ଶକ୍ତି ସଂରକ୍ଷଣ ପାଇଁ ସଚେତନତା
ଓଡ଼ଗାଁ(ଶାସକ ପ୍ରଶାସକ) : ସ୍ଥାନୀୟ ଇନଡୋର ଷ୍ଟାଡିୟମରେ ବିଦ୍ୟୁତ୍ ଶକ୍ତି ସଂରକ୍ଷଣ ସମନ୍ଧୀୟ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ଲୁଗା ଫ୍ରାଙ୍କଲିନ୍ କମ୍ପାନି ତରଫରୁ ଆୟୋଜିତ ଏହି ସିବିରରେ ସ୍ଥାନୀୟ ଅଂଚଳର ଶତାଧିକ ସ୍ୱାବଲମ୍ବୀ କାରୀଗରଙ୍କ ସହିତ ଅନେକ ଉଭୋକ୍ତା ଯୋଗଦେଇଥିଲେ…