ରାମଚଣ୍ଡୀ ସେନାର ଗାଇସିଲାଟ ବ୍ଲକ ସ୍ଥରୀୟ ବୈଠକ
ଗାଇସିଲାଟ/ ନୀଳ ଦୀପ ଗାଇସିଲାଟ ବ୍ଲକ ବୁରୋମୁଣ୍ଡା ଠାରେ ରାମଚଣ୍ଡୀ ସେନାର ବ୍ଲକ ସ୍ଥରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶିବଶଂକର ବିଶ୍ୱାଳଂକ ଆହ୍ୱାନରେ ଅନୁଷ୍ଠିତ ଏହି ସଭାରେ ରାଜ୍ୟ ସଂଜୋଜକ ସାକେତ ଶ୍ରୀଭୂଷଣ ସାହୁ ମୂଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । କୁଲତା ଯୁବ ସମାଜର ଉନ୍ନତି ତଥା…