରୀ  ପ୍ରତାପ ଜେନା ସୁଲଭ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ ସରକାର ଗୁରୁତ୍ୱାରୋପ ଦେଉଥିବାର ଡିଣ୍ଡିମ ବାଡେ଼ଇ ଚାଲିଥିବା ବେଳେ ଅନ୍ୟ…

ସଠିକ ମୂଲ୍ୟ ସହ ଚାଷୀ ସୁବିଧାରେ ଧାନ ବିକିବା ନିଶ୍ଚିତ କର : ଜିଲ୍ଲାପାଳ 

 ଜିଲ୍ଲାସ୍ତରୀୟ ରବି ଋତୁ ଧାନ ସଂଗ୍ରହ କମିଟି ବୈଠକ  ଯାଜପୁର,(ଜୟଶଙ୍କର ଦାଶ):ଯାଜପୁର ଜିଲ୍ଲା ସ୍ତରୀୟ ରବି ଋତୁ ଧାନ ସଂଗ୍ରହ କମିଟି ବୈଠକ ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ  ହୋଇଥିଲା ।  ଏଥିରେ ଜିଲ୍ଲା  ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି…

ଯୁବ ସମ୍ୱଳର ସମୃଦ୍ଧି ବିଜୁ ଯୁବ ବାହିନୀ ଗଠନର ମୂଳ ଲକ୍ଷ୍ୟ : ଜିଲ୍ଲାପାଳ 

ବିଜୁ ଯୁବ ବାହିନୀର ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ । ବ୍ୟାସନଗର/ବିଶ୍ୱଜିତ ମାଝୀ :ସାମାଜିକ ସୁରକ୍ଷା, ନିରାପତ୍ତା, ସରକାରୀ ଯୋଜନାର ସାର୍ବଜନୀନକରଣ ଓ ଯୁବ ସମ୍ୱଳର ସମୃଦ୍ଧି ବିଜୁ ଯୁବ ବାହିନୀ ଗଠନର ମୂଳ ଲକ୍ଷ୍ୟ ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ମତବ୍ୟକ୍ତ କରିଚ୍ଥନ୍ତି । …

 ଯାଜପୁର ଜିଲ୍ଲା ଖରିଫ ଚାଷ ନିତୀ ନିର୍ଦ୍ଧାରଣ କମିଟି ବୈଠକ

ଯାଜପୁର(ଜୟଶଙ୍କର ଦାଶ ) : କୃଷକ ମାନଙ୍କ ପାଇଁ ସରକାର ବିଭିନ୍ନ ସହାୟତା ବ୍ୟବସ୍ଥା ସହ ଡି.ବି.ଟି. ମାଧ୍ୟମରେ ସେମାନଙ୍କ ପାସ୍ ବୁକରେ ଅର୍ଥ ପ୍ରଦାନର ବ୍ୟବସ୍ଥା କରିଚ୍ଥନ୍ତି । ଏ ସଂପର୍କରେ ସେମାନଙ୍କୁ ବ୍ୟାପକ ସଚେତନ କରାଇ ନାମ ପଞ୍ଜିକୃତ ସହ ଆଧାର ସଂଯୁକ୍ତ କରିବାକୁ ଜିଲ୍ଲାପାଳ ରଂଜନ…

ଯେ କୈାଣସି ବିପର୍ଯ୍ୟୟର ମୁକାବିଲା ପାଇଁ ସବୁବେଳେ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳଙ୍କ ଆହ୍ୱାନ

  ଯାଜପୁର,(JAYASHANKAR DASH)  :ବିପର୍ଯ୍ୟୟ ପ୍ରାକୃତିକ ହେଊ କିମ୍ୱା ମନୁଷ୍ୟକୃତ ଏହା ମାନବ ସମାଜର ପ୍ରଭୁତ କ୍ଷତି ସାଧନ କରିଥାଏ ।  ତେଣୁ ଆମ ସମସ୍ତଙ୍କର ଉଦ୍ୟମ ଓ ପ୍ରସ୍ତୁତି ଏଭଳି ହେବା ଉଚିତ, ଯେପରିକି ତାହା ଧନ, ଜୀବନ ଓ ସମ୍ପଦର ସୁରକ୍ଷା କରିପାରିବ ବୋଲି ଜିଲ୍ଲାପାଳ ରଂଜନ…

ଯାଜପୁର ଅତିରିକ୍ତ ଜିଲାପାଳ ଦାୟିତ୍ୱ ହସ୍ତାନ୍ତର କଲେ 

  ଯାଜପୁର(JAYASHANKAR dASH)  ଯାଜପୁର ଅତିରିକ୍ତ ଜିଲାପାଳ ବ୍ରଜବନ୍ଧୁ ଭୋଳଙ୍କୁ ବୁଧବାର ଦିନ ସର୍କିଟ ହାଉସ୍ ଠାରେ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଜିଲାପାଳ ରଂଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଏହି ସମ୍ବର୍ଦ୍ଧନା ସଭାରେ କଳିଙ୍ଗ ନଗର ଅତିରିକ୍ତ ଜିଲାପାଳ ସନ୍ତୋଷ…

ପାଇଖାନା ହୋଇପାରିଲାନି ,  ୨ ଯନ୍ତ୍ରୀ ନିଲମ୍ୱିତ ।

  ଯାଜପୁର(ଜୟଶଙ୍କର ଦାଶ) ରାଜ୍ୟ ଓ  କେନ୍ଦ୍ର ସରକାର ସମସ୍ତ ପରିବାରକୁ ବ୍ୟକ୍ତିଗତ ଶୈାଚାଳୟ ନିର୍ମାଣରେ ସଂପୂର୍ଣ୍ଣ ସହଯୋଗ ପାଇଁ ନିର୍ଦ୍ଦେଶ  ଦେଇଚ୍ଥନ୍ତି ।  ସ୍ୱଚ୍ଚ୍ଥ ଭାରତ ମିଶନର ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ସମସ୍ତ କ୍ଷେତ୍ରରେ ମଧ୍ୟ ଅଗ୍ରାଧିକାର ଦିଆଯାଊଚ୍ଥି ।  ଜିଲ୍ଲା…

ଗୁପ୍ତାଙ୍ଗର ଅଣ୍ଡକୋଷ କାଟି ଦେଲେ ଦୁର୍ବୃତ୍ତ ।

ବରଗଡ଼-ବରଗଡ଼ ସଦର ଥାନା ଅନ୍ତର୍ଗତ ନିଲେଶ୍ୱର ଗ୍ରାମରେ ବୁଧବାର ବିଳମ୍ବିତ ରାତ୍ରିରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଧାରୁଆ ଅସ୍ତ୍ରରେ ଦୁର୍ବୃତ୍ତମାନେ ଗ୍ରାମର ଅଶୋକ ବାରିକ(୪୦) ନାମକ ଜଣେ ଅବିବାହିତ ଯୁବକଙ୍କ ଅଣ୍ଡକୋଷ (ଗୁପ୍ତାଙ୍ଗ)କୁ କାଟି ଦେଇଛନ୍ତି। ପାରିବାରିକ ବିବାଦରୁ ଏଭଳି କାଣ୍ଡ…

ନରସିଂହଙ୍କୁ ଶିଶୁପାଳ କଲେ କଳିକେଶ !!!!

ବିଜୁ ସେତୁ ଭୂମିପୂଜା ନେଇ ବଲାଙ୍ଗୀର ରାଜନୀତି ଗରମ     ବଲାଙ୍ଗୀର (ନିରୋଜ ମିଶ୍ର) ପଶ୍ଚିମ ଓଡିଶା ତତଲା କଡେଇ ପରି ଫୁଟୁଥିବା ବେଳେ ଏଥିରେ ଅଧିକ ଉସ୍ମତା ଭାରି ଦେଇଛି ବିଜୁ ସେତୁ ରାଜନୀତି |  ଗୁରୁବାର ଦିନ ଵିଧାୟକ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର  ବିଜୁ ସେତୁ " ର ଶୁଭ…