ମୟୂରଭଞ୍ଜ ବନ୍ଦ ସଫଳ : ଗମନାଗମନ ଠପ୍, ଜନଜୀବନ ପ୍ରଭାବିତ
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାଠାରେ ହାଇ କୋର୍ଟସ୍ଥାୟୀ ବେଞ୍ଚ ପ୍ରତିଷ୍ଠା , ଆର୍ବାନ ବ୍ୟାଙ୍କରେ ଜମାକାରୀମାନଙ୍କୁ ସେମାନଙ୍କର ଜମା ଟଙ୍କା ଫେରସ୍ତ ଓ ମୟୂରଭଞ୍ଜ ଜିଲ୍ଲାରେ ରେଳବାଇର ବିକାଶ ଆଦି ତିନି ଦଫା ଦାବି ପୂରଣ ନିମନ୍ତେ ଝାଡ଼ଖଣ୍ଡ ମୁକ୍ତି…