ବ୍ଲକ ସ୍ଥରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର 

Rourkela/ Sundargarh ବଣେଇ ଉପଖଣ୍ଡର ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ ଗୁରୁଣ୍ଡିଆ ଠାରେ ଆଜି ଏକ ବ୍ଲକ ସ୍ଥରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି।  ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରିତ ହୋଇଥିବା ବଣେଇ ବିଧାୟକ…

ବଡ଼ବିଲ ପ୍ରିମିୟର ଲିଗ ପାଇଁ ଖେଳାଳୀ ନିଲାମ ପ୍ରକ୍ରିୟା ଶେଷ : ୨୩୧ ଜଣ କ୍ରିକେଟର ବିଡିଂରେ ସାମିଲ।

  Badbil/ Chitta Ranjan Kar : ଆସନ୍ତା ଅକ୍ଟୋବର ୨୮ରୁ ବଡ଼ବିଲର ଖେଳାଯିବାକୁ ଥିବା ଫଟାଫଟ କ୍ରିକେଟ ବଡ଼ବିଲ ପ୍ରିମିୟର ଲିଗ (ବିପିଏଲ) ପାଇଁ ବିଡିଂ ପ୍ରକ୍ରିୟା ସରିଛି | ବ୍ରଦରହୁଡ଼ କ୍ରିକେଟ କ୍ଲବ ଆୟୋଜିତ ହେବାକୁ ଥିବା ଏହି ଲିଗରେ ଖେଳାଳିଙ୍କ ପାଇଁ ସର୍ବାଧିକ ବିଡିଂ ମୂଲ୍ୟ ୫…

ଅତିଥି ଦେଵୋ ଭବ ନ ଛେନାଗୁଡ଼…..ଛି ଛି…ଏଗୁଡ଼ାଙ୍କୁ ଟିକେ ଲାଜ ନାହିଁ !

   ପର୍ଯ୍ୟଟକମାନଙ୍କୁ ଆକ୍ରମଣ : ବାରିପଦାବାସୀଙ୍କ ଭାଇଚାରାର ଗାରିମାରେ ଆଞ୍ଚ ଆଣିଲା ବାରିପଦା(ଦିଲ୍ଲୀପ ମହାନ୍ତି )-  ଆଜି ବାରିପଦାବାସୀଙ୍କ ଭାଇଚାରାର ଗାରିମାରେ ଆଞ୍ଚ ପହଁଞ୍ଚାଇଛନ୍ତି କେତେକ ଯୁବକ । ଅତିଥି ଭଗବାନ ସଦୃଶ ହୋଇଥିବା ବେଳେ ଜିଲ୍ଲାର ଶାମାଖୁଣ୍ଟା ବ୍ଲକସ୍ଥିତ ସୀତାକୁଣ୍ଡ…

ଶ୍ରମ କମିଶନଙ୍କ ସମୀକ୍ଷା ବୈଠକ ।

ପଦ୍ମପୁର/ନୀଳ ଦୀପ -ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ କମିଶନର ଶ୍ରୀଯୁକ୍ତ ଅଞ୍ଜନ କୁମାର ମାଣିକଙ୍କ ବରଗଡ଼ ଜିଲ୍ଲା ଗସ୍ତ ଅବସରରେ ପଦ୍ମପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ଓ ତାର ନିରାକରଣ ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।ଉକ୍ତ ବୈଠକରେ…

ଓଡ଼ିଶା ରାଜ୍ୟ ପରିବହନ ନିଗମ ପଦ୍ମପୁର ଶାଖା କର୍ମଚାରୀ ସଙ୍ଘର ଧର୍ମଘଟ ପ୍ରତ୍ୟାହୄତ ।

ପଦ୍ମପୁର/ନୀଳ ଦୀପ -ଗତ ୧ ତାରିଖରୁ ଓଡ଼ିଶା ପରିବହନ ନିଗମ ପଦ୍ମପୁର ଶାଖା କର୍ମଚାରୀ ସଂଘ ତରଫରୁ ବିଭିନ୍ନ ଦିବୀ ନେଇ ଧର୍ମଘଟ ଜାରି ରଖିଥିଲେ ।ଏହି ପରିପ୍ରେକ୍ଷୀରେ ତା୨୫/୦୯/୨୦୧୮ ମଙ୍ଗଳବାର ଦିନ ଅପରାହ୍ନ ୫ଘଣ୍ଟା ସମୟରେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୌଳତ ଚନ୍ଦ୍ରାକରଙ୍କ…

ଆନ୍ତଃ ଏକାଡେମୀ ହକି ପ୍ରତିଯୋଗିତାର ଷଷ୍ଠ ଦିବସ

ପାନପୋଷ କ୍ରୀଡ଼ା ଛାତ୍ରାବାସ ପରିସରରେ ଥିବା ଆଷ୍ଟ୍ରୋ ଟର୍ଫ୍‌ ହକି ପଡ଼ିଆରେ ଆନ୍ତଃ ଏକାଡେମୀ ହକି ଲିଗ୍‌ ପ୍ରତିଯୋଗିତାର ଷଷ୍ଠ ଦିନରେ ଦୁଇଟି ଖେଳ ଅନୁଷ୍ଠିତ ହୋଇଯାଇଛି। ଷଷ୍ଠ ଦିବସର ପ୍ରଥମ ଖେଳ  ପାନପୋଷ କ୍ରୀଡ଼ା ଛାତ୍ରାବାସ ଏବଂ ନୁଆଦିଲ୍ଲୀର ଜାତୀୟ ହକି ଏକାଡେମୀ ମଧ୍ୟରେ ହୋଇଥିଲା। ଏଥିରେ…

ଦୁର୍ନୀତର ଗନ୍ତା ଘର ପାଲଟିଛି ରାଜନଗର ଆର ଆଣ୍ଡ ବି କାର୍ଯ୍ୟାଳୟ 

ଅଫିସର ଓ ଠିକାଦାର ମାଲେମାଲ ,ରାସ୍ତା କାମ ବେହାଲ ରାଜନଗର :-(ନିରଞ୍ଜନ ରାଉତ )-ଦୀର୍ଘ 18 ବର୍ଷ ଧରି ଓଡିଶାକୁ ଶାସନ  କରୁଥିବା ବିଜେଡି ସରକାର ସ୍ୱଚ୍ଛ ଓ ସୁଶାସନ ଚଳାଇଥିବା ନେଇ ବାହାବା ନେଉଥିବା ବେଳେ ରାଜ୍ୟରେ ଦୁର୍ନୀତ ବଢି ଚାଲିଛି I ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ରେଢ଼ାଖୋଲରୁ ଯଶୋବନ୍ତ ସାହୁ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ବଡ଼ବାହାଳ ପଞ୍ଚାୟତ ବଡକୁଡା ଗ୍ରାମରେ 2 ଯୁବକ ଓ ଗ୍ରାମର ମହିଳା ସଂଗଠନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା | ଏହି ଘଟଣାରେ ଥାନାରେ ସାଖି ଦେବ ଘଟଣାରେ ଜଣେ ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ ହୋଇଛି | ଗୁରୁତର ଆହତ ହୋଇଥିବା ଯୁବକ…

ବଜ୍ରାଘାତ:2  ଗୁରୁତର

ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ :  ରେଢ଼ାଖୋଲ ଥାନା ଖେତ୍ରପୁର ଗ୍ରାମରେ ମଙ୍ଗଳବାର ସଂନ୍ଧ୍ୟା ରେ ବଜ୍ରାଘାତ ହେବାରୁ 2 ମହିଳା ଗୁରୁତର ଅାହତ ହୋଇଛନ୍ତି | ଆହତମାନେ ହେଲେ ରଜନୀ ଲାକାଡା(38),ତେରେସା ଲାକାଡା(65)| ଆହତ ଦୁୟ ଗାଁ ନିକଟରେ ଗାଇ ଚରାଇ ଘରକୁ ଫେରୁଥିବା ବେଳେ ବଜ୍ରାଘାତ ଘଟି…