ଦାମୋଦର ରାଉତ ନିଜର କର୍ମଫଳ ଭୋଗୁଛନ୍ତି: ବିଜୟ
“କର୍ମୁ ଅଧିକ ଯେ ଲୋଡ଼ଇ, ଚୋର ସମାନ ଦଣ୍ଡ ପାଇ”
ଭୁବନେଶ୍ୱର/ ବିଜେଡିରୁ ବହିଷ୍କୃତ ଡା. ଦାମୋଦର ରାଉତ ନିଜର କର୍ମଫଳ ଭୋଗୁଛନ୍ତି । ତାଙ୍କର ବର୍ତ୍ତମାନର ଦୟନୀୟ ଅବସ୍ଥା ପାଇଁ ସେ ନିଜେ ହିଁ କେବଳ ଦାୟୀ । କଥାରେ ଅଛି, “ଆପଣା ହସ୍ତେ ଜିହ୍ୱା ଛେଦି, କେ ଅବା ତା’ର ପ୍ରତିବାଦୀ ।”…