ନିଯୁକ୍ତି ପଛରେ ନ ଧାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କଲେ ହରେକୃଷ୍ଣ

  ଯାଜପୁରରୋଡ୍/Jayashankar Dash :  ନିଯୁକ୍ତି ପଛରେ ନ ଧାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ଯୁବ ସମାଜ ପାଇଁ ଏକ ଉଦାହରଣ ସାଜିଛନ୍ତି ହରେକୃଷ୍ଣ ବିଶ୍ୱାଳ । ଯାଜପୁର ଜିଲ୍ଲା କଳିଙ୍ଗନଗର ମନୋହରପୁର ଗାଁର ହରେକୃଷ୍ଣ ନିଜର ଦୁରଦୃଷ୍ଟି, ଅକ୍ଳାନ୍ତ ପରିଶ୍ରମ ଓ କର୍ମନିଷ୍ଠା  ବଳରେ ଏହି ସଫଳତା…

ଗର୍ଭବତୀଙ୍କ ସୁରକ୍ଷା ନା ଗର୍ଭ ନଷ୍ଟ ଯୋଜନା !!!!!

 ବରଗଡ (ଗୌରାଙ୍ଗ ଚରଣ ଦାଶ)-ସରକାର ଯୋଜନା କରୁଛନ୍ତି , ହେଲେ ସରକାରଙ୍କୁ ବଦ୍ନାମ କରୁଛନ୍ତି କିଛି ଅସାଧୁ ଅଧିକାରୀ ଓ ବ୍ୟକ୍ତିବିଶେଷ | ଗୋଦର କୋଡେ ଯେତେ ମାଡ଼େ ସେତେ ସେତେ ରୀତିରେ ସରକାରଙ୍କ ସବୁ ଯୋଜନା ପ୍ରକୃତ ହିତାଧିକାରୀ ପାଖରେ ପହଂଚୁ ପହଂଚୁ ସେଥିରେ ପୋକ ଲାଗିଯାଉଛଂତି |…

ଭୂତମୁଣ୍ଡାଇ ପୋଲ ସୁରକ୍ଷା ମଞ୍ଚର ଜଳ ସତ୍ୟାଗ୍ରହ

ପାରାଦୀପ(ଉପେନ୍ଦ୍ର ଗୁରୁ)  ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାକୁ ସଲଗ୍ନ ହୋଇଥିବା ଜାତୀୟ ରାଜପଥ (ଏନ.ଏଚ.୫)ରେ ଭୂତମୁଣ୍ଡାଇ ପୋଲ ଅବସ୍ଥିତ । ଏହି ପୋଲଉପରେ ପ୍ରତିଦିନ ହଜାର ହଜାର ଭାରିଯାନ ଯିବାଆସିବା କରିଥାଏ । ଏନ.ଏଚ. କର୍ତ୍ତୃପକ୍ଷଙ୍କ ଅବହେଳା ହେତୁ ୧୯୬୦ ମସିହାରୁ ହୋଇଥିବା…

ଚାଷୀ ନାମ ପଞ୍ଜିକରଣ ପାଇଁ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା 

ଯାଜପୁର(ଜୟଶଙ୍କର ଦାଶ) : କୃଷି ଓ କୃଷକର ଊନ୍ନତି ପାଇଁ  ଚାଷୀଙ୍କ ନାମ ପଞ୍ଜିକରଣ ଏକ ଅପରିହାର୍ଯ୍ୟ ଆବଶ୍ୟକତା ବୋଲି ଜିଲ୍ଲା ଗ୍ରାମ୍ୟ ଊନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ  ବ୍ରଜଗୋପାଳ ଆଚାର୍ଯ୍ୟ ମତବ୍ୟକ୍ତ କରିଚ୍ଥନ୍ତି ।  ଗୁରୁବାର ପୂର୍ବାହ୍ନରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ…

 ୪ମାସର ଦରମା ଟଙ୍କା ଦେବା ଦାବୀରେ ମେହେନ୍ତର ଠିକା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଓ ଗଣଧାରଣା

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ପୌର ପରିଷଦର ମେହେନ୍ତର ଠିକା କର୍ମଚାରୀମାନେ ଆଜିଠାରୁ ୪ମାସର ବକେୟା ଦରମା ଓ ଟଙ୍କା ତୁରନ୍ତ ଦିଆଯିବା ଦାବୀରେ ପୌର ପରିଷଦ କାର୍ଯ୍ୟାଳୟ ସାମନାରେ କାର୍ଯ୍ୟବନ୍ଦ ଓ ଗଣଧାରଣା ଆନ୍ଦୋଳନ ଅନିର୍ଦ୍ଦିଷ୍ଠ କାଳ ପାଇଁ ଆରମ୍ଭ…

ଗୋଷାଣୀ ଆମଗାଁ ଆମ ବିକାଶ କାର୍ଯ୍ୟକ୍ରମ :  ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ୪କୋଟି ୭୫ ଲକ୍ଷ ଟଙ୍କା ଅନୁଦାନ

 ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ପଞ୍ଚାୟତ ସମିତି  (ଗୋଷାଣୀ) କାର୍ଯ୍ୟାଳୟ ନିକଟସ୍ଥ ଖେଳପଡିଆ ଠାରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫେରେନସ ଜରିଆରେ  ବ୍ଲକ ଅଧ୍ୟକ୍ଷା ସି.ଏଚ ତାରକେଶ୍ୱରୀଙ୍କ…

 ସହିଦ୍‍ ଜବାନ୍‍ ମାନଙ୍କ ପରିବାରକୁ ସମ୍ମାନ ଜଣାଇବା ଉଦେଶ୍ୟରେ ତାହାଙ୍କ ପରିବାରକୁ  ଚଳିତଥର କରାଯିବ ନିମନ୍ତ୍ରଣ 

 ସ୍ୱାଧିନତା ଦିବସ ପାଳନ ପ୍ରସ୍ତୁତି ବୈଠକ ଘୁ.ଉଦୟଗିରି/ଗଗନ କୁମାର ପ୍ରଧାନ :  ସ୍ଥାନୀୟ ଅତିରିକ୍ତ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଭାରପ୍ରାପ୍ତ ଅତିରିକ୍ତ ଉପଜିଲ୍ଲାପାଳ ତଥା ଗୋଷ୍ଠି ଉନ୍ନୟନ ଅଧିକାରୀ  ମିତାଞ୍ଜଳୀ ଦାସଙ୍କ ଅଧକ୍ଷତାରେ ସ୍ୱାଧିନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି…

ବଢିଲା ସମର୍ଥନ, ତେଜିଲା କୋସଲି/ସମ୍ବଲପୁରିର ହକ ପାଇଁ ସତ୍ୟାଗ୍ରହ

ବୁରୋମୁଣ୍ଡା /ନୀଳ ଦୀପ : କୋସଲି/ସମ୍ବଲପୁରିର ସାମ୍ବିଧାନିକ ସ୍ୱୀକୃତି ଦାବୀ ନେଇ କୋସଲି କ୍ରିୟାନୁଷ୍ଠାନ  କମିଟୀ ତରଫରୁ ସତ୍ୟାଗ୍ରହ ଚତୁର୍ଥ ଦିନରେ ପଂହଚିଛି ।  ସତ୍ୟାଗ୍ରହକୁ ସମର୍ଥନ କରିବା ପାଇଁ ଆଜି ବଲାଂଗିର ଜିଲ୍ଲାର ସାସ୍କୃତିକ ସଂଗଠନ ତହଁକ କୁଟୁମ ଯୋଗଦାନ ଦେଇଥିଲେ । ସଂଗଠନ…

ଭୁତଙ୍କ ନାମରେ ସରକାରୀ ନୋଟିସ୍

  ପଦ୍ମପୁର,(ନୀଳ ଦୀପ)- ପଦ୍ମପୁର ବିଜ୍ଞାପିତ ଅଂଚଳ ପରିଷଦର ଆସନ୍ତା ନିର୍ବାଚନ ପାଇଁ ସରକାରୀ ସ୍ତରରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି  । ଏହି ପରିପେକ୍ଷୀରେ ନିର୍ବାଚନ କମିଶନ ତରଫରୁ ବିଭିନ୍ନ ୱାର୍ଡ ପାଇଁ ପ୍ରାର୍ଥୀ ହେବା ସକାଶେ ବିଭିନ୍ନ ଜାତି ତଥା ଲିଙ୍ଗ ଅନୁଯାୟୀ ସଂରକ୍ଷଣ ବିଜ୍ଞପ୍ତି…

ପ୍ରଗତିଶୀଳ ମହିଳାମଞ୍ଚ ପକ୍ଷରୁ ଅବକାରୀ କାର୍ଯ୍ୟାଳୟ ଘେରାଓ

୧ ମାସ ମଧ୍ୟରେ ଦୋଳସାହି ମଦ ଦୋକାନ ସ୍ଥାନାନ୍ତର ହେବ    ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ)  : ତିହିଡି ବ୍ଳକର ଦୋଳସାହିରୁ ଗୁଆମାଳ ରାସ୍ତାରେ ଥିବା ସରାକରୀ ଠିପିବନ୍ଦ ମଦ ଦୋକାନ ସ୍ଥାନାନ୍ତର, ବେଆଇନ ଚୋରା ମଦ ରନ୍ଦା ବନ୍ଦ କରିବା, ଦୋଳସାହି ଅଞ୍ଚଳରେ ହେଉଥିବା ମଦ, ଗଞ୍ଜେଇ, ବ୍ରାଉନସୁଗାର ଭଳି…