ରାଜ୍ୟର ଯୁବ ଶକ୍ତି ପ୍ରତି କେନ୍ଦ୍ର ପ୍ରତାରଣା କରିଛି : ବିଜେଡି
ଦକ୍ଷିଣାଞ୍ଚଳ ଆର୍ଡିସି ଜୋନ ଅନ୍ତର୍ଗତ ରାଷ୍ଟ୍ରାୟତ ଉଦ୍ୟୋଗ ସଂସ୍ଥା ସମ୍ମୁଖରେ ବିଜେଡିର ଶାନ୍ତିପୂର୍ଣ୍ଣ ବିକ୍ଷୋଭ
ଭୁବନେଶ୍ୱର: ରାଜ୍ୟରେ ଥିବା କେନ୍ଦ୍ର ସରକାରଙ୍କ ଅଧିନସ୍ଥ ରାଷ୍ଟ୍ରାୟତ ସଂସ୍ଥା ଗୁଡିକରେ ବିଗତ ୪ବର୍ଷ ମଧ୍ୟରେ ଓଡ଼ିଶାର ଯୁବକଯୁବତୀଙ୍କ ନିଯୁକ୍ତି ସ୍ଥିତି ଅତି ଗୌଣ ଓ…