ଝୁଲେନବର ଗ୍ରାମର ଲୋକେ ପାଇନାହାନ୍ତି ରାସନ କାର୍ଡ

0

ନୂଆପଡ଼ା /ପ୍ରିୟବ୍ରତ ପଣ୍ଡା: ନୂଆପଡ଼ା ଜିଲ୍ଲାର ସିନାପାଲି ବ୍ଲକ ଅଧୀନସ୍ଥ ଝାରବନ୍ଧ ଗ୍ରାମପଂଚାୟତର ଝୁଲେନବର ଗ୍ରାମର ଲୋକେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ର ଖାଉଟି କାର୍ଡ ପାଇବାରୁ ବଂଚିତ ହୋଇଛନ୍ତି । ଏ ନେଇ ଝୁଲେନବର ଗ୍ରାମବାସି ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ନିଷ୍ପତ୍ତି କରିଛନ୍ତି । ସମସ୍ୟା ର ଆଶୁ ସମାଧାନ ନ ହେଲେ ଆନ୍ଦୋଳନ ବ୍ୟାପକ ହେବ ବୋଲି ଗ୍ରାମବାସି ସୁଚନା ଦେଇଛନ୍ତି ।

Leave A Reply

Your email address will not be published.