ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର ସଚେତନତା କାର୍ଯ୍ୟକ୍ରମ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଟାଉନ୍ ହଲ୍ ଠାରେ "ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର " ସମ୍ପର୍କିତ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ୨ ବର୍ଷରୁ ଅଧିକ ଓ ୧୦ ବର୍ଷ ପର୍ଯ୍ୟନ୍ତ ଅଚଳ ଥିବା ବ୍ୟାଙ୍କ ଖାତାରେ ଜମା…

ନିତ୍ୟାନନ୍ଦ ପାଠାଗାରର ଦ୍ଵାଦଶ ତମ ବାର୍ଷିକ ଉତ୍ସବ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ସନ୍ଧ୍ୟାରେ ନିତ୍ୟାନନ୍ଦ ପାଠାଗାରର ଦ୍ଵାଦଶ ତମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି। ଏହି ବୈଠକରେ ପାଠାଗାରର ଅନେକ ସଭ୍ୟଙ୍କ ସହ ମୁଖ୍ୟ ଅତିଥି ରୂପେ ଚାରି ନମ୍ବର ୱାର୍ଡର କାଉନସିଲର ଶ୍ରୀ ବାଳକୃଷ୍ଣ ପାତ୍ର ଯୋଗ ଦେଇ ପାଠାଗାରର ଉନ୍ନତି ସକାଶେ…

କେନ୍ଦ୍ରାପଡ଼ାରେ ଆସନ୍ତା ଜାନୁଆରୀ ୧୦ ତାରିଖରୁ ପଲ୍ଲୀଶ୍ରୀ ମେଳା ଏବଂ ଜିଲ୍ଲା ମହୋତ୍ସବ ।

କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ଆସନ୍ତା ଜାନୁଆରୀ ୧୦ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡିଆଠାରେ ପଲ୍ଲୀଶ୍ରୀ ମେଳା ଏବଂ ଜିଲ୍ଲା ମହୋତ୍ସବ ଅନୁଷ୍ଠିତ ହେବ | ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ରଘୁରାମ ଆର ଆୟରଙ୍କ ଅଧ୍ୟକ୍ଷତାରେ ପ୍ରଥମ…

ସମନ୍ୱିତ ଇସ୍ପାତ ଶିଳ୍ପ ପ୍ରତିଷ୍ଠା ଲାଗି ପ୍ରଥମ ଗ୍ରାମସଭା ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ।

 ଜମି ହରାଉଥିବା ୧୮ ଜଣଙ୍କ ଭିତରୁ ୬ଜଣ ଆସି ଲିଖିତ ଦାବୀ ଦେଲେ।    କେନ୍ଦୁଝର,(ଦିଲ୍ଲୀପ  ସାହୁ) ତା୧୨/୧୨- ଆଜି କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକ ଅନ୍ତର୍ଗତ ଚେମଣା ପଞ୍ଚାୟତର ଭୃଙ୍ଗରାଜ ଗ୍ରାମରେ ପୂର୍ବାହ୍ନ ସାଢେ ଦଶଟା ବେଳେ ସମନ୍ୱିତ ଇସ୍ପାତ କାରଖାନା ପ୍ରତିଷ୍ଠା ଲାଗି ଗ୍ରାମ ସଭା…

ବାୟ ମେଡିକାଲ ଆବର୍ଜନାର ସୁପରିଚାଳନ ନିମନ୍ତେ ଜିଲ୍ଲାସ୍ତରୀୟ ପରିବେଶ ନିରୀକ୍ଷଣ କମିଟି ବୈଠକ ଅନୁଷ୍ଠିତ ।

କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ବାୟମେଡିକାଲ ଆବର୍ଜନାର ସୁପରିଚାଳନା ନିମନ୍ତେ ଜିଲ୍ଲାସ୍ତରୀୟ ପରିବେଶ ନିରୀକ୍ଷଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି | ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ରଘୁରାମ ଆର ଆୟର ଅଧ୍ୟକ୍ଷତା ଅନୁଷ୍ଠିତ…

ମୋବାଇଲ ଟେକ୍ନିସିଆନଙ୍କ ବେଲଗୁଣ୍ଠାରେ ଆତ୍ମହତ୍ୟା ।

ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-ବେଲଗୁଣ୍ଠାରେ ରହି ମୋବାଇଲ ଟେକ୍ନିସିଆନ୍ ଭାବେ କାର୍ଯ୍ୟ କରୁଥିବା କେରଳର ଜଣେ ଯୁବକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।ମୃତକ ଜଣକ ହେଲେ କେରଳ ଥିରୁଅନନ୍ତପୁରମର ଭାଜୋତୁକୋନମ୍ ଅଞ୍ଚଳର ଅହମଦ ଏସ୍ (୧୮) ।ସେ ଗତ ଏପ୍ରିଲ ମାସ ୨୮ ତାରିଖରୁ ବେଲଗୁଣ୍ଠା…

ବେଲଗୁଣ୍ଠା ମାଆ ବ୍ରାହ୍ମଣ ଦେବୀ ମନ୍ଦିର ରୁ ଚୋରୀ, ହୁଣ୍ଡି ଭାଙ୍ଗି ୨୦ହଜାରରୁ ଉର୍ଦ୍ଧ୍ବ ଟଙ୍କା ଲୁଟ : ହଣ୍ଢା ହାଣ୍ଡି…

ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-ଚୋର ମାନେ ବର୍ତ୍ତମାନ ବିଭିନ୍ନ ମନ୍ଦିରକୁ ଟାର୍ଗେଟ କରି ତାଲା ଭାଙ୍ଗି ଚୋରୀ କରିବା ପୋଲିସ ପାଇଁ ଖୋଲା ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ବେଳେ ବେଲଗୁଣ୍ଠାର ମାଁ ବ୍ରାହ୍ମଣ ଦେବୀ ମନ୍ଦିର ଓ ପରିସରରେ ଥିବା ଏକ ଦୋକାନରୁ ଚୋରି କରିଥିବା ଘଟଣା ବେଲଗୁଣ୍ଠା ପୋଲିସର…

ପୋଖରୀରେ ପଡ଼ି ଷଣ୍ଢ ମୃତ୍ୟୁ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଗତ କିଛି ଦିନ ହେବ ବେଲଗୁଣ୍ଠା ଅଞ୍ଚଳରେ ଛୋଟେଇ ଛୋଟେଇ ବୁଲୁଥିବା ଏକ ଶନ୍ଧ ଗତ ମଧ୍ୟରାତ୍ରରେ ବେଲଗୁଣ୍ଠା ନେଳିଆ ବନ୍ଧ ହିଡ଼ରେ ଥିବା ବାଲୁଙ୍କେଶ୍ଵର ମନ୍ଦିର ପାର୍ଶ୍ବରେ ପୋଖରୀ ଭିତରକୁ ଖସି ପଡ଼ିଥିଲା I ଗତ କିଛି ଦିନ ହେବ ଶୀତର ପ୍ରକୋପ ବଢ଼ି ଥିବାରୁ ଷଣ୍ଢ…

ଜିଲ୍ଲା ସଡକ ନିରାପତ୍ତା ବୈଠକ ଅନୁଷ୍ଠିତ ।

 କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସଡକ ନିରାପତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲାପାଳ ରଘୁରାମ ଆର ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦୁହୁରିଆ ଛକରେ ଜାତୀୟ ରାଜପଥ କାର୍ଯ୍ୟ ଚାଲୁଥିବାରୁ ପ୍ରବଳ ଧୂଳି ଯୋଗୁଁ ଲୋକଙ୍କୁ…

ସାଂସଦ ଖେଳ ମହୋତ୍ସବ ର ପଞ୍ଚମ ଦିବସ ର ଖେଳ ଅନୁଷ୍ଠିତ।

 ବାସୁଦେବପୁର - ବାସୁଦେବପୁର ରେ ଅନୁଷ୍ଠିତ ହେଉ ଥିବା ସାଂସଦ ଖେଳ ମହୋତ୍ସବ ର ପଞ୍ଚମ ଦିବସ ର ଖେଳ ଅନୁଷ୍ଠିତ ହୋଇ ଯାଇଛି। ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟ ର ଖେଳ ପଡିଆ ରେ ଆୟୋଜିତ ହେଉଥିବା ଏହି ଖେଳ ର ରେ ବାସୁଦେବପୁର ତହସିଲଦାର୍ ପ୍ରିୟବ୍ରତ ଦାସ ମୁଖ୍ୟ ଅତିଥି ଭାବେ, ସମ୍ମାନୀତ ଅତିଥି…