ବେଆଇନ ମଦ ବିକ୍ରି ବିରୁଦ୍ଧରେ ପଦ୍ମପୁର ଅବକାରୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ 

ପଦ୍ମପୁର-ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡର ପାଇକମାଲ ବ୍ଳକ ଅଧିନସ୍ଥ କୁଲାଣ୍ଟି ଗ୍ରାମର ମହିଳା ମାନେ ଗ୍ରାମକୁ ନିଶାମୁକ୍ତ ଗ୍ରାମ କରିବା ପାଇଁ ତଥା ଗ୍ରାମରେ ବେଆଇନ ଭାବରେ ଚାଲିଥିବା ମଦବିକ୍ରି କୁ ବନ୍ଦ କରିବା ପାଇଁ ନିଜ ଗ୍ରାମରେ ସାଧାରଣ ସଭା ଓ ରାଲି କରିବା ସହିତ ଲଖମରା ସମିତି ସଭ୍ୟ…

ରାଜଧାନୀରେ ଗଡ଼ିବ ଭଡାରେ ସାଇକଲ : ଯାତ୍ରୀଙ୍କ ନିରାପତ୍ତା ପାଇଁ ସାଇକଲରେ ଲାଗିବ ଜିପିଏସ 

ଭୁବନେଶ୍ୱର : ସ୍ମାର୍ଟ ହେଉଛି ରାଜଧାନୀ, ବଦଳିବାକୁ ଯାଉଛି ଚେହେରା | ଆଉ ସେହି କ୍ରମରେ କ୍ଲିନ ଭୁବନେଶ୍ୱର ମିଶନ ନେଇ ରାଜଧାନୀରେ ଗଡ଼ିବା ସ୍ମାର୍ଟ ସାଇକଲ | ଆଧୁନିକ ସାଇକଲ, ଲାଗିବ ଜିପିଏସ | ବାହାରୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ସହ ରାଜଧାନୀର ସାଇକଲ ସୌଖିନ ଲୋକଙ୍କୁ ସାଇକଲ ସେବା…

ମନ୍ତ୍ରୀଙ୍କ ଗଡ଼ରେ କଳାବଜାରୀ  କାହା ଛତ୍ରଛାୟା ତଲେ !

ସାମ୍ନାକୁ ଆସିଲା ବିଜୟ ଲକ୍ଷ୍ମୀ ରାଇସ ମିଲର  କଳାବଜାରୀର କାରନାମା । ବରଗଡ଼/ ନୀଳ ଦୀପ - ବରଗଡ଼ ଜିଲ୍ଲାର ଅତାବିରା ବ୍ଳକ ଅନ୍ତର୍ଗତ ଜାତୀୟ ରାଜପଥ ରେଙ୍ଗାଲୀ କେମ୍ପ ଛକରୁ ଟାଙ୍ଗର ପାଲିକୁ ଯିବା ରାସ୍ତାରେ ବେନିୟମ ଭାବେ କାର୍ଯ୍ୟ କରୁଥିବା ରେଲ ଲାଇନ ଅତିକ୍ରମ କଲାପରେ ଗଢିଉଠିଥିବା…

ଆଇସିସିଆର୍‍ ଶାଖା କାର୍ଯ୍ୟାଳୟ ରାଜ୍ୟରୁ ଉଠିଯିବ : ଓଡ଼ିଶାର ସାଂସ୍କୃତିକ ଭାବ ବିନିମୟରେ ବି କେନ୍ଦ୍ର ବାଧକ

ଓଡ଼ିଶାର କଳା ଓ  କଳାକାରଙ୍କ ସ୍ୱାର୍ଥ ଦୃଷ୍ଟିରୁ ନିଷ୍ପତ୍ତିର ପୁନର୍ବିଚାର କରୁ କେନ୍ଦ୍ର :ବିଜୟ  ଭୁବନେଶ୍ୱର : ଭାରତୀୟ ସାଂସ୍କୃତିକ ସମ୍ବନ୍ଧ  ପରିଷଦ (ଆଇସିସିଆର୍‍) ଓଡ଼ିଶା ଶାଖା କାର୍ଯ୍ୟାଳୟକୁ ଅନ୍ୟ ରାଜ୍ୟକୁ ଉଠାଇ ନେବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଦୁର୍ଭାଗ୍ୟଜନକ ।…

ଏନକାଉଣ୍ଟର : ହାଇଦରର  ଦୁର୍ଦ୍ଦାନ୍ତ  ସହଯୋଗୀ ଲାଲା ଆହତ 

କେନ୍ଦ୍ରାପଡା ପ୍ରଫୁଲ୍ଲ କୁମାର ମଲ୍ଲଙ୍କ ରିପୋର୍ଟ : କେନ୍ଦ୍ରାପଡା ଜିଲ୍ଲା ପୋଲିସ ଏନ୍‌କାଉଣ୍ଟରରେ ହାଇଦର ଗ୍ୟାଙ୍ଗର ମୁଖ୍ୟ ଶୁଟର ବା ଦୁର୍ଦ୍ଦାନ୍ତ ଅପରାଧି ଲାଲା ଆହତ ହୋଇଛି  l କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ହଳଦିଆ ଗ୍ରାମର ସେକ୍‌ ଲାଲା ଓରଫ ମୁଜାମିଲର  ବାମ ଗୋଡରେ ଗୋଟିଏ ଗୁଳି…

ବିଜେଡି ବିଧାୟକ ବେଦ ଅଗ୍ରୱାଲଙ୍କ ଉପସ୍ଥିତିରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର 

ସାମ୍ବାଦିକଙ୍କ ମୋବାଇଲ ଛଡାଇ ନେଇ ଭାଙ୍ଗିଦେଲେ    କେନ୍ଦ୍ରାପଡାରୁ ପ୍ରଫୁଲ୍ଲ କୁମାର ମଲ୍ଲ : କଥାରେ ଅଛି ସତ କହିଲେ ସତୀ ବିଗିଡେ | ଆଉ ସେଭଳି ସତକୁ କ୍ୟାମେରାରେ ଉତ୍ତୋଳିତ କଲାବେଳେ ନେତାଙ୍କ ଆଉ ନେତାଙ୍କ କୁଜି ନେତା ସାଜିଥିବା ଚମଚାଙ୍କ ପଛ ଯନ୍ତ୍ରଣା ହୁଏ | ଆଉ ସବୁଠାରୁ ଦୁଃଖର କଥା…

ବୀମା କମ୍ପାନୀ ଫାଂକୁଛି : ତାତିଲେଣି ଚାଷୀ, ତେଜୁଛି ଆନ୍ଦୋଳନ

 କ୍ଷତିପୂରଣ ପ୍ରଦାନରେ ବିଳମ୍ବ ଯୋଗୁ  ସମବାୟ ବ୍ୟାଙ୍କରେ ଚାଷୀ ତାଲା ପକାଇଲେ  ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ଲିଖିତ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ଚାଷୀ  ବରଗଡ଼/ ନୀଳ ଦୀପ -ପ୍ରଧାନମନ୍ତ୍ରୀ ଫସଲବୀମା ପ୍ରଦାନରେ ବିଳମ୍ବକୁ ନେଇ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି । ଶୁକ୍ରବାର…

କେଡେ ଗାଲୁଆ ସେ ଥାନା ଅଧିକାରୀ !!

  ଜୀବିତ ଲିଲି ନାଏକ ମୃତ ପ୍ରସଙ୍ଗ : ଖାକିରେ ଲାଗିଥିବା ଦାଗ ପୋଛିଲା ପୋଲିସ  ବାରିପଦା(ଦିଲ୍ଲୀପ ମହାନ୍ତି )- ୨୦୧୨ ମଇ ୨୩ର ଘଟଣା । ମୟୂରଭଞ୍ଜ ଜିଲ୍ଲା ପରଡ଼ା ଥାନା ଅନ୍ତର୍ଗତ ଧଡ଼ାସାହି ଗ୍ରାମର ଏକ ପରିତ୍ୟକ୍ତ କୂଅରୁ ଏକ ଅଚିହ୍ନା ଯୁବତୀଙ୍କ ମୃତ ଦେହ ଭାସୁଥିବାର ଦେଖି ସ୍ଥାନୀୟ…

ମୟୂରଭଞ୍ଜ ଜିଲ୍ଲା ସମନ୍ୱୀତ ଆଦିବାସୀ ଉନ୍ନୟନ ସଂସ୍ଥାର ଯୋଜନାସ୍ତରୀୟ ପରିଚାଳନା ମଣ୍ଡଳୀ ବୈଠକ

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାର ବାରିପଦା, କରଞ୍ଜିଆ, ରାଇରଙ୍ଗପୁର ଓ କପ୍ତିପଦା ଆଦି ୪ଟି ସମନ୍ୱୀତ ଆଦିବାସୀ ଉନ୍ନୟନ ସଂସ୍ଥାର ଯୋଜନାସ୍ତରୀୟ ପରିଚାଳନା ମଣ୍ଡଳୀ ବୈଠକ ବାରିପଦାସ୍ଥିତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ସମନ୍ୱୀତ ଆଦିବାସୀ ଉନ୍ନୟନ…