ଡାକରା ଦେଲା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା : ତିନି ଦଫା ଦାବି ପୂରଣ ନିମନ୍ତେ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ୧୫ରେ

ବାରିପଦା(ଦିଲ୍ଲୀପ  ମହାନ୍ତି  )-  ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ବାରିପଦାଠାରେ ଉଚ୍ଚ ନ୍ୟାୟାଳୟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା , ଆର୍ବାନ ବ୍ୟାଙ୍କ ଜମାକାରୀମାନଙ୍କୁ ସେମାନଙ୍କ ଜମା ରାଶି ଫେରସ୍ତ ଓ ଜିଲ୍ଲାରେ ରେଳଲାଇନର ବିକାଶ ଆଦି ୩ ଦଫା ଦାବି ପୂରଣ ନିମନ୍ତେ ଚଳିତ ସେପ୍ଟେମ୍ବର…

ଭାରତୀୟ ହକି ଦଳର ଜର୍ସି ଉନ୍ମୋଚିତ

ମୁମ୍ବାଇ : ଭାରତ ପୁରୁଷ ହକି ଦଳ ର ନୂତନ ଜର୍ସି ଉନ୍ମୋଚିତ ହୋଇଯାଇଛି । ୭ ତାରିଖ ମୁମ୍ବାଇର ଏକ ହୋଟେଲରେ ବହୁ ଆଡ଼ମ୍ବରରେ ଭାରତୀୟ ପୁରୁଷ ହକି ଦଳର ନୂତନ ଜର୍ସି ଉନ୍ମୋଚିତ ହୋଇଛି। ଆସନ୍ତା ନଭେମ୍ବରରେ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ବିଶ୍ୱକପ ହକି ଏହି ବିଶ୍ୱକପ ହକି ରେ ଭାରତ…

ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ: ୪ ଆହତ 

ଜି ଉଦୟଗିରି : କନ୍ଧମାଳ କିଲ୍ଲାରେ ଜି ଉଦୟଗିରି  ପଣସ ବଙ୍କିଆ ଠାରେ ଏକ ଇଟା ବୋଝେଇ  ଟ୍ରାକ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି | ଏହି ଦୁର୍ଘଟଣାରେ ୪ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି | ଆହତ ମାନଙ୍କୁ ଚିକିତ୍ସାପାଇଁ ଡାକ୍ତରଖାନାରେ ଭର୍ତି କରାଯାଇଛି | 

ତୈଳ ଦର ବୃଦ୍ଧି  : ନୟାଗଡରେ ଯୁବ-ଛାତ୍ର-ମହିଳା ବିଜେଡି ପକ୍ଷରୁ ସଚେତନତା ଆଉ ପ୍ରତିବାଦ

 ନୟାଗଡରୁ ବିଶ୍ୱଜିତ ନାୟକ :  କ୍ରମାଗତ ତୈଳ ଦର ବୃଦ୍ଧି ଭଳି କେନ୍ଦ୍ର ସରକାରଙ୍କ ଜନବିରୋଧୀ ନିଷ୍ପତ୍ତି ପ୍ରତିବାଦରେ ବିଜୁ ଯୁବ-ଛାତ୍ର-ମହିଳା ଜନତା ଦଳର ମିଳିତ ଆହ୍ୱାନ କ୍ରମେ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ୍‍ ସମ୍ମୁଖରେ ସେପ୍ଟେମ୍ବର ୭ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ…

 କେନ୍ଦ୍ର ସରକାରଙ୍କ ରାଫେଲ ଦୂର୍ନୀତି ପ୍ରସଙ୍ଗରେ ନବୀନ ସରକାର ଚୁପ କାହିଁକି ?

ରାଫେଲ ଦୂର୍ନିତୀ ଏନଡିଏ ସରକାରଙ୍କର ସବୁଠାରୁ  ବଡ ଦୂର୍ନୀତି – କଂଗ୍ରେସ ବାରିପଦା(dillip mohanty) ବର୍ତ୍ତମାନ କେନ୍ଦ୍ରର ଏନଡିଏ ସରକାର ସବୁଠାରୁ ବଡ ଦୂର୍ନିତୀ ରାଫେଲ ଦୂର୍ନୀତି ରେ ଜୁଡୁବୁଡୁ ହୋଇଥିବାର ଅଭିଯୋଗ କରିଛି କଂଗ୍ରସେ । ଗତକାଲି ଗୁରୁବାର ବାରିପଦାର ରୋଟାରୀ କ୍ଲବଠାରେ…

ଅନ୍ତର୍ଯ୍ୟାମୀ ବିଶ୍ୱାଳ ଓ ଯଶୋବନ୍ତି ବେହେରା ବସନ୍ତ ବିଶ୍ୱାଲ ସମ୍ମାନରେ ସମ୍ମାନୀତ

ବଲାଙ୍ଗିର  - ଓଡିଶା ରାଜ୍ୟ ସ୍କାଉଟ ଗାଇଡ ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱର ଠାରେ ବସନ୍ତ ବିଶ୍ୱାଲ ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି  ଉତ୍ସବ ରେ ବଲାଙ୍ଗିର ଜିଲ୍ଲାରୁ ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଆଟଗାଁ ହାଇସ୍କୁଲର ସ୍କାଉଟ୍ ମାଷ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳ ଓ ବଲାଙ୍ଗିର ସଦର…

ବିଜୁଯୁବ ବାହିନୀ ତରଫରୁ ରାଜେନ୍ଦ୍ର ମହାବିଦ୍ୟାଳୟରେ ମୁଁ ହିରୋ ମୁଁ ଓଡିଶା କାର୍ଯ୍ୟକ୍ରମ

  ବଲାଙ୍ଗିର/ନିରୋଜ ମିଶ୍ର  - ବଲାଙ୍ଗିର ବିଜୁଯୁବ ବାହିନୀ ଅନୁକୁଲ୍ୟରେ ଜିଲ୍ଲା ସଂଯୋଜକ ରାଜେନ୍ଦ୍ର ଝାଙ୍କର ଙ୍କ ସଂଯୋଜନାରେ  ମୁଁ ହିରୋ ମୁଁ ଓଡିଶା କାର୍ଯ୍ୟକ୍ରମ ସ୍ଥାନୀୟ ରାଜେନ୍ଦ୍ର ଶ୍ୱୟଂଶାସିତ ମହାବିଦ୍ୟାଳୟ ଠାରେ  ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ  ଅତିଥି…

ନିଆରା ମଣିଷ ସୁରେଶଙ୍କୁ ସେବା ଗୌରବ ସମ୍ମାନ

ଯାଜପୁର ରୋଡ଼ରୁ ବିଶ୍ୱଜିତ ମାଝି : ଯାଜପୁର ରୋଡ଼ର ଚାନ୍ଦମା ଗ୍ରାମରେ ଜନ୍ମ  । ପିଲାଦିନୁ ସମାଜ ସେବାରେ ନିଜକୁ ନିୟୋଜିତ କରିବା ଅସହାୟକୁ ସାହାଯ୍ୟ କରିବା ରକ୍ତଦାନ, ଅଙ୍ଗଦାନ, ଚକ୍ଷୁଦାନ କରି ସେ ପାଲଟି ଯାଇଛନ୍ତି ଜଣେ ନିଆରା ମଣିଷ । ପ୍ରକୃତି ପ୍ରେମୀ  । ଏହି ନିକଟରେ ଚାନ୍ଦମାହେଙ୍ଗୁଳା…

“ସନ୍ତୁଳିତ ଓ ସଠିକ ଖାଦ୍ୟ ମା’ ଓ ଶିଶୁକୁ  ସୁସ୍ଥ ଓ ନିରାପଦ ରଖିଥାଏ”

ଯାଜପୁରରେ ଜାତୀୟ ପୃଷ୍ଟି ସପ୍ତାହ ପାଳିତ । ଯାଜପୁର/Jayashankar Dash  : ସନ୍ତୁଳିତ ଓ ସଠିକ ଖାଦ୍ୟ ମା’ ଓ ଶିଶୁକୁ  ସୁସ୍ଥ ଓ ନିରାପଦ ରଖିଥାଏ ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ମତ ବ୍ୟକ୍ତ କରିଚ୍ଥନ୍ତି ।  ଗୁରୁବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସମାଜ…

ପାର୍ବତୀ ଗିରି ମେଗା ଲିଫ୍ଟ ଇରିଗେସନ ପ୍ରକଳ୍ପ ଉଦ୍ଘାଟିତ : ଏକାସାଙ୍ଗରେ ଲୋକାର୍ପିତ ହେଲା ୯ଜିଲ୍ଲା ର ୪୧ଟି ପଏଣ୍ଟ

ସରକାର କଥା ରଖିବାକୁ ଉଦ୍ୟମ କରିଥିବା ଯୋଗୁ ସାଧୁବାଦ ଜଣାଇଲେ ବିରୋଧୀ ଦଳ ନେତା  ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପାର୍ବତୀ ଗିରି ମେଗା ଲିଫ୍ଟ ଇରିଗେସନ ପ୍ରକଳ୍ପ ଉଦ୍ଘାଟିତ ହୋଇ ଯାଇଛି | ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ୪୧ଟି ପଏଣ୍ଟ ଲୋକାର୍ପିତ…