ଦୁଇ ସ୍କୁଲ ପିଲା ସହ ମା ଉପରେ ଚଢ଼ିଲା ବସ, ବସ କୁ ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକ
Rourkela/ SUSANTA BEHERA : ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ କୋଇଲା ଗେଟ ନିକଟ କୁମାର ପଡା ବସ୍ତିରେ ନିଜ ଛୁଆଙ୍କୁ ସ୍କୁଲ ଛାଡିବା ପାଇଁ ମା ଛିଡା ହେଇଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ବସ ଧକ୍କା ଦେବାରୁ ଘଟଣା ସ୍ଥଳରେ ଦୁଇ ଜଣ ଛୁଆ ସହ ମା ଗୁରୁତର ହୋଇ ପଡ଼ିଛନ୍ତି। ସୂଚନା…