ତିର୍ତ୍ତୋଲ ଅଗ୍ନିଶମ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ
ତିର୍ତ୍ତୋଲ/ରମେଶ ମହାନ୍ତି : :ସୋମବାର ଠାରୁ ତିର୍ତ୍ତୋଲ ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ୬ ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି।ଗ୍ରେଡ୍ ପେ,ସଂଘ ପଞିକରଣ,ଠିକା କର୍ମଚାରୀଙ୍କ ଦରମା ବୃଦ୍ଧି ଓ ଭତ୍ତା ପ୍ରଦାନ ଆଦି ଦାବି ଗୁଡ଼ିକ ସରକାର…