ତିର୍ତ୍ତୋଲ ଅରଜଙ୍ଗ ଗ୍ରାମରେ ଅନେକ ନାଗସାପଙ୍କ ଆବିର୍ଭାବ,ଚାଲିଛି ପୂଜାର୍ଚ୍ଚନା
ତିର୍ତ୍ତୋଲ/ପାରାଦ୍ୱୀପ:ରମେଶ ମହାନ୍ତି -ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଅରଜଙ୍ଗ ଗ୍ରାମରେ ଅଚାନକ ଆଶ୍ଚର୍ଯ୍ୟ ଜନକ ଭାବେ ଏକା ସାଙ୍ଗରେ ଅନେକ ଗୁଡିଏ ନାଗସାପଙ୍କ ଆବିର୍ଭାବ ହେବା ପରେ ଚାଲିଛି ପୂଜାର୍ଚ୍ଚନା।ଗହୀର ମଝିରେ ଆଲୋକ ସଜ୍ଜା ସାଙ୍ଗକୁ ଭଜନ କୀର୍ତ୍ତନ,ଖାଦ୍ୟପେୟ ର…