ଚାଷୀ ସଚେତନତା ରଥର ଶୁଭାରମ୍ଭ କଲେ ଜିଲାପାଳ

ବରଗଡ଼(ଗୌରାଙ୍ଗ ଦାସ)-ଆସନ୍ତା ଖରିଫ ଧାନ ସଂଗ୍ରହ ପାଇଁ ଶୁକ୍ରବାର ବରଗଡ଼ ଜିଲାପାଳଙ୍କ କାର୍ୟ୍ୟାଳୟରୁ ୨ଟି ଚାଷୀ ସଚେତନତା ରଥ ବାହାରିଛି । ଜିଲାପାଳ ଇନ୍ଦ୍ରମଣି ତ୍ରିପାଠୀ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଉକ୍ତ ସଚେତନତା ରଥ ଅତାବିରା ଏବଂ ବରଗଡ଼ ନିୟନ୍ତ୍ରୀତ ବଜାର…

ବିଧାନ ପରିଷଦ ଗଠନ ଥୟ, ଦେଲେ ରିପୋର୍ଟ ନୃସିଂହ

  ତେଲେଙ୍ଗାନା ଢାଞ୍ଚାରେ ବିଧାନପରିଷଦ ଗଠନ ହେଉ ବୋଲି ଦେଲେ ପ୍ରସ୍ତାବ ଭୁବନେଶ୍ୱର: ତେଲେଙ୍ଗାନା ଢାଞ୍ଚାରେ ହେବ ଓଡ଼ିଶାର ବିଧାନ ପରିଷଦ ଗଠନ ହେବା ଥୟ | ଆଉ ଅତି କମରେ ୪୯ ବା ୫୦ଜଣ ବିଧାନ ପରିଷଦକୁ ଯିବା ନିଶ୍ଚିତ | ଦଳ ଭିତରେ ମୁଣ୍ଡ ଟେକୁଥିବା ଅସନ୍ତୋଷକୁ ପ୍ରଶମିତ କରିବା ବା କିଛି…

ନାବାଳିକାକୁ ଦୁଷ୍କର୍ମ : ଅଭିଯୁକ୍ତଙ୍କୁ ଯୁବକକୁ ସଶ୍ରମ କାରାଦଣ୍ଡ ସମେତ  ଜୋରିମାନା

  ବାରିପଦା(ଦିଲ୍ଲୀପ ମହାନ୍ତି )-ବାରିପଦା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ -୧ କମ ପ୍ରିଜାଇଡ଼ିଂ ଅଫିସର ଚିଲଡ୍ରେନ କୋର୍ଟ ଜଜ୍ ସମର ବିଳାଶ ବେହେରା ଆଜି ଶୁକ୍ରବାର  ଏକ ନାବାଳିକା ଦୁଷ୍କର୍ମ ମାମଲାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିବାକୁ ଯାଇ ଅଭିଯୁକ୍ତ ଯୁବକ ମୟୁରଭଞ ଜିଲା…

ରାସ୍ତାକଡ଼ରୁ ମାଂସଦୋକାନ ଉଚ୍ଛେଦ

  ଯାଜପୁରରୋଡ୍ (ଜୟଶଙ୍କର ଦାଶ  ): ଆଙ୍କୁଲା ଛକ, ବାଳାଶ୍ରମ ପଡ଼ିଆ, ବଲ୍ଲଭି ଘାଟଠାରେ ଜବରଦଖଲ କରି ମାଂସ ଦୋକାନ କରିଥିବା ଦୋକାନଗୁଡିକୁ ଭାଙ୍ଗି ଦିଆଯାଇଛି ।  ଶୁକ୍ରବାର ପୂର୍ବାହ୍ନରେ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ତହସିଲଦାର ଲକ୍ଷ୍ମୀକାନ୍ତ ମିଶ୍ର, ଯାଜପୁର ଆଇଆଇସି ସୁଦୀପ୍ତ…

ଜିଲ୍ଲା ସ୍କୁଲର ପ୍ରାକ୍ତନ ଛାତ୍ରୀ ପଢ଼ିଲେ ଡାକ୍ତରୀ, ଜିଲ୍ଲାପାଳ ଜଣାଇଲେ ଅଭିନନ୍ଦନ

ଯାଜପୁରରୋଡ୍ (ଜୟଶଙ୍କର ଦଶ ): ଯାଜପୁର ଜିଲ୍ଲା ସ୍କୁଲର ପ୍ରାକ୍ତନ ଛାତ୍ରୀ ଜିଗିଷା ସେନାପତି ଡାକ୍ତରୀ ପଢ଼ୁଥିବାରୁ ଜିଲ୍ଲାପାଳ ଅଭିନନ୍ଦନ ଜଣାଇଛନ୍ତି ।  ୨୦୧୫ ମାଟ୍ରିକ ପରୀକ୍ଷାରେ ହାସଲ କରିଥିଲେ ଶତକଡା ୯୪ ପ୍ରତିଶତ ମାର୍କ ।  +୨ ବିଜ୍ଞାନ ପଢିଲେ ନରସିଂହ ଚୈାଧୁରୀ ମହାବିଦ୍ୟାଳୟରେ ।…

ଚାଷୀଙ୍କୁ ଅବଶିଷ୍ଟ ବୀମା ରାଶି ପ୍ରଦାନ କରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ରାଜ୍ୟରେ ଟାଟା ଏଆଇଜି, ଏଆଇସି, ଚୋଳ ଏମ୍ଏସ୍ ଏବଂ ଏନ୍ଆଇସି ଆଦି ୪ଟି ବୀମା କମ୍ପାନୀକୁ ରାଜ୍ୟର ୩୦ଟି ଜିଲ୍ଲା ନିମନ୍ତେ ୧୬୧୯ କୋଟି ୭୫ ଲକ୍ଷ ୯୦ ହଜାର ଟଙ୍କାର ଫସଲବୀମା ଦାବି କରାଯାଇଥିଲାା ଗତ ୨୦୧୭ ଖରିଫ ଋତୁ ପାଇଁ ହୋଇଥିବା ଏହି ଫସଲ…

ଆରଏସପି କର୍ମଚାରୀଙ୍କ ସୁକନ୍ୟା ବିସିସିଆଇ ସିନିୟର ମହିଳା ଟି- ଟ୍ୱେଣ୍ଟି ଚାଲେଞ୍ଜର୍ସ ଟ୍ରଫି ଖେଳିବା ନିମନ୍ତେ ମନୋନୀତ

            Rourkela/Sushanta Behera : ରାଉରକେଲା ଇସ୍ପାତ କାରଖାନାର ଓର ବେଡିଙ୍ଗ ଓ ବ୍ଲେଣ୍ଡିଂ ପ୍ଳାଣ୍ଟ ବିଭାଗର କର୍ମଚାରୀ ଜିନ୍ଦା ଏକ୍କା ଏବଂ ଅନିତା ଏକ୍କାଙ୍କ ସୁକନ୍ୟା, ରିମା ଲକ୍ଷ୍ମୀ ଏକ୍କା ବିସିସିଆଇ ସିନିୟର ମହିଳା ଟି- ଟ୍ୱେଣ୍ଟି ଚାଲେଞ୍ଜର୍ସ ଟ୍ରଫିରେ ଇଣ୍ଡିଆ ରେଡ…

  ବିଜେପି ଔଷଧ ବିକଳରେ ତାଟିଆ କାମୁଡ଼ୁଛି : ସସ୍ମିତ

  "କେନ୍ଦ୍ର ସରକାରଙ୍କ ଧାର୍ଯ୍ୟ ସୀମା  ଭିତରେ ଗୁରୁପ୍ରିୟା ସେତୁର ରାଜ୍ୟ ସରକାର ଅର୍ଥବ୍ୟୟ କରିଛନ୍ତି | ଲୋକଙ୍କ ମୁହଁରେ ବିଛିନ୍ନାଂଚଳରେ ହସ ଫୁଟିଲା, ତାହା ଦେଖା ଗଲାନି | ହେଲେ ଗୁରୁପ୍ରିୟାରେ ରାଜ୍ୟ ସରକାରଙ୍କ ସଫଳତାରେ  ଈର୍ଷାନ୍ୱିତ ହୋଇ ପିଏଜି ରିପୋର୍ଟ(ଯାହା ଚୂଡାନ୍ତ ରିପୋର୍ଟ…

“ମୋ ବାପା ଜଣେ ରାଷ୍ଟ୍ରନୀତିଜ୍ଞ ଥିଲେ, ହେଲେ ମୁଁ ଜଣେ ରାଜନୈତିକ ମହିଳା “

ଜରୁରୀକାଳୀନ ପରିସ୍ଥିତିର ୪୩ ବର୍ଷ :ଏକ ସମସାମୟିକ ଆହ୍ୱାନ ! ଜରୁରୀକାଳୀନ ପରିସ୍ଥିତି ଘୋଷଣାର ୪୩ ବର୍ଷ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କର ସହଯୋଗୀମାନେ ଇନ୍ଦିରା ଗାନ୍ଧୀଙ୍କୁ ଯେପରି ଭାବରେ ଚିତ୍ରଣ କରି ତାଙ୍କୁ ହିଟଲରଙ୍କ ସହିତ ତୁଳନା କରାଯାଇ ଯେତେ…