ବାଲି ମାଫିଆ ଗିରଫ- ଜାମିନ ନାମଞ୍ଜୁର  ହେବାରୁ ଜେଲ ଗଲା ଅଭିଯୁକ୍ତ

ଭୁବନେଶ୍ୱର /ଶାସକ ପ୍ରଶାସକ- ବରଗଡ ଜିଲ୍ଲା ପଦ୍ମପୁର ଥାନାରେ ବହୁ ଅପରାଧିକ ମାମଲା ଥିବା ତଥା ଅଂଚଳର କୁଖ୍ୟାତ ବାଲି ମାଫିଆ ଶେଷରେ ପଦ୍ମପୁର ପୋଲିସ ହାତରେ ଗିରଫ ହୋଇ ଜେଲ ଯିବା ଘଟଣା ଚର୍ଚ୍ଚା ଜୋର ଧରିଛି  । ପୋଲିସଠାରୁ ମିଳିଥିବା ବିସ୍ତୃତ ବିବରଣୀ ଅନୁଯାୟୀ, ପଦ୍ମପୁର ଉପଖଣ୍ଡର ବିଭିନ୍ନ…

ଅପହଞ୍ଚ ଅଞ୍ଚଳରେ ବ୍ୟାଙ୍କ ସେବା ଯୋଗାଅ : ଜିଲ୍ଲାପାଳ

ଜିଲ୍ଲା ସ୍ତରୀୟ ବ୍ୟାଙ୍କର୍ସ ପରାମର୍ଶ ଓ ସ୍ୱତନ୍ତ୍ର ଉପକମିଟି ବୈଠକ ଅନୁଷ୍ଠିତ ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର କକ୍ଷରେ ଆନ୍ଧ୍ର ବ୍ୟାଙ୍କର ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ବିଭାଗର ଆବାହକତ୍ୱରେ ଜିଲ୍ଲାର…

ଗାଁ ସାଥୀ (ମେଟ)ସଂଘର ବିଭିନ୍ନ ଦାବୀ ନେଇ ନୀରବ ଶୋଭଯାତ୍ରା ଓ ଦାବୀ ପତ୍ର ପ୍ରଦାନ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ଗାଁ ସାଥୀ (ମେଟ) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ଗଜପତି ଜିଲ୍ଲା ଶାଖା ପକ୍ଷରୁ ପାରଳାଖେମୁଣ୍ଡି ଠାରେ ଶତାଧିକ ଗାଁ ସାଥୀ ବିଭିନ୍ନ ଦାବୀ ନେଇ ନୀରବ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ପାରଳାଖେମୁଣ୍ଡି ଠାରେ ରେଳ ସଂରକ୍ଷଣ ଓ ଅଣସଂରକ୍ଷଣ ଟିକଟ କାଉଣ୍ଟର ଉଦ୍‍ଘାଟିତ

ପାରଳାଖେମୁଣ୍ଡି/ Balakrushna Panigrahi : ପାରଳାଖେମୁଣ୍ଡି ସ୍ଥିତ ରେଳଷ୍ଟେସନ ପରିସର ଛକ ଠାରେ ରେଳ ସଂରକ୍ଷଣ ଓ ଅଣସଂରକ୍ଷଣ ଟିକେଟ କାଉଣ୍ଟର ତଥା ଶ୍ରୀଜଗନ୍ନାଥ ଯାତ୍ରୀ ସେବା କେନ୍ଦ୍ର ଉଦ୍‍ଘାଟିତ ହୋଇଯାଇଛି । ପାରଳା ବିଧାୟକ କେ.ସୁରିଆ ରାଓ ଏବଂ ପାରଳା ରାଜ ପ୍ରସାଦ ରାଜକୁମାରୀ…

୪୪ ଦିନିଆ ସମୂହ  ଛୁଟିରେ ଗଲେ ଓଡ଼ିଶାର ସମସ୍ତ କାର୍ଯ୍ୟରତ ଡିପ୍ଲୋମା ଇଂଜିନିୟର

ବାଲେଶ୍ୱର\Ujjwal Kar : ଡିପ୍ଲୋମା ଇଂଜିନିୟରଙ୍କ ପ୍ରତି ଓଡ଼ିଶା ସରକାରଙ୍କ ପକ୍ଷପାତ ଓ ଅନ୍ୟାୟ ପ୍ରତିବାଦରେ ଓଡ଼ିଶା ଡିପ୍ଲୋମା ଇଂଜିନିୟର ସେବା ସଂଘ ଆନ୍ଦୋଳନ  ଜୋରଦାର କରିଅଛି । ପୂର୍ବ ଘୋଷଣା ଅନୁଯାୟୀ ତା ୧୮/୦୯/୨୦୧୮ ରିଖରୁ ରାଜ୍ୟର ସେବାରତ ୮୫୦୦ ଡିପ୍ଲୋମା ଇଂଜିନିୟରମାନେ ୪୪ଦିନ…

ରାଷ୍ଟ୍ରର ଭିତ୍ତିଭୂମି ନିର୍ମାଣରେ ସେଲ ନିର୍ଭରଯୋଗ୍ୟ ଇସ୍ପାତ ସହଯୋଗୀ

ନୂଆଦିଲ୍ଲୀ : ନୂଆଦିଲ୍ଲୀ ଠାରେ ସେପ୍ଟେମ୍ବର ୨୦ ତାରିଖରେ ଅନୁଷ୍ଠିତ ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ (ସେଲ)ର ବାର୍ଷିକ ସାଧାରଣ ବୈଠକରେ ଉଦବୋଧନ ଦେଇ ସେଲ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ, ଶ୍ରୀ ସରସ୍ଵତୀ ପ୍ରସାଦ କହିଛନ୍ତି ଯେ,  ପରିଚାଳନାଗତ ଲାଭାର୍ଜ୍ଜନରେ ଉନ୍ନତି ଆଣିବା ପାଇଁ…

 ପରୀକ୍ଷା ଘୁଞ୍ଚାଇବାକୁ ନେଇ ଛାତ୍ର ଆନ୍ଦୋଳନ ।

ବରଗଡ଼/ନୀଳ ଦୀପ : -ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଦେଖାଦେଇଛି ଛାତ୍ର ଆନ୍ଦୋଳନ । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆସନ୍ତା ୨୨ ତାରିଖରେ +୩ର ଦ୍ବିତୀୟ ସେମିଷ୍ଟାର ପରୀକ୍ଷା କରାଇବା ପାଇଁ ୧୦ ତାରିଖ ନୋଟିସ ଜାରି କରିଥିଲେ । ଏହାର ପ୍ରତିବାଦରେ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ୮ଟି କଲେଜର…

   ଅଣସଂଗଠିତ ଶ୍ରମିକମାନଙ୍କ ପାଇଁ  “ଆଇନ ସଚେତନତା ଶିବିର’’  

ତିର୍ତୋଲ/Ramesh Mohanty  : ଆଜି ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ତିର୍ତ୍ତୋଲ ବ୍ଲକ ଗରାମ ଗ୍ରାମ ପଚାଂୟତର ସୋଲଗାଡିଆ ମଠ ସମ୍ମୁଖରେ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଅଣ ସଂଗଠିତ ଶ୍ରମିକମାନଙ୍କ ପାଇଁ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ଜିଲ୍ଲା ଆଇନ ସେବା…

ବୈଜୟନ୍ତଙ୍କ ଚରିତ୍ର ଯାହା, ସେଭଳି ଚରିତ୍ର ତାଙ୍କ ବନ୍ଧୁଙ୍କ ହେବା  ସ୍ୱାଭାବିକ 

ଜରୁରୀ କାଳୀନ ପରିସ୍ଥିତି ଦେଶରେ କିଏ ସୃଷ୍ଟି କରୁଛି, ତାହା ଦେଶବାସୀ ଦେଖୁଛନ୍ତି  ଯଦି ପଣ୍ଡାଙ୍କ ପ୍ରତି ଧର୍ମେନ୍ଦ୍ରଙ୍କ ଏତେ ଦରଦ ତେବେ ତାଙ୍କୁ ବିଜେପି ନେଇଯାଆନ୍ତୁ : ପ୍ରତାପ   ଭୁବନେଶ୍ୱର,: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ନେଇ ଗଣମାଧ୍ୟମରେ ଯେଉଁ ଆଲୋଚନା ଚାଲିଛି ଏବଂ…

ନେମାଳର ଭବିଷ୍ୟବକ୍ତା ଅଚ୍ୟୁତାନନ୍ଦଙ୍କ ଶିଷ୍ୟ ଅନନ୍ତ ଗୋସାଇଁଙ୍କ ପୀଠ ପିପ୍ପଳମାଧବ ଭିମବ୍ରହ୍ମପୁରରେ ଚିହ୍ନଟ

ତିର୍ତ୍ତୋଲ/Ramesh Mohanty  :ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତର ପିପ୍ପଳମାଧବ ନିକଟ ଭିମବ୍ରହ୍ମପୁର ଠାରେ ପଞ୍ଚସଖା ନେମାଳର ଭବିଷ୍ୟବକ୍ତା ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଶିଷ୍ୟ ଅନନ୍ତ ଗୋସାଇଁ ଙ୍କ ପୀଠର ସନ୍ଧାନ ମିଳିଛି।ଏହି ସ୍ଥାନକୁ ଦେଖିବା ନିମନ୍ତେ ନେମାଳ ସହିତ…