ସାମାଜିକ ସୁରକ୍ଷା ଭତ୍ତା ବୃଦ୍ଧି ଦାବି
ରେଢ଼ାଖୋଲରୁ ଯଶୋବନ୍ତ ସାହୁ: ବାର୍ଦ୍ଧକ୍ୟ,ବିଧବା,ଦିବ୍ୟାଙ୍ଗ,ଅସହାୟ,ଆଦିଙ୍କ ପାଇଁ ଉଦ୍ଧିଷ୍ଟ ସାମାଜିକ ସୁରଖ୍ୟା ଭତ୍ତାକୁ ସର୍ବନିମ୍ନ ୧୫୦୦ ଟଙ୍କା କରାଯିବାକୁ ଆମ୍ ଆଦମୀ ପାର୍ଟି କୁକୁଡ଼ାବାହାଳୀ ଶାଖା ଦାବିକରୁଛି | ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବାକୁ ଦାବିକରାଯାଉଛି | ଏନେଇ ଏକ…