ପଂଚାୟତସ୍ତରୀୟ ମିଶନ ଶକ୍ତି ସଚେତନତା କାର୍ଯ୍ୟକ୍ରମ ଉଦ୍ଘାଟିତ
ଆନନ୍ଦପୁର/ହାଟଡିହି (ମକରଧ୍ୱଜ ଜେନା):ଆନନ୍ଦପୁର ଉପଖଣ୍ଡରେ ଥିବା ସମସ୍ତ ପଂଚାୟତ ତରଫରୁ ଆନନ୍ଦପୁର ବ୍ଲକ୍ ପରିସରରେ ଜିଲ୍ଲା ମଙ୍ଗଳ ଅଧିକାରୀଣି ସ୍ୱର୍ଣପ୍ରଭା ମିଶ୍ରଙ୍କ ଅଧ୍ୟକ୍ଷତାରେ ମିଶନ ଶକ୍ତି ସଚେତନତା ଅଭିଯାନ ଆନୁଷ୍ଠାନିକ ଆରମ୍ଭ ହୋଇଯାଇଛି । ଦୀର୍ଘ ୬୦ ଦିନ ଧରି ଚାଲିବାକୁ ଥିବା…