ପିଲାମାନଙ୍କୁ ମୋବାଇଲ ଦେଉଛନ୍ତି କି ? ଘାତକ ହୋଇପାରେ …|
ମୋବାଇଲ ଫାଟି ଶିଶୁ ଗୁରୁତର
ବରଗଡ଼/ଗୌରାଙ୍ଗ ଚରଣ ଦାଶ :- ବରଗଡ଼ ଜିଲ୍ଲା ପଇକମାଲ ବ୍ଲକ ଅନ୍ତର୍ଗତ ଛୀଂଦେଇକେଲା ପଞ୍ଚାୟତର ପତ୍ରାଗୁଡା ଗ୍ରାମର ଭୀମସେନ ବହିଦାର ଙ୍କର 11 ବର୍ଷୀୟ ପୁତ୍ର ଶୁଭମ ବାପାଙ୍କର ମୋବାଇଲ ଖେଳୁ ଥିବା ସମୟରେ ମୋବାଇଲଟି ଫାଟି ଯିବାରୁ ଶୁଭମ ଗୁରୁତର ଭାବରେ ଆହତ…