ଶିଶୁମାନଙ୍କ ଉପରେ କଡାନଜର ରଖିବାକୁ ନିବେଦନ

ପରୀ ରଥକୁ ପୁରୁଣାକଟକରେ ସ୍ୱାଗତ ଓ ସଚେତନତା ସଭା ହରଭଙ୍ଗା, ବୌଦ୍ଧ (ସିମୁନ୍ ନାଏକ) ; ଗତ କିଛି ବର୍ଷ ହେବ ସାରା ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତେହ ନିଷ୍ପାପ ଶିଶୁ ମାନଙ୍କୁ ଯୌନ ନିର୍ଯାତନା ଦେବା ସହ ନିର୍ମମ ଭାବେ ହତ୍ୟା କରିବା ଘଟଣା ମାନବ ସମାଜକୁ ଲଜ୍ଜିତ କରୁଥିବା ବେଳେ…

*ଜାମସେଠ ପ୍ରିମିୟର୍ ଲିଗ: ସେମିରେ ଝାରବନ୍ଧ* 

ପଦ୍ମପୁର/ Nila Deep -ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜାମସେଠ ବ୍ଳକ ବସଷ୍ଟାଣ୍ଡ ନିକଟସ୍ଥ ହାଇସ୍କୁଲ ଖେଳ ପଡିଆରେ ଚାଲିଥିବା ୮ମ ଜାମସେଠ ପ୍ରିମିୟର୍ ଲାଗିଥିଲା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ଦିନରେ ପ୍ରଥମ ମ୍ୟାଚରେ ଝାରବନ୍ଧ ଦଳ ଜାମସେଠ ପାରାମାଉଣ୍ଟକୁ ୬ ୱିକେଟରେ ପରାସ୍ତ…

 ସମସ୍ତ ସେଲ୍ଫ ଫାଇନାନ୍ସ କୋର୍ସ ବିଭାଗକୁ ନିୟମିତ କରାଯାଉ 

ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଝାମୁମୋ ପକ୍ଷରୁ ତାଲାବନ୍ଦ ଆନ୍ଦୋଳନ  ବାରିପଦା(ଦିଲ୍ଲୀପ ମହାନ୍ତି )- ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଓଡ଼ିଆ ବିଭାଗ ସହିତ ସମସ୍ତ ବିଭାଗକୁ ନିୟମିତ କରାଯିବା ଦାବି ନେଇ ଝାମୁମୋର ମୟୂରଭଞ୍ଜ ଛାତ୍ରଶାଖାର ସଭାପତି ଧନଞ୍ଜୟ ସାହୁଙ୍କ ନେତୃତ୍ୱରେ…

ସଫଳ ପ୍ରତିଯୋଗୀଙ୍କୁ  ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଲେ ଜିଲ୍ଲାପାଳ ଶ୍ରୀଭରଦ୍ୱାଜ

  ରାଜ୍ୟସ୍ତରୀୟ ପ୍ରଥମ ରାଜ୍ୟସ୍ତରୀୟ ଜନଜାତି କ୍ରୀଡ଼ା ପ୍ରତିଯୋଗିତା ବାରିପଦା(ଦିଲ୍ଲୀପ ମହାନ୍ତି )- ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଦୈତ୍ୟ ନଗରୀରେ ମଇ ୩୦ରୁ ଆରମ୍ଭ ହୋଇ ଜୁନ ୧ରେ ଉଦଯାପିତ ହୋଇଥିବା ପ୍ରଥମ ରାଜ୍ୟସ୍ତରୀୟ ଜନଜାତି କ୍ରୀଡ଼ା ପ୍ରତିଯୋଗିତାରେ ମୟୂରଭଞ୍ଜ…

ଧର୍ମେନ୍ଦ୍ର ଲାଙ୍ଗୁଡ଼ ଯାକିବା ପରେ ତରକିଲା ବିଜେଡି 

    ଭୁବନେଶ୍ୱର : ଦୀର୍ଘଦିନ ପରେ ମହାନଦୀ ପ୍ରସଙ୍ଗରେ ଲାଗୁଡ଼ା ଯାକିଛି ବିଜେପି | ରାଜ୍ୟବ୍ୟାପୀ ମହା ଅସନ୍ତୋଷ ବିଜେପି ବିରୋଧରେ ଦାନା ବାନ୍ଧୁଥିବା ତଥା ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ଔଦ୍ଧତ୍ୟପୂର୍ଣ୍ଣ ଅହଙ୍କାରୀ ବୟାନ ରାଜ୍ୟ ବାସୀ ଭୀଷଣ ଉତ୍କ୍ଷିପ୍ତ |  ଅନ୍ୟପକ୍ଷରେ…

ବିଜେପିର  ହିଂସାତ୍ମକ ରାଜନୀତି ପ୍ରତିବାଦରେ ଦଳ ଛାଡିଲେ ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ 

ଯାଜପୁରରେ ବିଜେପିକୁ ବଡ଼ ଝଟ୍‍କା, ମଣ୍ଡଳ ସ୍ତରୀୟ ବିଜେପି ନେତାଙ୍କ ସହ ହଜାରେରୁ ଉର୍ଧ୍ଵ  କର୍ମୀ ବିଜେଡିରେ ଯୋଗଦେଲେ ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଏବଂ ଓଡ଼ିଶାରେ ବିଜେପିର ହିଂସାତ୍ମକ ରାଜନୀତିକୁ…

ସହରର ବହୁମାତ୍ରାରେ ମହିଳା ମାନେ ରକ୍ତ ଦାନ କଲେ 

ପାଇକମାଲ ସହରରେ ରକ୍ତଦାନ ଶିବିର । ପାଇକମାଲ/Gouranga Dash/Neel Deep -ଆଜି ପାଇକମାଲ ଧର୍ମଶାଳା ଠାରେ ଯୁବ ସମାଜସେବୀ  ନିଲେଶ ଅଗ୍ରୱାଲ ଙ୍କ ଉଦ୍ୟମ କ୍ରମେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ପଦ୍ମପୁର ରକ୍ତ ଭଣ୍ଡାର ର ଆବଶ୍ୟକତାକୁ କିଛି ପରିମାଣରେ ପୂରଣ କରିବା ପାଇଁ…

ଭିତ୍ତିଭୂମି ଜନିତ ଅଭାବ ତୁରନ୍ତ ପୂରଣ କରାଯିବ : ଜିଲ୍ଲାପାଳ 

ଗଜପତି- ରୋଗୀ କଲ୍ୟାଣ ସମିତିର ଜିଲ୍ଲା ସ୍ତରୀୟ କାର୍ଯ୍ୟନିର୍ବାହୀ କମିଟି ବୈଠକ ପାରଳାଖେମୁଣ୍ଡି(ବାଳକୃଷ୍ଣ ପାଣିଗ୍ରାହୀ)  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ବିଭିନ୍ନ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ଡାକ୍ତରଖାନା ଗୁଡିକରେ ଉତ୍ତମ ଭାବେ ରୋଗୀସ୍ୱାସ୍ଥ୍ୟ ସେବାଗୁଡିକ ଉପଲବ୍ଧ ହୋଇପାରିବ…

କଥା ରଖିଛି ଟାଟା  :  କଳିଙ୍ଗନଗରରେ୨୧ହଜାରରୁ ଅଧିକ  ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି ଟାଟା ଷ୍ଟିଲ

କଳିଙ୍ଗନଗରରେ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପିତ କଳିଙ୍ଗନଗର(ଜୟଶଙ୍କର ଦାଶ) : ଶିଳ୍ପାୟନର ଲାଭ ଲୋକଙ୍କ ନିକଟରେ ପହଂଚିବା  ଆରମ୍ଭ ହୋଇଛି । ଏହି କ୍ରମରେ ଟାଟା ଷ୍ଟିଲ କଳିଙ୍ଗନଗର କାରଖାନା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୨୧,୦୦୦ରୁ ଅଧିକ ଲୋକଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟି…

ରନ୍ଧନ ଗ୍ୟାସ୍‍ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ବିଜୁ ମହିଳା ଜନତା ଦଳର ବିକ୍ଷୋଭ

ଭୁବନେଶ୍ୱର,ମାନସୀ ମିଶ୍ର : ରନ୍ଧନ ଗ୍ୟାସ୍‍ ସିଲିଣ୍ଡର ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଆଜି ବିଜୁ ମହିଳା ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶତାଧିକ ବିଜୁ ମହିଳା ଜନତା ଦଳ ସଦସ୍ୟ ଓ କର୍ମକର୍ତ୍ତାମାନେ ରାଜମହଲ ଛକରେ ଏକତ୍ରିତ ହୋଇ ସବ୍‍ସିଡି ଯୁକ୍ତ ଓ ଅଣସବ୍‍ସିଡି ରନ୍ଧନ…