ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସଂସ୍କୃତି ସମ୍ବର୍ଦ୍ଧନା କର୍ମଶାଳା
ଗୁଣପୁର ରୁ ସିଦ୍ଧାର୍ଥ ଦାଶ: ରାୟଗଡ଼ା ଜିଲ୍ଲା ଗୁଣପୁର ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସଂସ୍କୃତି ସମ୍ବର୍ଦ୍ଧନା କର୍ମଶାଳା ଓ ଜାତୀୟ ଗଣିତ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ RSS ର କାର୍ଯ୍ୟକର୍ତ୍ତା କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ ,…