ଜାମ ହୋପଡିଛି ପଦ୍ମପୁର ନାଲାର ମୂଖ୍ୟ କେନାଲ

  ପଦ୍ମପୁର(ନୀଳ ଦୀପ)- ପଦ୍ମପୁର କ୍ଷୁଦ୍ର ଜଳସେଚନ ବିଭାଗ ଅନ୍ତର୍ଗତ ପଦ୍ମପୁର ନାଲାର ମୁଖ୍ୟ କେନାଲ ସମ୍ପୁର୍ଣ୍ଣ ରୁପେ ଜାମ ହୋଇ ପଡିଛି  । ମୁଖ୍ୟ କେନାଲ ମଝିରେ ଗଛଲତା ପରିପୁର୍ଣ୍ଣ ହୋଇ ପଡିଥିବାରୁ ଏହି କେନାଲରୁ ·ଷୀ ପାଣି ପାଇବା ନେଇ ଆଶଙ୍କା ଦେଖା ଦେଇଛି  । ବର୍ଷା ଋତୁ ଆରମ୍ଭ…

ଫସଲ ବୀମା ଦାବିରେ ଆନ୍ଦୋଳନ ପାଇଁ ସଜବାଜ

  ପଦ୍ମପୁର/ ନୀଳ ଦୀପ - ଗତ ମଋଡିର କ୍ଷତିପୁରଣ ଏବଂ କୃଷିଋଣ ଛାଡ ଦାବୀରେ ଗୁରୁବାର ଦିନ ସ୍ଥାନୀୟ ପୁର୍ତବିଭାଗ  ଡାକବଙ୍ଗଲା ପରିସରରେ ପଦ୍ମପୁର ଉପଖଣ୍ଡ ସେବା ସମବାୟ ସମିତି ସଭାପତି ଏକ ବୈଠକ ଅନୁଷ୍ଠିତ  ହୋଇଯାଇଛି  । ପଦ୍ମପୁର ସେବା ସମବାୟ ସମିତି ପ୍ରିତମ ମେହେର ଏବଂ ବୁଡେନ ସଭାପତି…

ଅବସରପ୍ରାପ୍ତ ଅଧ୍ୟାପକଙ୍କ ଘରୁ ଚୋରି  ଉଦ୍ୟମ

  ପଦ୍ମପୁର/ନୀଳ ଦୀପ - ପଦ୍ମପୁର ରାଜବୋଡାସମ୍ବର ହାଇସ୍କୁଲ ପଡିଆ ନିକଟରେ ରହୁଥିôବା ପଦ୍ମପୁର ଅଂଚଳ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ଡଃ. ବାଂଛାନିଧି ପଣ୍ଡାଙ୍କ ବାସଭବନରେ ଗତ ଗୁରୁବାର ରାତିରେ ଚୋରି  ଉଦ୍ୟମ ହୋଇଥିବା ପଦ୍ମପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି  । ବିସ୍ତୃତ ବିବରଣୀ…

ଯାଜପୁରର ପିଙ୍କ ବୁଥ ହରିୟାନାରେ ମଡେଲ ଭାବେ ପ୍ରଦର୍ଶିତ ହେବ ।

  ଯାଜପୁର/Jayashankar Dash : ଯାଜପୁର ଜିଲ୍ଲା ୩୦ନଂ ଜୋନ ଉପନିର୍ବାଚନରେ ସିମିଳିଆ ପଂଚାୟତର ୩ଗୋଟି ବୁଥ୍କୁ ପ୍ରଶାସନ ପକ୍ଷରୁ ପିଙ୍କବୁଥ୍ ଭାବେ ବିବେଚନା କରାଯାଇଥିଲା । ଚିତାହଟା ଉନ୍ନିତ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଅନୁଷ୍ଠିତ  ହୋଇଥିଲା ଏହି ପିଙ୍କବୁଥ୍ । ଏହି ୩ଟି ବୁଥ୍ ରେ  କେବଳ…

ବେଟି ବଚାଓ ଓ ବେଟି ପଢାଓ ଟାସ୍କ ଫୋର୍ସ ବୈଠକ  

  ଯାଜପୁର (ଜୟଶଙ୍କର ଦାଶ) :  କନ୍ୟା ସନ୍ତାନ ଦେଶର ଗୌରବ । ଗୃହର ଲକ୍ଷ୍ମୀ ବୋଲି ଅଭିହିତ କରାଯାଏ କିନ୍ତୁ ସମ୍ପ୍ରତି କନ୍ୟା ସନ୍ତାନଙ୍କ ପ୍ରତି ନିର୍ଯ୍ୟାତନ ଘଟଣା ସମଗ୍ର ଦେଶ ପାଇଁ ଏକ ଚିନ୍ତା ଜନକ ପରିସ୍ଥିତି ଦେଖା ଦେଇଛି । ସେଥିପାଇଁ ସରକାର ସେମାନଙ୍କ ସୁରକ୍ଷିତ ଭବିଷ୍ୟତ ପାଇଁ ବେଟି…

ସମାଜସେବୀ ହେମନ୍ତ ନାୟକଙ୍କୁ ଅଶ୍ରୁଳ ବିଦାୟ 

  କନ୍ଧମାଳ(ଗଗନ କୁମାର ପ୍ରଧାନ) - ସେମାନଙ୍କ ପାଇଁ ଲଢେଇ କରୁଥିବା ଲୋକଟି ଯତେବେଳେ ନିରବ ନିଶ୍ଚଳ ହୋଇ ଶୋଇଛି, ଆଉ ସେ ନିଦରୁ ଉଠିବାର ସଂଭାବନା ହିଁ ଯେତେବେଳେ ନାହିଁ, ସେଭଳି ପରିସ୍ଥିତିରେ ଜଣେ ନିଜ ଲୋକ ହରାଇବାର ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଥିଲେ ସେମାନେ `| ଆଦିବାସୀଙ୍କ ଅଧିକାର…

ପୁଲିସର ଦବଙ୍ଗ ଗିରି ପ୍ରସଙ୍ଗ : ନ୍ୟାୟ ପାଇଁ ଆଦାଲତର ଦ୍ୱାରସ୍ଥ ହେଲେ ପିଡ଼ିତା 

ବାରିପଦା(ଦିଲୀପ ମହାନ୍ତି )- ବାରିପଦା ଟାଉନ ଥାନା ପୁଲିସଙ୍କ ଦବଙ୍ଗ ଗିରିକୁ ନେଇ ହରଡ଼ ଘଣାରେ ଫସି ଯାଇଛନ୍ତି ବାରିପଦା ଟାଉନଥାନା ଏସଆଇ ମିନୀ ଭୋଇ ଓ ଚନ୍ଦ୍ରକାନ୍ତି ସାହଙ୍କୁ ସହିତ ଅନ୍ୟ କେତେକ ପୁଲିସ କନେଷ୍ଟବଳ । ଉଚ୍ଚ ନ୍ୟାୟାଳୟରୁ ଜାମିନରେ ଆସିଥିବା ଏକ ବିବାହିତା ମହିଳାଙ୍କୁ ବଳ…

ନାବାଳକକୁ ହତ୍ୟାକାରୀ ସଜାଇ ପୋଲିସ ଗିରଫ କରିଛି  

  ଡ଼ିଜିଙ୍କୁ ଭେଟିଲେ  ବିଶ୍ୱ ହିନ୍ଦୁ ପରିଷଦର ରାଜ୍ୟସ୍ତରୀୟ ପ୍ରତିନିଧି ମଣ୍ଡଳ    ଯାଜପୁର/Jayashankar Dash : ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ଫଜଲପୁର ଗ୍ରାମରେ ଜଣେ ନାବାଳିକାକୁ ହତ୍ୟାକରୀ ପୋଖରୀରେ ଫିଙ୍ଗିଦେବା ଏବଂ ପ୍ରକୃତ ହତ୍ୟାକାରୀଙ୍କୁ ଛାଡ଼ିଦେଇ ଘଟଣାର…

ଚାଷୀ ଭାଇର ହକ ପାଇଁ କଂଗ୍ରେସ ସଂଗ୍ରାମ ଜାରି ରଖିବ : ସତ୍ୟଭୂଷଣ

  ପାଇକମାଲବ୍ଲକ କଂଗ୍ରେସର ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋଭ           ପାଇକମାଲ/ ଗୌରାଙ୍ଗ ଚରଣ ଦାଶ :-  ଗତ କିଛିଦିନ ହେଲା ଜିଲ୍ଲା କଂଗ୍ରେସ  ଚଳଚଞ୍ଚଳ ହେଇ ପଡିଛି। ଗତ କିଛି ବର୍ଷ ହେଲା ଦୁର୍ବଳ ହେଇପଡ଼ିଥିବା ଜିଲ୍ଲା କଂଗ୍ରେସ ଧୀରେ ଧୀରେ ସବଳ ହେଉଥିବାର ଲକ୍ଷ୍ୟ  କର ଯାଉଛି।…