ବଲାଙ୍ଗିର ଫୂଟବଲ  ଲିଗ୍ ଉଦ୍ଘାଟିତ 

ବଲାଙ୍ଗିର- କ୍ରୀଡସଂସଦ ତରଫରୁ ଆୟୋଜିତ ବଲାଙ୍ଗିର ଫୁଟ୍ବଲ ଲିଗ୍  ୬ ଗୋଟି ପଡିଆରେ ଉଦ୍ଘାଟିତ ହୋଇଯାଇଛି । ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ଅନୁଷ୍ଠିତ ଖେଳ ଏନୱାଇଏସ ବରକାନି ବନାମ ରୁରାଲଷ୍ଟାରସ ଖେଳ ୧-୧ ରେ ଡ୍ର ରହିଥିଲା । ଟ୍ରାଇବ୍ରେକର ୪-୩ ଗୋଲରେ ଏନ୍ୱାଇଏସ ବିଜୟୀ ହେଲା ।…

କହି ହେଉଥାଇ ପରକୁ, ବୁଦ୍ଧି ନଦିଶଇ ଘରକୁ 

ବିରୋଧୀ ଦଳ ନେତାଙ୍କୁ ଅର୍କେଶଙ୍କ ପାଲଟା ଜବାବ " ଅନ୍ୟକୁ ସମାଲୋଚନା କରିବା ଆଗରୁ ନିଜ ଅଗଣାକୁ ଚାହ|ନ୍ତୁ"   ବଲାଙ୍ଗିର/ନିରୋଜ ମିଶ୍ର : ବିରୋଧୀ ଦଳ ନେତାଙ୍କ ଶିବିର ପକ୍ଷରୁ ରାଜା ପରିବାର ଉପରେ କରାଯାଇଥିବା "ପ୍ରଟୋକଲ"  ଆକ୍ରମଣର ପାଲଟା ଜବାବ ଦେଇଛନ୍ତି ଯୁବ ବିଜେଡି ନେତା ତଥା…

ଗୋପବନ୍ଧୁ ସେବା ସଦନ ରେ ପୋଷକ ବଣ୍ଟନ  ଓ ଚାରାରୋପଣ

ଗାଇସିଲେଟ- ଗାଇସିଲେଟ ବ୍ଲକ ତାଲପାଲି ଗ୍ରା.ପ. ଅନ୍ତଗତ ଜେନକେଡା ଛକରେ ଥିବା ଗୋପବନ୍ଧୁ ମୁକ ବଧିର ଆଶ୍ରମରେ ଅନ୍ତେବାସୀ  ଛାତ୍ରଛାତ୍ରୀ ଙ୍କୁ ପୋଷାକ ବଣ୍ଡନ, ବିଦ୍ୟାଲୟ ପରିସର ଶତାଧିକ ଆମ୍ବ ଚାରାରୋପଣ କରାଯାଇଛି  । ସ୍ଥାନିୟ ବ୍ଲକ ଶିକ୍ଷା ଅଧିକାରୀ ରାମଲାଲ ବରିହାଙ୍କ ସଭାପତିତ୍ୱ ରେ…

ଭଦ୍ରକ : ବନ୍ୟା ପ୍ଲାବିତ ଅଂଚଳ ବୁଲି ଦେଖିଲା ଜିଲ୍ଲା କଂଗ୍ରେସ ଟିମ୍:ସହାୟତା ଯୋଗାଇବାକୁ ଦାବି

ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ) - ଲଘୁଚାପ ଜନିତ ବର୍ଷା ଓ ହଦଗଡ ଡ୍ୟାମରୁ ନିଷ୍କାସିତ ଜଳର ପ୍ରଭାବରେ ଭଦ୍ରକ ଜିଲ୍ଲାରେ ସୃଷ୍ଟ ବନ୍ୟା ପରିସ୍ଥିତି ଆଜି ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତିଙ୍କ ନେତୃତ୍ୱରେ କଂଗ୍ରେସ ଟିମ୍ ବୁଲି ଦେଖିଛି । ବନ୍ୟା ବିପନ୍ନଙ୍କୁ ତୁରନ୍ତ…

 କେନ୍ଦୁ ପତ୍ର କର୍ମଚାରୀ ସଂଘ ତରଫରୁ ବିକ୍ଷୋଭ : କେନ୍ଦୁପତ୍ର କର୍ମଚାରୀ ଶ୍ରମିକ ପରିବର୍ତେ ମାଲିକ ହେବେ କେବେ ? 

ପଦ୍ମପୁର(ନୀଳ ଦୀପ) - ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସଦରମହକୁମା ଠାରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ତରଫରୁ କେନ୍ଦୁପତ୍ର ବ୍ୟବସାୟକୁ ଘରୋଇ କରଣ ମାଧ୍ୟମରେ ଠିକାଦାର ଏବଂ ବ୍ୟାପାରିଙ୍କ ହାତ ମୁଠାକୁ ନଯିବାକୁ  ଦେବା ଓ କେନ୍ଦୁପତ୍ର ଉପରେ ଲାଗିଥିବା ୧୮%, ବିଡି ଉପରେ ଲାଗିଥିବା ୨୮%…

ଭେଣ୍ଡି ଗଛରେ ଝୁଲି ଜୀବନ ଦେଲା : ଆତ୍ମହତ୍ୟା ନ ହତ୍ୟା |

ଡୁବୁରୀ (ସନାତନ ମହାନ୍ତ) :  ବୁଧବାର ସକାଳୁ ସକାଳୁ କଳିଙ୍ଗନଗର ପୋଲିସ୍ ଦାନଗଦୀ ବ୍ଲକ୍ ନଡିଆଭଙ୍ଗା ଗ୍ରା:ପ ଧମଣାଗାଡିଆ(ଝେମଟାହୁଡି)ର ଭାଲୁହୁଡିରୁ ଏକ ଯୁବକର ମୃତ ଦେହ ଉଦ୍ଧାର କରିଛି । ମୃତ ଯୁବକ ଘର ସୁକିନ୍ଦା ଥାନା ଅନ୍ତର୍ଗତ ପାଟପୁର ଗ୍ରାମର ଉଦୟଭାନୁ ମହାନ୍ତଙ୍କ ସାନପୁଅ ପିତାମ୍ବର…

 ଜାତୀୟ କ୍ରୀଡା ଦିବସ ପାଳିତ 

ବାରିପଦା(ଦିଲ୍ଲୀପ ମହାନ୍ତି) - ଅଗଷ୍ଟ  ୨୯ ତାରିଖ ହକିର ଯାଦୁଗର ଧୟାନଚାନ୍ଦ ଙ୍କ ଜନ୍ମ  ବାର୍ଷିକୀ ଉପଲକ୍ଷେ  ଜିଲା ପ୍ରଶାସନ ମୟୁରଭଞ ଓ ରାଜ୍ୟକ୍ରୀଡା ନିର୍ଦ୍ଦେଶାଳୟ  ଓଡିଶା ର ମିଳିତ ଆନୁକୁଲ୍ୟରେ ମୟୁରଭଞ ଜିଲା ସଦର ମହକୁମା ବାରିପଦାଠାରେ ମହାସମାରୋହରେ ଜାତୀୟ କ୍ରୀଡା ଦିବସ ପାଳିତ…

ଯନ୍ତ୍ରୀ-ଠିକାଦାର ମାଲେମାଲ, ଲୋକ ହେବେ ବେହାଲ 

 ନିମ୍ନମାନର ରାସ୍ତା ଓ ପୋଲ ନିର୍ମାଣକୁ ଜେଏମଏମର ବିରୋଧ ଓ ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଓର ଚେତାବନୀ ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା-ଅମର୍ଦ୍ଧା ଭାୟା ଚିତ୍ରଡ଼ା ରାସ୍ତା ସହିତ ଉକ୍ତ ରାସ୍ତାରେ ଥିବା ଜମ୍ଭୀରା ନଦୀ ଉପରେ ପୋଲର ନିର୍ମାଣ କାର୍ଯ୍ୟରେ ସ୍ୱଚ୍ଛତାକୁ ନେଇ…

ବାରିପଦା ଆର୍ବାନ ବ୍ୟାଙ୍କ  : ଜମା ରାଶି ଫେରସ୍ତ ଦାବିରେ ଧାରଣା,ପରବର୍ତ୍ତି ସମୟରେ ଆତ୍ନାହୁତି ଦେବାର ଚେତାବନୀ

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ଆର୍ବାନ ବ୍ୟାଙ୍କରେ ଜମାକାରୀମାନେ ସେମାନଙ୍କ କଷ୍ଟଲବ୍ଧ ଆୟ ଉପାର୍ଜନରୁ କାଟଛାଟ କରି ରଖିଥିବା ଜମାରାଶି ଫେରସ୍ତ ଦାବିରେ ଅଗଷ୍ଟ ୨୯ ବୁଧବାର ପୂର୍ବାହ୍ନରେ ବ୍ୟାଙ୍କ ସମ୍ମୁଖରେ ଶତାଧିକ ବରିଷ୍ଠ  ଜମାକାରୀମାନେ ଗଣଧାରଣାରେ ବସିଥିଲେ । ଏହି ଧାରଣା ୭…

ଏନଆଇଏନଏଲରେ ଶ୍ରମିକ ଆନ୍ଦୋଳନ, ସାମିଲ ହେଲେ ବିଧାୟକ ପ୍ରୀତିରଞ୍ଜନ 

ଯାଜପୁର/ ଜୟଶଙ୍କର ଦାଶ:  ଯାଜପୁର କଳିଙ୍ଗନଗର ସ୍ଥିତ ନୀଳାଚଳ ଇସ୍ପାତ କାରଖାନାରେ ୩ ଦିନ ଧରି ଜାରି ରହିଛି ଶ୍ରମିକ ଆନ୍ଦୋଳନ । ଶ୍ରମିକଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ଆନ୍ଦୋଳନରେ ସାମିଲ ହେଲେ ସୁକିନ୍ଦା ବିଧାୟକ ଇଂ ପ୍ରିତିରଞ୍ଜନ ଘଡାଇ ।  ଆଜି କାରଖାନାର ମୁଖ୍ୟ ଫାଟକ ସମ୍ମୁଖରେ ଏକ…