ସ୍ତନ କର୍କଟ ରୋଗକୁ ନେଇ ମହିଳାମାନେ ସଙ୍କୋଚ କରିବା ଅନୁଚିତ୍ : ଡାକ୍ତର ପ୍ରୀୟା
ଭୁବନେଶ୍ୱର : କ୍ୟାନ୍ସର ଭଳି ଦୁଃସାଧ୍ୟ ରୋଗ ଦ୍ରୁତ ମାତ୍ରାରେ ବଢ଼ିବାରେ ଲାଗିଛି । ବିଶେଷ କରି ମହିଳାମାନଙ୍କ କ୍ଷେତ୍ରରେ ସ୍ତନ କର୍କଟ ଅର୍ଥାତ୍ ବ୍ରେଷ୍ଟ କ୍ୟାନ୍ସର ଭଳି ବ୍ୟାଧି ବେଶ ମାତ୍ରାରେ ମାଡିଚାଲିଛି । ତେବେ ଏଭଳି ରୋଗକୁ ପ୍ରତିରୋଧ କରିବା ପାଇଁ ମହିଳାମାନଙ୍କ କ୍ଷେତ୍ରରେ ବିଶେଷ…