ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ମେଧାବୀ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ପଦ୍ମପୁରରୁ ନିଳକଣ୍ଠ ଦୀପ : ବରଗଡ଼ ଜିଲ୍ଲା ପଦ୍ମପୁର ର କୁସୁନାପାଲି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଅନୁକୂଲ୍ୟରେ ଗତ ଦଶମ ବେଡର଼୍ ପରୀକ୍ଷାରେ ୯୦% ରୁ ଉଦ୍ଧ୍ୱର୍ ନମ୍ବର ରଖି ଉତ୍ତଣ୍ଣ ହୋଇଥିବା ରାଜବୋଡ଼ାସମ୍ବର ବ୍ଲକ ର ୨୧ ଜଣ ଛାତ୍ର ଛାତ୍ରୀ ଙ୍କ ସମ୍ବର୍ଦ୍ଧନା ଉତ୍ସବ ମେଧାବୀ…

ଦୃଢ ଇଚ୍ଛାଶକ୍ତି ପାଇଁ ତୁଚ୍ଛ କଲେ ମୁମ୍ବାଇର ଚାକିରି

ଆମ୍ବଚାଷ କରି ଉଦାହରଣ ସୃଷ୍ଟି କଲେ ସଂଗ୍ରାମ ହରଭଙ୍ଗା, ବୌଦ୍ଧ (ସିମୁନ୍ ମାଏକ) ; ଆଜିର ଯୁବପିଢି ଜୀବିକା ନିର୍ବାହ କରିବା ପାଇଁ ଚାକିରି ହିଁ ଏକମାତ୍ର ବିକଳ୍ପ ମନେକରୁଥିବା ବେଳେ ବୌଦ୍ଧ ଜିଲ୍ଲା ପିତାମ୍ବରପୁର ପଂଚାୟତ ଅନ୍ତର୍ଗତ ବଲଣ୍ଡା ଗ୍ରାମର ସଂଗ୍ରାମ ପ୍ରଧାନ ନାମକ ଜୈନିକ…

ବନ ସୁରକ୍ଷା କମିଟି ସଭାପତିଙ୍କୁ ଦଳିଦେଲା ହାତୀ

  କଣ୍ଟାମାଳ, ବୌଦ୍ଧ (ବଂଶିଧର ମାଝୀ) ; ଜିଲା ପ୍ରଶାସନର ଡାକରାକ୍ରମେ ବୌଦ୍ଧ ଜିଲା ସଦର ମହକୁମାଠାରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ବିଶ୍ୱ ପରିବେଶ ଦିବସରେ ଯୋଗ ଦେବା ପାଇଁ  ଗାଁରୁ କଣ୍ଟାମାଳ ଆସୁଥିବା ପୁଟାଖେତା ପଲସାପଡା ଗ୍ରାମ୍ୟ ବନ ସୁରକ୍ଷା ସମିତିର ସଭାପତି ହାତୀ ହାବୁଡରେ ପଡି…

କଣ୍ଟାମାଳ ବ୍ଲକ ସାମ୍ବାଦିକ ସଂଘ  ପକ୍ଷରୁ ବିଶ୍ୱ ପରିବେଶ ଦିବସ

କଣ୍ଟାମାଳ, ବୌଦ୍ଧ (ବଂଶିଧର ମାଝୀ/ ସିମୁନ୍ ନାଏକ) ; କଣ୍ଟାମାଳ ବ୍ଲକ ସାମ୍ବାଦିକ ସଂଘ (କବ୍ଚା) ପକ୍ଷରୁ ସ୍ଥାନୀୟ ସାମ୍ବାଦିକ ଭବନରେ ବିଶ୍ୱ ପରିବେଶ ଦିବସ ପାଲିତ ହୋଇଯାଇଛି ।  ସଂଘର ସଭାପତି ଦୁର୍ବାକ୍ଷ ବସ୍ତିଆଙ୍କ ସଭାପତିତ୍ୱରେ  ଅନୁଷ୍ଠିତ  ଏହି ସଭାରେ ସଂଘର ଉପଦେଷ୍ଟା ଦିବ୍ୟ ଶଙ୍କର…

ସୋଆର ପରିବେଶ ଓ ଜଳବାୟୁ କେନ୍ଦ୍ରର ନିର୍ଦ୍ଦେଶକ ଦାୟିତ୍ୱ ଗ୍ରହଣ କଲେ ବିଶିଷ୍ଟ ପାଣିପାଗ ବିଜ୍ଞାନୀ ଡକ୍ଟର ଶରତ ଚନ୍ଦ୍ର…

ଭୁବନେଶ୍ୱର, ୫/୬ : ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ତଥା ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ରର ପୁର୍ବତନ ନିର୍ଦ୍ଦେଶକ  ଡକ୍ଟର ଶରତ ଚନ୍ଦ୍ର ସାହୁ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ପରିବେଶ ଓ ଜଳବାୟୁ କେନ୍ଦ୍ରର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । …

ଗ୍ରୀନ ରାୟଗଡ ତରଫରୁ ବିଶ୍ଵ ପରିବେଶ ଦିବସ ପାଳିତ

  ରାୟଗଡ: ସରୋଜ କୁମାର ସାହୁ : ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ଗ୍ରୀନ ରାୟଗଡ ତରଫରୁ ରାୟଗଡ ସଦର ମହକୁମା ରେ ବଡ଼ ଆଡମ୍ବର ସହ ପାଳନ କରାଯାଇଛି। ଗ୍ରୀନ ରାୟଗଡ ର ଆବାହକ କେ. କେ. ଜେନା ଓ ଯୋଗେଶ୍ଵର ଦାସଙ୍କ ନେତ୍ରୁତ୍ବରେ ଆୟୋଜିତ କାର୍ଯ୍ୟକ୍ରମ ରେ ରାୟଗଡ ଜିଲ୍ଲାପାଳ ଗୁହା ପୁନଂମ୍ ତାପସ…

ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ଭୁବନେଶ୍ୱର/କଳିଙ୍ଗନଗର(ଜୟଶଙ୍କର ଦାଶ) : ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସ୍କେ) ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଚାରାରୋପଣ,  ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ନେଇ ପୋଷ୍ଟର ଓ ଚିତ୍ରାଙ୍କନ ପ୍ରତିଯୋଗିତା, କର୍ମଚାରୀମାନଙ୍କ ମଧ୍ୟରେ କୁଇଜ୍ ଆଦି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ…

ପଦ୍ମପୁର ର ବିଭିନ୍ନ ସମସ୍ୟା ନେଇ  ଉପ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ବି.ଜେ.ପି ଯୁବ ମୋର୍ଚ୍ଚା

ପଦ୍ମପୁର/ ନୀଳ ଦୀପ -ବରଗଡ଼ ଜିଲ୍ଲା ପଦ୍ମପୁର ସହରର ବିଭିନ୍ନ ସମସ୍ୟା ନେଇ ପଦ୍ମପୁର ଭାରତୀୟ ଜନତା ଯୁବ ମୋର୍ଚ୍ଚା ଦଳ ବରଗଡ଼ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି  ପ୍ରୀତେଶ କୁମାର ବହିଦାରଙ୍କ ଅଧ୍ୟକ୍ଷତାରେ ପଦ୍ମପୁର ଉପ ଜିଲ୍ଲାପାଳ  ଦୌଳତ ଚନ୍ଦ୍ରକାରଙ୍କୁ ଭେଟିଥିଲେ।ଉକ୍ତ ସାକ୍ଷାତ କାରରେ…

ରାଜନୀତି ପଶାପାଲି ରେ ନବୀନଙ୍କ ନବୀନ ଚାଲ 

ଅଚ୍ୟୁତଙ୍କୁ ମୟୁରଭଞ୍ଜ ବିଜେଡିର ଗୁରୁ ଦାୟିତ୍ୱ  ଆଦିବାସୀଙ୍କ ପାଇଁ ସାଜିବେ  ବିଜେଡିର ବ୍ରାଣ୍ଡ ଆମ୍ବାସଡର  "୨୦୧୯ ନିର୍ବାଚନ ନିହାତି ଭାବେ ନବୀନଙ୍କ ପାଇଁ ଅଗ୍ନି ପରୀକ୍ଷା | ବିଜେପିର ସାମର୍ଥ୍ୟ ବୃଦ୍ଧି ନିଶ୍ଚିତ ଭାବେ ଶାସକ ବିଜେଡି ପାଇଁ ଆହ୍ୱାନ ସୃଷ୍ଟି କରିଛି | ଆଦିବାସୀ ବହୁଳ…

କଣ୍ଟାମାଳରେ ପରୀରଥ ଓ ସଚେତନତା କାର୍ଯ୍ୟକ୍ରମ

କଣ୍ଟାମାଳ, ବୌଦ୍ଧ (ବଂଶିଧର ମାଝୀ/ସିମୁନ ନାଏକ) ; ରାଜ୍ୟ ସରକାର ଓ ଓଡିଶା ପୋଲିସ୍ ର ମିଳିତ ସହଯୋଗରେ ଆୟୋଜିତ ଶିଶୁ ସୁରକ୍ଷା ଉପରେ ଆଧାରିତ ସଚେତନତା କାର୍ଯ୍ୟକ୍ରମ ଓ ପରୀରଥ ମଙ୍ଗଳବାର ଦିନ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଠାରେ ବ୍ଲକସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ସକାଳୁ…