ମରଣ ଏମିତି ବି ଆସେ, ଉଜୁଡି ଗଲା ଦୁଇଟି ପରିବାର
ପୂଜା ମନାଇପାରିଲେନି , ଦୁର୍ଘଟଣାରେ ଲିଭିଗଲା 10 ଜୀବନ ଦୀପ
ନୂଆପଡା :- ଗତ ମଙ୍ଗଳବାର ମଧ୍ୟରାତ୍ରୀ ଓ ବୁଧବାର ପାହାନ୍ତା ପ୍ରାୟ 1 ତା 30 ରେ ନୂଆପଡ଼ା ରୁ ଖରିଆର ରୋଡ଼ ରାସ୍ତା ରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 10 ଜଣଙ୍କର ମୃତ୍ୟୁ ହେଇଯାଇଥିବା ଜଣା ପଡ଼ିଛି । ମୃତକ ମାନେ ସମସ୍ତେ…