ତ୍ରିପାକ୍ଷିକ ଆଲୋଚନା ସଫଳ, ଆନ୍ଦୋଳନ ବନ୍ଦ କରିବା ପାଇଁ ନିଷ୍ପତ୍ତି – ଜିଲ୍ଲା ପ୍ରଶାସନର ଆଶ୍ଵସ୍ତ
ରାୟଗଡରୁ ସରୋଜ କୁମାର ସାହୁ : ଈମ୍ଫା କାରଖାନା ଅଚଳାବସ୍ଥା ଦୂର ହେବାର ବାଟ ଫିଟିଛି। କମ୍ପାନୀ ବିରୋଧରେ ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ ତୃତୀୟ ଦିନରେ ପହଁଚିଥିବା ବେଳେ ଜିଲ୍ଲା ପ୍ରଶାସନର ମଧ୍ୟସ୍ଥିରେ ଅନୁଷ୍ଠିତ ହୋଇଛି ଏକ ତ୍ରୀପାକ୍ଷିକ ବୈଠକ । ଯେଉଁଠି କମ୍ପାନୀ କର୍ତୃପକ୍ଷ ଦାବୀ…