ସଫଳ ଅସ୍ତ୍ରୋପଚାର ପରେ ପାଇକମାଲ ଫେରିଲେ 37 ରୋଗୀ, ଯୁବ ମଞ୍ଚ ସ୍ବେଚ୍ଛାସେବୀଙ୍କୁ ଦେଲେ ଆଶୀର୍ବାଦ
ପାଇକମାଲ(ଗୌରାଙ୍ଗ ଚରଣ ଦାଶ) :- ଗତ 15 ତାରିଖ ଦିନ ପାଇକମାଲ ଧର୍ମଶାଳା ଠାରେ ମାରୱାଡି ଯୁବା ମଞ୍ଚ ତରଫରୁ ଏକ ମେଗା ଓ ମାଗଣା ଚକ୍ଷୁ ଚିକିତ୍ସା ଶିବିର ର ଆୟୋଜନ କରାଯାଇଥିଲା । 200 ଜଣ ରୋଗୀ ମଧ୍ୟରୁ 45 ଜଣଙ୍କୁ ଶିବିରରେ ଚକ୍ଷୁ ପରୀକ୍ଷା କରିବା ପରେ ଡାକ୍ତରମାନେ ଅସ୍ତ୍ରୋପଚାର…