“ମମତାମୟୀ”  ଅଭିନେତ୍ରୀ ଅନିତା ଦାସ ଆଉ ନାହାନ୍ତି 

କଟକ : କେତେବେଳ ରୋମାଣ୍ଟିକ ନାୟିକା ନାୟିକା ଭାବରେ ତ ଭଉଣୀ ଅବା ମା  ଭାବେ କେତେବେଳେ ସ୍ନେହ ମମତାର ସମୁଦ୍ରରେ ଦର୍ଶକଙ୍କୁ ବୁଡାଇ ରଖିଥିବା ଓଡ଼ିଆ ସିନେମା ଜଗତର ଅନନ୍ୟ ଅଦ୍ଵିତୀୟ ଅଭିନେତ୍ରୀ ବିଶିଷ୍ଟ ସିନେ ଅଭିନେତ୍ରୀ ଅନିତା ଦାସ ଆଉ ନାହାନ୍ତି | ସମସ୍ତଙ୍କୁ ଶୋକ ସାଗରରେ ଭସାଇଦେଇ …

ଜିଲାପାଳଙ୍କ ଅଧ୍ୟକ୍ଷତାରେ ୩ ଘଣ୍ଟା ବୈଠକ ପରେ ଖୋଲିଲା ବାଟ : ନାଯ୍ୟ ଦାବୀ ପୂରଣ ନେଇ ମିଳିଲା ପ୍ରତିଶୃତି, ଖୋଲିଲା…

 କମିଟି ଗଠନ କରାଯାଇ କଂପାନୀର ସିଏସଆର ନିୟମ ପାଳନର ତଦାରଖ କରାଯିବ କମ୍ପାନୀ ଦ୍ୱାରା ପ୍ରଭାବିତ ଅଂଚଳରେ କମ୍ପାନୀ କରିବ କ୍ଷତିପୂରକ ବିକାଶ  କାର୍ଯ୍ୟରତ ଠିକା ମହିଳା କର୍ମଚାରୀମାନଙ୍କୁ ସୁରକ୍ଷା,ବିଶ୍ରାମ କକ୍ଷ,ପାନୀୟ ଜଳର ବ୍ୟବସ୍ଥା ସହ ଦୈନିକ ମଜୁରୀ ବୃଦ୍ଧି  ରାୟଗଡ(ସରୋଜ କୁମାର…

ଯାଜପୁର ଅତିରିକ୍ତ ଜିଲ୍ଲାପାଳ ଭାବେ ଯୋଗଦେଲେ  ମିହିର ମହାନ୍ତି 

ଯାଜପୁର ରୋଡ଼ (ଜୟଶଙ୍କର ଦାଶ)  :ଯାଜପୁରର ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ଶୁକ୍ରବାର ପୂର୍ବାହ୍ନରେ ମିହିର କୁମାର ମହାନ୍ତି ଯୋଗ ଦେଇଚ୍ଥନ୍ତି ।  ଯାଜପୁର ଅତିରିକ୍ତଜିଲ୍ଲାପାଳ ଙ୍କ ଦାୟିତ୍ୱରେ ରହିଥିବା କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ  ସନ୍ତୋଷ କୁମାର ମିଶ୍ର, ଯୋଗଦାନ ପରେ ଶ୍ରୀ…

ଦ୍ୱିତୀୟ ପର୍ଯ୍ୟାୟ ପଲ୍ସ ପୋଲିଓ ଚଳିତ ମାସ ୧୭, ୧୮, ୧୯ ରେ

  ଯାଜପୁର ରୋଡ଼ ( ବିଶ୍ୱଜିତ ମାଝି) :   ଯାଜପୁର ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ପଲ୍ସ ପୋଲିଓ କାର୍ଯ୍ୟକ୍ରମ ମେ ୧୭ ରୁ ୧୯ ତାରିଖ ୩ ଦିନ ପର୍ଯ୍ୟନ୍ତ ଚାଲୁ ରହିବ ।  ସେହିପରି ମିଶନ ଇନ୍ଦ୍ରଧନୁଷର କାର୍ଯ୍ୟକ୍ରମ ମଧ୍ୟ ମେ ୨୧ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।  ପଲ୍ସ…

କେଡେ ଅମଣିଷ ଏ ମଣିଷ ଗୁଡାକ !!!

ଜଳଛତ୍ର ମାଟି ମାଠିଆ ଭାଙ୍ଗିଦେଲେ, ଜାଗା ଉପରେ ଝାଡା ଫେରିଦେଲେ   ଗନିଅାଁପାଲି(ନୀଳ ଦୀପ ) ଅସହ୍ୟ ରୈାଦ୍ରତାପରୁ ବାଟୋଇ ମାନଙ୍କ ଶୋଷ ମେଣଂଟାଇବା ପାଇଁ ଦୀର୍ଘ ଦଶନ୍ଧିରୁ ମେଲଛାମୁଣ୍ଡା ବିଜୁ ଛକ ଠାରେ ଗ୍ରାମ ପଂଚାୟତ  ତରଫରୁ ଦିଆଯାଇଛି ଜଳଛତ୍ର । ଏପରିକି ପଂଚାୟତ ଦ୍ୱାରା ମାଟିଅମହୁଲ,…

ବାଉଁଶ ବୋଝେଇ ଟ୍ରକ ଭାଙ୍ଗିଲା ୩ ବାଇକ ଓ ଗୋଟାଏ ସାଇକେଲ

  ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସହର ମଧ୍ୟଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥର ମୁର୍ଗାବାଡ଼ି ଗୋଲେଇରେ ଦେଉଳିରୁ ବାଉଁଶ ବୋଝେଇ କରି ଦୁଇଟି ଟ୍ରକ ଆସୁଥିବା ବେଳେ ରାସ୍ତାରେ ଉହଠିଥିବା କେବୁଲ ତାରରେ ଛନ୍ଦି ହୋଇଯାଇ ଥିଲା । ଫଳରେ ଟ୍ରକରୁ ସିଜି ୦୪-ଜେସି ୨୭୭୭ ନମ୍ବର…

ସାମାଜିକ ଗଣମାଧ୍ୟମ ଓ ହ୍ୱାଟସ୍ ଆପ୍ପ୍ ମାଧ୍ୟମରେ ଯୋଡ଼ି ହେବେ ବିଜେଡ଼ିର କର୍ମୀ

  ବାରିପଦା(ଦିଲ୍ଲୀପ ମହାନ୍ତି )- ସାମାଜିକ ଗଣମାଧ୍ୟମ ଓ ହ୍ୱାଟସ୍ ଆପ୍ପ୍ ମାଧ୍ୟମରେ ଯୋଡ଼ି ହେବେ ବିଜେଡ଼ିର କର୍ମୀ । ଦଳୀୟ ବିଭିନ୍ନ କାର୍ଯ୍ୟକ୍ରମ ସହିତ ସରକାରୀ ଯୋଜନା, ଭବିଷ୍ୟତର ରଣନୀତି ଓ ରାଜ୍ୟ ଓ ଜିଲ୍ଲାସ୍ତରୀୟ ନେତା ଓ କର୍ମୀମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ସମାନ୍ତରଭାବେ…