ବନ୍ଧୁତ୍ୱ ଦିବସ ଅବସରରେ ସେବା ସମିତି ପକ୍ଷରୁ ବୃକ୍ଷରୋପଣ
"ବୃକ୍ଷ ଆମର ବନ୍ଧୁ, ବନ୍ଧୁ ଯେଭଳି ଉପକାରରେ ଆସେ ବୃକ୍ଷ ମଧ୍ୟ ଆମ ଉପକାରରେ ଆସିଥାଏ"
ଉମରକୋଟ (ଶାସକ ପ୍ରଶାସକ) : ବନ୍ଧୁତ୍ୱ ଦିବସ ଅବସରରେ ସେବା ସମିତି ଆନୁକୂଲ୍ୟରେ ଉମରକୋଟ ବ୍ଲକ ଅନ୍ତର୍ଗତ କାରାଗାଁ ପଞ୍ଚାୟତର ବିଭିନ୍ନ ବିଦ୍ୟାଳୟର ବିଦ୍ୟାର୍ଥୀ, ଅଭିଭାବକ ଏବଂ ଶିକ୍ଷକଗଣଙ୍କୁ ନେଇ…