ବରିଷ୍ଠ କଳାକାର, ସମାଜସେବୀ ତଥା ସାହିତ୍ୟିକ ଗାର୍ଗବ ମେହେରଙ୍କ ବିୟୋଗରେ ଶୋକସଭା
ବଲାଙ୍ଗିର(ନିରୋଜ ମିଶ୍ର)
ବରିଷ୍ଠ ସମାଜସେବୀ, ଶିକ୍ଷାବିତ୍, ସାହିତ୍ୟିକ , ଆକାଶବାଣୀ ଓ ଦୂରଦର୍ଶନ କଳାକାର ଗାର୍ଗବ ମେହରଙ୍କ ଅକାଳ ବିୟୋଗରେ ଜିଲ୍ଲା କଳା ସଂସ୍କୃତି ସଂଘ ବଲାଙ୍ଗିର ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଶୋକ ସଭା ଅନୁଷ୍ଠିତ ହୋଇ ଏକ ମିନିଟ ନୀରବ ପ୍ରାର୍ଥନା…